Browsing Category

ବଲାଙ୍ଗୀର

ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗୀର : ପାଟଣାଗଡ଼ ବ୍ଲକ୍ ତମିଆଁ ଏବଂ ଭଇଁସା ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଏହି କ୍ରୀଡ଼ାଙ୍ଗନ ଗ୍ରାମାଞ୍ଚଳର ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ…

ଅଙ୍ଗନବାଡ଼ି କେନ୍ଦ୍ରରୁ କଂକ୍ରିଟ୍‌ ଖସି ୩ ଆହତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ ଖସିଲା କଂକ୍ରିଟ୍‌। କଂକ୍ରିଟ୍‌ ଖସି ୩ ଜଣ ଶିଶୁ ଆହତ ହୋଇଛନ୍ତି। ଆହତ ୩ ଶିଶୁ କଣ୍ଟାବାଞ୍ଜି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ସୋଲାର ଲାଇଟ ଦୁର୍ନୀତି ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ

ପାଟଣା:୨୦୨୧-୨୨, ୨୦୨୨-୨୩ରେ ବିଜେଡି ସରକାର ସମୟରେ ଆମ ଗାଁ ଆମ ବିକାଶ ଯୋଜନାରେ ଓଡ଼ିଶାରେ ବିଭିନ୍ନ ପଞ୍ଚାୟତ ଇଲାକାରେ ସୋଲାର ଷ୍ଟ୍ରିଟ ଲାଇଟ ଲଗାଯିବା ଘଟଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ବ ଭିଜିଲାନ୍ସ କୁ ଦେଇଛନ୍ତି। ଏହି…

ଆଦିବାସୀଙ୍କୁ ଅପମାନସୂଚକ ମନ୍ତବ୍ୟର ପ୍ରତିବାଦ : କଣ୍ଟାବାଞ୍ଜି ବିଧାୟକଙ୍କ ବିରୋଧରେ ଏତଲା

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସାର୍ବଜନୀନ ଭାବରେ ଆଦିବାସୀ(ଅନୁସୂଚିତ ଜନଜାତି) ସମ୍ପ୍ରଦାୟ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ, ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରିଥିବା ଦର୍ଶାଇ ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଜି ପାଟଣାଗଡ଼ ଥାନାରେ ଏତଲା…

ସରକାରୀ ବାବୁଙ୍କ ଅଫିସ୍ ଭିତରେ ପାଟଣାଗଡ଼ ବ୍ଲକ୍ ଚେୟାରମ୍ୟାନଙ୍କ ଦାଦାଗିରି।

 ବଲାଙ୍ଗିର : ଫାଇଲ୍ ଚିରିଦେଲେ ଚେୟାରମ୍ୟାନ। ବଲାଙ୍ଗିର ପାଟଣାଗଡ଼ ବ୍ଲକ୍ ଅଫିସ ଭିତରେ ଘଟିଛି ଏଭଳି ଘଟଣା। ଗତକାଲି ବ୍ଲକ ଅଫିସର ମୁଖ୍ୟକିରାଣୀଙ୍କ ଟେବୁଲ ଉପରେ ଥିବା ରାସ୍ତା କାମର ଫାଇଲକୁ ଚିରିଦେଇଥିଲେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ। ଆଉ ପୁରା ଘଟଣା କଏଦ ହୋଉଛି ସିସିଟିଭିରେ। ସରକାରୀ…

ଭୂକମ୍ପ ଝଟକାରେ ଥରିଲା ବଲାଙ୍ଗୀର

ବଲାଙ୍ଗୀର : ଭୂକମ୍ପ ଝଟକାରେ ଥରିଲା ବଲାଙ୍ଗୀର। ଶନିବାର ଭୋର ୪ଟା ୪୦ରେ ବଲାଙ୍ଗୀରରେ ମୃଦୁଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଅନୁଭବ କଲେ ବଲାଙ୍ଗୀରବାସୀ । ଭୂକମ୍ପରେ ଘରର ବାସନ କୁସନ୍ ଶବ୍ଦ ହେବା ସହିତ, ଅନ୍ୟାନ୍ୟ ଆସବାବ ପତ୍ର ହଲିବା ସାଙ୍ଗକୁ କେତେକ ସ୍ଥାନରେ ଘର କାନ୍ଥ ହଲିବା…

ବଲାଙ୍ଗିର ଗ୍ରାମ୍ୟ ନିର୍ମାଣ ମଣ୍ଡଳରେ ଟେଣ୍ଡର ଫିକ୍ସିଂ ଅଭିଯୋଗ।

ବଲାଙ୍ଗିର : ଚର୍ଚ୍ଚାରେ ବଲାଙ୍ଗିର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ବା RD ବିଭାଗର ଟେଣ୍ଡର ଫିକ୍ସିଂ | ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣେ ଠିକାଦାରଙ୍କ ସମସ୍ତ ଯୋଗ୍ୟତା ସତ୍ୱେ, ବେଆଇନ ଭାବେ ତାଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି | ଟେଣ୍ଡର ଫିକ୍ସିଂ  ଅଭିଯୋଗ…

ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) – ୨.୦ କାର୍ଯ୍ୟାଦେଶ ସମାରୋହରେ ଯୋଗଦେଇ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା

ବଲାଙ୍ଗୀର : ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଟିଟିଲାଗଡ଼ ସହର ଠିକାଦାରପଡ଼ା…

ବଲାଙ୍ଗିର  ଜିଲ୍ଲା କାରାଗାରରେ କଏଦୀ ମୃତ

ବଲାଙ୍ଗିର : ବଲାଙ୍ଗିର  ଜିଲ୍ଲା କାରାଗାର। ହାଇ ସିକ୍ୟୁରିଟି ଜୋନରେ ରହୁଛନ୍ତି ହାର୍ଡକୋର କ୍ରିମିନାଲ । ୨୪ ଘଣ୍ଟିଆ ପ୍ରହରା। ଏତେ ସବୁ ସତ୍ୱେ ଜଣେ କଏଦୀଙ୍କ ଜୀବନ ଚାଲିଗଲା, କେହି ଜାଣିପାରିଲେ ନାହିଁ। ଜେଲ କର୍ତ୍ତୃପକ୍ଷ କହୁଛନ୍ତି ଏହା ଆତ୍ମହତ୍ୟା। ପରିବାର କିନ୍ତୁ ଅଭିଯୋଗ କରିଛନ୍ତି…