Sign in
Sign in
Recover your password.
A password will be e-mailed to you.
Browsing Category
ସ୍ତମ୍ଭ/ଗଳ୍ପ
ପରିସ୍ଥିତି ନୁହେଁ, ପ୍ରତିକ୍ରିୟା ହିଁ ଶକ୍ତି
“ପରିସ୍ଥିତିକୁ ଆମେ ସବୁବେଳେ ବଦଳାଇ ପାରିବା ନାହିଁ, କିନ୍ତୁ ସେହି ପରିସ୍ଥିତିକୁ କିପରି ସାମ୍ନା କରିବା, ତାହା ନିଶ୍ଚିତ ଭାବେ ଆମ ହାତରେ ଥାଏ।”»
ଗୋଟିଏ ଛୋଟ ସହରରେ ବରୁଣ ନାମକ ଜଣେ ଯୁବକ ରହୁଥିଲା। ସେ ବହୁତ ପରିଶ୍ରମୀ, ସଚ୍ଚୋଟ ଓ ଆଶାବାଦୀ ଥିଲା। କିନ୍ତୁ ଜୀବନ ସବୁବେଳେ ତା’ ପାଇଁ…
ଭଗବାନ ବୁଦ୍ଧଙ୍କ ପ୍ରବର୍ତ୍ତିତ ଧର୍ମଚକ୍ର
ଭଗବାନ ବୁଦ୍ଧଙ୍କ ପ୍ରବର୍ତ୍ତିତ ଧର୍ମଚକ୍ର
===================
ଏ ମାୟା ସଂସାର ଦୁଃଖପୂର୍ଣ୍ଣ। ଏହା ଜାଣି ଦିନେ
ଗୌତମ ଜୀବନରେ ସଂକଳ୍ପ କରିଥିଲେ ମୁଁ ବୁଦ୍ଧ ହେବି ଓ ସଂସାରର ସମସ୍ତ ପ୍ରାଣୀଙ୍କ ଦୁଃଖ ଭାର ମୁଁ ନିଜ ସ୍କନ୍ଧରେ ବହନ କରିବି। ସମସ୍ତ ପ୍ରାଣୀଙ୍କୁ ଜନ୍ମ, ଜରା, ରୋଗ ଓ…
ଦେଶଭକ୍ତ ପୁରୁ ଓ ଆଲେକ୍ଜାଣ୍ଡାର
ଦେଶଭକ୍ତ ପୁରୁ ଓ ଆଲେକ୍ଜାଣ୍ଡାର
================
ସୁଦୂର ଖ୍ରୀଷ୍ଟପୂର୍ବ ୩୨୬ ମସିହାର କଥା l ସେଦିନ ତକ୍ଷଶିଳାର ରାଜା ଅମ୍ବିଙ୍କୁ ପରାଜିତ କରି ଝେଲମ୍ ନଦୀ କୂଳରେ ଏକ ବିରାଟ ସେନା ବାହିନୀ ଘେନି ଆସି ଡେରା ପକାଇଥାନ୍ତି ବିଶ୍ଵବିଜୟୀ ଗ୍ରୀକ୍ ବୀର ଆଲେକଜାଣ୍ଡାର l ଉଦ୍ଦେଶ୍ୟ ଧନ ଧାନ୍ୟ…
ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ବ୍ୟର୍ଥ ନଯାଉ
ଏ ବର୍ଷ ଆମେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛୁ । ଏହା ଆମ ୧୪୦ କୋଟି ଭାରତୀୟ ମାନଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଦୀର୍ଘ ୨୦୦ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଅହଙ୍କାରୀ ନିଷ୍ଠୁର ଇଂରେଜ ମାନେ ଆମ ଦେଶରେ ଆଧିପତ୍ୟ ବିସ୍ତାର କରିଥିଲେ। ସେମାନଙ୍କର ମୁଖ୍ୟ…
କେରାଣ୍ଡି
କେରାଣ୍ଡି
ସୃଷ୍ଟିର ସମସ୍ତ ଜୀବମାନଙ୍କ ମଧ୍ୟରୁ ମନୁଷ୍ୟକୁ ଶ୍ରେଷ୍ଠ ପ୍ରାଣୀ ହିସାବରେ ଭଗବାନ ଗଢି ତୋଳିଛନ୍ତି । ମନୁଷ୍ୟ ପାଖରେ ବିବେକକୁ ସ୍ଥାନ ଦେଇଛନ୍ତି ଯାହା ଅନ୍ୟ ଜୀବଙ୍କ ପାଖରେ ନାହିଁ । ଯେତେବେଳେ ମନୁଷ୍ୟ ସ୍ଥାନ, କାଳ, ପାତ୍ର କୁ ଭୁଲି ଯାଇ କାର୍ଯ୍ୟ କରେ, ଆବଶ୍ୟକ ନ ଥିବା ସ୍ଥଳେ…
ଲକ୍ଷ୍ମୀ ନାରାୟଣ କଳି ବଡ଼ଘର ବଡ଼ ଗୁମର କଥା
ଲକ୍ଷ୍ମୀ ନାରାୟଣ କଳି
ବଡ଼ଘର ବଡ଼ ଗୁମର କଥା
===============
ଘରକରି କୋଉଘରେ ଅବା ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ନାହିଁ l ଝଗଡ଼ା, ରାଗ, ଅଭିମାନ,ବିଷାଦ, ମିଳନ ଇଏତ ଦାମ୍ପତ୍ୟଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ l ସେଥିପାଇଁ ଗାଉଁଲି ଭାଷାରେ କୁହାଯାଏ,"ଘଇତା ମାଇପ କଳି,ସକାଳେ ସକାଳେ ମୁହଁ…
ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର,ଭଟଲି
ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର,ଭଟଲି
==================
ପୁରୁଷୋତ୍ତମ କ୍ଷେତ୍ର ପୁରୀ ଭଳି ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବରେ ଖ୍ୟାତି ଲାଭ କରିଛି ବରଗଡ ଜିଲ୍ଲାର ଭଟଲି ସ୍ଥିତ ଶ୍ରୀଦଧିବାମନଜୀଉ ମନ୍ଦିର l ଶ୍ରୀଦଧିବାମନଜୀଉଙ୍କ ମନ୍ଦିରରେ ଖାଲି ଭଗବାନ ପୂଜାହୁଅନ୍ତି ନାହିଁ,ଏଠାରେ…
ଶ୍ରୀଜଗନ୍ନାଥଙ୍କ ମାଉସୀ ମାଆ
ଶ୍ରୀଜଗନ୍ନାଥଙ୍କ ମାଉସୀ ମାଆ
=================
ଆଷାଢ଼ମାସ ଆସିଗଲେ ମହାପ୍ରଭୁ ଜଗନ୍ନାଥଙ୍କର କି ଖୁସି l ଘୋଷ ଯାତ୍ରା,କେତେକେତେ ଭକ୍ତ ଚାହିଁ ବସିଥିବେ,ତାଙ୍କ ସହ ମିଶିବେ,ଛେଚା,କୁଟା,ଟଣା ଓଟରା ଖାଇ ରଥରେ ବସିବେ,ଆଉ ଭକ୍ତମାନଙ୍କ ହରିବୋଲ, ଘଣ୍ଟ, ଘଣ୍ଟା, ଖୋଳ,କୀର୍ତ୍ତନ ମଧ୍ୟରେ…
ମୋହ ଯିବାଯାଏ ନନ୍ଦିଘୋଷ ଥିବ ରହି
ମୋହ ଯିବାଯାଏ ନନ୍ଦିଘୋଷ ଥିବ ରହି
(ଭକ୍ତ ସାଲବେଗଙ୍କ କଥା)
==================
ମୋଗଲ ଶାସନ କାଳରେ ପନ୍ଦରଶହ ଶତାବ୍ଦୀର ଶେଷ ଆଡ଼କୁ ଜାହାଙ୍ଗୀର କୁଲି ଖାଁ କଟକଠାରେ ନାଏବ ନିଯୁକ୍ତ ଥିଲେ l ସାହିତ୍ୟରେ ସେ ପରିଚିତ ହୁଅନ୍ତି ଲାଲବେଗ ନାମରେ l ସେ ପିପିଲି ଠାରେ ଅବସ୍ଥାନ କାଳରେ ବୁଲୁ…
ରଥର ନାମ ଦେବଦଳନ
ରଥର ନାମ ଦେବଦଳନ
===============
ପୁଣ୍ୟକାବ୍ୟ ରାମାୟଣର କଥା l ଲଙ୍କାରେ ରାବଣ ପୁତ୍ର ଇନ୍ଦ୍ରଜିତ ସହ ଶ୍ରୀରାମଙ୍କ ମହାସଂଗ୍ରାମ ଲାଗି ଯାଇଥାଏ l ଯେତେ ଚେଷ୍ଠା କଲେ ମଧ୍ୟ, ମାୟାବୀ ଇନ୍ଦ୍ରଜିତକୁ ନିଧନକରିବା, ରାମଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନଥାଏ l ପ୍ରଭୁ ଚିନ୍ତିତ ହୋଇ ପଡ଼ିଲେ l…