Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ଜୟ ଜୟ ଶଙ୍କର ଭୋଳା
ଜୟ ଜୟ ଶଙ୍କର ଭୋଳା
==============
ଜୟ ଜୟ ଶଙ୍କର ଭୋଳା !
ତିରୀଶୂଳ ଧାରୀ ସାପୁଆ କେଳା l
ପନ୍ନଗ ଭୂଷଣ ଆହେ ପଞ୍ଚାନନ
ଗଳେ ଲମ୍ବାଇଛ ଅହିଙ୍କ ମାଳା ll
ଜୟ ଜୟ ଶଙ୍କର ଭୋଳା l (୧)
ସତ୍ୟଯୁଗ ଦେବ ଅସୁର ସଂଯୋଗ
ସମୁଦ୍ରମନ୍ଥନ ମନ୍ଦରେ ହେଲା l
ରତ୍ନମାନ ସବୁ ସୁରେ ହରି ନେଲେ…
ଚାଲ ବୁଲିଯିବା ଅଯୋଧ୍ୟାପୁରୀ
ଚାଲ ବୁଲିଯିବା ଅଯୋଧ୍ୟାପୁରୀ
===============
ଶୁଆ ବୋଲେ ଆଲୋ ଶାରୀ
ଚାଲ ବୁଲିଯିବା ଅଯୋଧ୍ୟାପୁରୀ ଲୋ
ରାମ ଆସୁଛନ୍ତି ଫେରି ll
ପିତୃସତ୍ୟ ପାଳି ଦିନେ,
ବନଚାରୀ ହେଲେ ଦଣ୍ଡକବନେ ଲୋ
କାଳକାଟି ଦିନେ ଦିନେ ll
ସଙ୍ଗେ ଥିଲେ ତାଙ୍କ ନାରୀ
ଜନକ ନନ୍ଦିନୀ ସୀତା ସୁନ୍ଦରୀ ଲୋ
ଲଇକ୍ଷଣ…
ମଥୁରା ବିଜୟ
ମଥୁରା ବିଜୟ
==========
ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣ ହଳୀ l
ତାଳି ମାରୁଛନ୍ତି ମଥୁରା ବାଳି ll
ଚକ୍ର ଗତି ତାଙ୍କ ଠାଣି ସୁଠାମ l
କଟି ତଟେ ବେଢ଼ା ବକୁଳ ଦାମ ll
ଧନ୍ୟ ଧନ୍ୟ ଆରେ କ୍ରୁର ଅକ୍ରୁର l
ଘେନି ଆସିଲୁ ତୁ ମଥୁରା ପୁର ll
ଧନ୍ୟ ଧନ୍ୟ ଆରେ ନୃଶଂସ କଂସ l
ମରାଇ ଏହାଙ୍କୁ…
ଉଷା ଅନିରୁଦ୍ଧଙ୍କ ଵିଵାହ
ଉଷା ଅନିରୁଦ୍ଧଙ୍କ ଵିଵାହ
=============
ଶ୍ରୀମଦ୍ଭାଗବତ ମହାପୁରାଣର କଥା l ଦାନବରାଜ ବଳିଙ୍କର ଏକ ଶହ ପୁତ୍ରଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ ଶିବଭକ୍ତ ବାଣାସୁର l ସେ ମନୋହର ଶୋଣିତପୁର ନଗରୀରେ ରାଜପଣ କରୁ ଥିଲେ l ପ୍ରବଳ ପ୍ରତାପୀ ବାଣାସୁରର ଶିବଙ୍କ ପ୍ରସାଦରୁ ହଜାର ବାହୁ ଥିଲା l…
ମହାରାଣା ପ୍ରତାପ
ମହାରାଣା ପ୍ରତାପ
==========
ହେ ବୀର ପୁଙ୍ଗଵ ଡାକେ ଆଜି ତବ
ହଳଦୀଘାଟିର ମାଟି l
ରକ୍ତରଞ୍ଜିତ ଭୂମି ପରେ ଯହିଁ ଯୋଦ୍ଧା
ଶତେ ଗଲେ ଲୋଟି ll
ଝୁରୁଅଛି ବୀର ଚେତକ ତୁମ୍ଭର କାହିଁ
ଗଲେ ମୋର ରାଣା l
ସଗର୍ବେ ବାଜଇ ମେୱାରରେ ତବ
ଭାରତ ବୀର ବାଜଣା ll
ହୁଅ ହୁସିଆର ! ହୁଅ ହୁସିଆର !…
ଜନ୍ମଦିନରେ ପ୍ରାର୍ଥନା
ଜନ୍ମଦିନରେ ପ୍ରାର୍ଥନା
============
ଜୟ ଜୟ ଜଗନ୍ନାଥ ହେ ପ୍ରଭୁ ବିଶ୍ୱ କାରଣ l
ଚିରଧ୍ୟେୟ ପ୍ରଭୁ ଜନମଦିନେ ପ୍ରଣାମ ଘେନ ll
ଧନ୍ୟଧନ୍ୟ ପ୍ରଭୁ ଧନ୍ୟ ହେ ତୁମ୍ଭ ମାୟାସଂସାର l
ପିତା ମାତା ଭାଈ ଭଉଣୀ ପୁଣି ସଖା ସୋଦର ll
ପତ୍ନୀ,ପୁତ୍ର,କନ୍ୟା ମଧ୍ୟରେ ପ୍ରଭୁ ସଂସାରେ ଛନ୍ଦି l…
ଚକାଡୋଳା ଚିକ୍କଣ କଳା
ଚକାଡୋଳା ଚିକ୍କଣ କଳା
=============
ଚକାଡୋଳା ଚିକ୍କଣ କଳା,
ଚଉବର୍ଗ ଦାନୀ ଶିରିକ୍ଷେତ୍ର ମଣି,
ଦରଶନେ ତାଙ୍କ ନକର ହେଳା l(ଘୋଷା )
ସାଗର ମନ୍ଥନେ କମଳା ଲଭିଲେ
କାଟି ପକାଇଲେ ରାହୁର ଗଳା l
ମୋହିନୀ ରୂପରେ ମୋହ କଲେ ପୁଣି
ପଛେ ଗୋଡ଼ାଇଲେ ଶଙ୍କର ଭୋଳା ll
ସତ୍ୟ ଯୁଗେ ଧ୍ରୁବ ତପ…
ମା’ ଲକ୍ଷ୍ମୀଙ୍କ ମକର ଭାର
ମା' ଲକ୍ଷ୍ମୀଙ୍କ ମକର ଭାର
------------------------------
ମକର ସଂକ୍ରାନ୍ତି ଦିନ କି ବିଚାରି ମୁହିଁ l
ଶ୍ରୀକ୍ଷେତ୍ର ଚାଲିଲି ଜଗା ଦରଶନ ପାଇଁ ll
ଦେଖିଲି ସେବକ ଗଣ ବଡ଼ ତତପର l
ଲକ୍ଷ୍ମୀଙ୍କର ବାପଘରୁ ଆସିଅଛି ଭାର ll
ଧନୁ ସଂକ୍ରାନ୍ତିରୁ ଯାଇଥିଲେ ବାପ ଘର l
ମକରେ ଫେରିଲେ…
ଜୟ ଜୟ ଗଣନାଥ
ଜୟ ଜୟ ଗଣନାଥ
============
ଜୟ ଜୟ ଗଣନାଥ ଗୋଉରୀ ନନ୍ଦନ l
ଜୟ ଜୟ ବିଦ୍ୟାଦାତା ପ୍ରଭୁ ଗଜାନନ ll
ଜୟ ଜୟ ବକ୍ରତୁଣ୍ଡ ସିଦ୍ଧି ବିନାୟକ l
ସର୍ବସିଦ୍ଧି ଦାତା ପ୍ରଭୁ ଦେବଙ୍କ ନାୟକ ll
ନମଃ ଗଣେଶ ବିଘ୍ନେଶ ନମଃ ଗଣପତି l
ପୂଜା ଆରମ୍ଭରେ ଅଗ୍ରପୂଜ୍ୟ ତବ ସ୍ତୁତି ll
ଜୟ ଜୟ ବିଘ୍ନରାଜ…
ମହାକାଳି ଶତନାମ
ମହାକାଳି ଶତନାମ
=============
ଜୟ ଜୟ ମହାକାଳି ଜୟ ଦୟାମୟୀ l
ଶତନାମେ ତୋର ମାତ ଚରଣ ବନ୍ଦଇ ll
ଜୟ ମା କାଳିକା ମାତ ଜୟ ବରାନନୀ l
ଚାରୁହାସୀ ମୁକ୍ତକେଶି ଜଗତ ଜନନୀ ll
କାମଦା,କାମ ସୁନ୍ଦରୀ,କାଳି କପାଳିନୀ l
କାନ୍ତା,କାଳରାତ୍ରି,କାଳଭୈରବତୋଷଣୀ ll
କାଳିକା,କାମିନୀ,କମନୀୟା…