Browsing Category

କୋରାପୁଟ

ଦଶହରା କମିଟି ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ

ଜୟପୁର ,ଏ.ଭେଙ୍କଟ ରାଓ :ମାଁ ଦଶଭୁଜାମହାମାୟାଙ୍କ ଅପାର କରୁଣା ରୁ ଆଜି ପାରାବେଢ଼ା ଦଶହରା ପୂଜା ନିମନ୍ତେ ଭୂମି ପୂଜନ ପାରମ୍ପରିକ ରୀତିନୀତି ଅନୁଯାୟୀ ସଫଳତାର ସହ ସମାହିତ ହୋଇ ଯାଇଛି ।ତତ୍ ସହ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଦଶହରା କମିଟି ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ…

ସୁଭଦ୍ରା ହିତାଧିକାରୀଙ୍କୁ ୫ମ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ୫ମ କିସ୍ତି

କୋରାପୁଟ,୨୮/୮ (ଏ.ଭେଙ୍କଟ ରାଓ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନଙ୍କୁ ୫ମ କିସ୍ତିର ଅର୍ଥରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଲାଠୀପଡ଼ାଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ନବନିଯୁକ୍ତ ପିଏଚ୍.ଡି. ଗବେଷଣାର୍ଥୀଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ,

 ଜୟପୁର | ୨୮ ଅଗଷ୍ଟ ୨୦୨୬(ଏ.ଭେଙ୍କଟ ରାଓ) : ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପରିସରରେ ଆଜି ନବନିଯୁକ୍ତ ପିଏଚ୍.ଡି. ଗବେଷଣାର୍ଥୀମାନଙ୍କ ପାଇଁ ଏକ ଅଭିମୁଖୀକରଣ (Induction) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନୂତନ ଗବେଷଣାର୍ଥୀମାନଙ୍କୁ ବିଶ୍ୱବିଦ୍ୟାଳୟର ଗବେଷଣା ବ୍ୟବସ୍ଥା,…

ପ୍ରସ୍ତାବିତ ଆଣବିକ ପ୍ରକଳ୍ପ ପ୍ରତିବାଦରେ ଜନସାଧାରଣଙ୍କ ଶକ୍ତି ପ୍ରଦର୍ଶନ

ନବରଙ୍ଗପୁର, ୨୫/୮ (ଶେଖର ଖୁରା ) — ତେନ୍ତୁଳୀଖୁଣ୍ଟି ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ପ୍ରକଳ୍ପକୁ ନେଇ ଜନଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପ୍ରକଳ୍ପକୁ ବାତିଲ କରିବା ଦାବିରେ ମଙ୍ଗଳବାର ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳର ୪୦ରୁ ଊର୍ଦ୍ଧ୍ୱ ଗ୍ରାମର ଶତାଧିକ ଲୋକ ନବରଙ୍ଗପୁର ସହରର ରାଜରାସ୍ତାକୁ…

ଚୋରି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଏକ ବର୍ଷ କାରାଦଣ୍ଡ

ନବରଙ୍ଗପୁର, ୨୫/୦୮/୨୦୨୬ (ଶେଖର ଖୁରା): ଏକ ଚୋରି ମାମଲାର ବିଚାର କରି ନବରଙ୍ଗପୁରର ମାନ୍ୟବର ଉପଖଣ୍ଡୀୟ ବିଚାର ବିଭାଗୀୟ ବିଚାରପତି ଶ୍ରୀ ସୌମ୍ୟ ଶଙ୍କର ମହାନ୍ତ ଦୁଇ ଅଭିଯୁକ୍ତ ବନସିଂ ବିନ୍ଧାଣୀ ଓ ନରହରି ବିନ୍ଧାଣୀଙ୍କୁ ଏକ ବର୍ଷ କାରାଦଣ୍ଡ ସହ ୧,୦୦୦ ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ…

ହାତୀବାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ତଦନ୍ତ ସହ ବଦଳି ଦାବି କଲେ ଗ୍ରାମବାସୀ

କୋରାପୁଟ/ନନ୍ଦପୁର: 25/8 କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ - ହାତୀବାରି ଗ୍ରାମପଞ୍ଚାୟତ ଅଞ୍ଚଳରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ହାତୀବାରିର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଭିନ୍ନ ଗୁରୁତର ଅଭିଯୋଗ ଆଣି କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦିଆଯାଇଥିବା…

ମାଛରା ଆଦର୍ଶ ବିଦ୍ୟାଳୟ ଠାରେ ସଚେତନତା କାର୍ଯ୍ୟକ୍ରମ ।

କୋରାପୁଟ: ୨୪/୮ ସାଇବର ଅପରାଧ ଓ ଅନଲାଇନ୍ ଠକେଇରୁ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ କୋରାପୁଟ ସାଇବର ପୋଲିସ୍ ପକ୍ଷରୁ ଲଗାତାର ସାଇବର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ଆଜି କୋରାପୁଟ କଫିବୋର୍ଡ ନିକଟସ୍ଥ ମାଛରା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ…

କୋରାପୁଟ ଟାଉନ ଥାନାରେ ସାଇବର ସଚେତନତା କାର୍ଯ୍ୟକ୍ରମ

କୋରାପୁଟ:୨୩/୮ କୋରାପୁଟ ଟାଉନ ଥାନା ପରିସରରେ ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କୋରାପୁଟ ଏସ୍‌ଡିପିଓ, କୋରାପୁଟ ଥାନା ଆଇଆଇସି ଏବଂ ସାଇବର ଡିଏସ୍‌ପି ଭବାନୀ ପ୍ରଧାନଙ୍କ ସହ ସାଇବର ପୋଲିସ ଟିମ୍‌ ଏହି…

ଉମୁରୀ ହାଇସ୍କୁଲରେ ସାଇବର ସଚେତନତା କାର୍ଯ୍ୟକ୍ରମ ।

ଜୟପୁର 22/8 : ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବା ପାଇଁ ସଚେତନତ କୋରାପୁଟ: ଆଜି ଉମୁରୀ ହାଇସ୍କୁଲ ପରିସରରେ କୋରାପୁଟ ସାଇବର ପୋଲିସ ଷ୍ଟେସନ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍‌ପି ଶ୍ରୀମତୀ…

ଜୟପୁର ସ୍ଥିତ ଜୟନ୍ ଭବନ ଠାରେ ମାନବ ସେବା କେନ୍ଦ୍ର ଦ୍ଵାରା ସମାଜ କଲ୍ୟାଣ ପାଇଁ ଏକ ଛୋଟ ପ୍ରୟାସ

କୋରାପୁଟ :ଆଜି ଜୟପୁର ସ୍ଥିତ ଜୟନ୍ ଭବନ ଠାରେ ମାନବ ସେବା କେନ୍ଦ୍ର ଦ୍ଵାରା ସମାଜ କଲ୍ୟାଣ ପାଇଁ ଏକ ଛୋଟ ପ୍ରୟାସ ର ଶୁଭାରମ୍ଭ ହୋଇଛି l ଏହି ଅବସରରେ ଜୟପୁର ଏସଡିପିଓ ସୁଶ୍ରୀ ଅର୍ଚ୍ଚିତା ମିତ୍ତଲ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି, ତହସିଲଦାର ସବ୍ୟସାଚୀ ଜେନା , ବିଡିଓ ଶକ୍ତି ମହାପାତ୍ର…