Sign in
Sign in
Recover your password.
A password will be e-mailed to you.
Browsing Category
ଜଗତସିଂହପୁର
ଜଗତସିଂହପୁର ମେଡିକାଲ କଲେଜ ପାଇଁ ବଡ଼ ପଦକ୍ଷେପ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି ରାଜ୍ୟ ସରକାର। କଲେଜ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ପାଇଁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୨୦୨୪ ସାଧାରଣ ନିର୍ବାଚନ ସମୟରେ ଜଗତସିଂହପୁର…
ପାରାଦୀପରେ ଜେଏସଡବ୍ଲୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ପାରାଦୀପ : ଓଡ଼ିଶାର ଶିଳ୍ପ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ପାରାଦୀପର ଏରସମା ଅଞ୍ଚଳରେ JSW Steel ର ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟର ବ୍ଲାଷ୍ଟଫର୍ନେସ୍ ନିର୍ମାଣ କାର୍ଯ୍ୟ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି।ଏହି ଅବସରରେ ପାରାଦୀପର ଢ଼ିଙ୍କିଆ ଅଂଚଳରେ ଆୟୋଜିତ…
ପାରାଦୀପର ବିଭିନ୍ନ ସ୍ଥାନରେ ରେଡ କରାଯାଇଛି। ୨୨ ମଦୁଆଙ୍କୁ ଉଠାଇନେଲା ପୋଲିସ।
ପାରାଦୀପ : ପାରାଦୀପ ପୋଲିସ ଏବଂ ଜଗତସିଂହପୁର ଜିଲ୍ଲା ପ୍ରଶାସନର ରାତି ଅଧିଆ ଚଢାଉ। ପାରାଦୀପ ବଡପଡିଆ, ଅଠରବାଙ୍କି, ଇଫକୋ ଛକ, ଓଏସଏଲ ଲେନରେ ରେଡ କରାଯାଇଛି। ୨୨ ମଦୁଆଙ୍କୁ ଉଠାଇନେଲା ପୋଲିସ। ଅଫ୍ ସପ୍ ପରିସରରେ କିମ୍ବା ଅନ୍ ସପ୍ ବାହାରେ ମଦ ପିଇଲେ ମଦ ଦୋକାନୀଙ୍କ ଉପରେ…
ପାରାଦୀପ ଇଫକୋରେ ସାର ଉତ୍ପାଦନ ବନ୍ଦ, ଚିନ୍ତାରେ ଚାଷୀ
ପାରାଦୀପ : ହର୍ମୁଜ ପ୍ରଣାଳୀର ପ୍ରଭାବ ପାରାଦୀପ ଇଫକୋରେ । ପାରାଦୀପ ଇଫକୋ ସାର କାରଖାନାରେ ସାର ଉତ୍ପାଦନ ବନ୍ଦ ହୋଇଯାଇଛି। କଞ୍ଚାମାଲ ଅଭାବରୁ ସାର ଉତ୍ପାଦନ ବନ୍ଦ ଥିବା ସୂଚନା ମିଳିଛି। ଗୁରୁବାରଠାରୁ ଇଫକୋ ତା'ର ଉତ୍ପାଦନ ବନ୍ଦ ରଖିଥିବା ଜଣାପଡିଛି। ଆମୋନିଆ ଏବଂ ସଲଫର୍ ଇତ୍ୟାଦି…
ଭୂତଳ ଜଳ ନେଇ ଜେଏସଡବ୍ଲ୍ୟୁ କମ୍ପାନୀକୁ ଏନଜିଟିର ନୋଟିସ
କୁଜଙ୍ଗ : ଅଭୟ ଚାନ୍ଦପୁର ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶରେ ନିର୍ମାଣଧୀନ ଜେଏସଡବ୍ଲ୍ୟୁ ପ୍ରକଳ୍ପରେ ଭୂତଳ ଜଳ ଉତ୍ତୋଳନ ନେଇ ଏନଜିଟି ଛାଟ ଲାଗିଛି। କଲକାତା ସ୍ଥିତ ଏନଜିଟି ପୂର୍ବ ମଣ୍ଡଳ ବେଞ୍ଚର ବିଚାରପତି ଅରୁଣ କୁମାର ତ୍ୟାଗୀ ଓ ଈଶ୍ବର ସିଂହ ଭୂତଳ ଜଳ ଉତ୍ତୋଳନ ମାମଲାରେ ଜେଏସଡବ୍ଲ୍ୟୁ…
ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗା : ଦାମ ପ୍ରେମୀ ଏକତ୍ରିତ : ପ୍ରତିମୂର୍ତ୍ତି ଭଙ୍ଗାକୁ ତୀବ୍ର ନିନ୍ଦା
ପାରାଦୀପ : ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ପାରାଦୀପରେ ତୀବ୍ର ପ୍ରତିକ୍ରିୟା। ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରାଦୀପ ବିଜେଡି ସଭାପତି କୁମରବର ନାୟକ ପ୍ରମୁଖ ଘଟଣାର କଡା ନିନ୍ଦା କରିଛନ୍ତି। କହିଛନ୍ତି ପୂଜ୍ୟପୂଜାର ଅସମ୍ମାନ…
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍
ପାରାଦୀପ : ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ପାରାଦୀପ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦିନିକିଆ ପାରାଦୀପ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ଏନେଇ ସମୀକ୍ଷା କରିଛନ୍ତି। ପାରାଦୀପ ଲାଇଟ ହାଉସ୍ ବେଳାଭୂମିରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ଏସପି ଅଙ୍କିତ ବର୍ମା…
ଜଗତସିଂହପୁର ସଂସଦୀୟ କ୍ଷେତ୍ରକୁ ନେଇ ଆଲୋଚନା: ନବୀନ ନିବାସରେ ୫ ବିଧାୟକ, ସାଂସଦ
ଜଗତସିଂହପୁର: ନବୀନ ନିବାସରେ ଗୋଟିକ ପରେ ଗୋଟିଏ ଜିଲ୍ଲାର ସମୀକ୍ଷା ଚାଲିଥିବା ବେଳେ ଆଜି ଅପରାହ୍ନରେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି। ଏହି ଆଲୋଚନାରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍,…
ବାଲିକୁଦା – ଏରସମା ଆସନରେ ନୂଆ ଚେହେରା ପ୍ରବୋଧ ସାମନ୍ତରା
ଭୁବନେଶ୍ୱର, ତା ୨୨.୦୩ ଆସନ୍ତା ନିର୍ବାଚନରେ ବାଲିକୁଦା - ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନୂଆ ଚେହେରା ଭାବରେ ଯୁବ ଶିଳ୍ପୋଦ୍ୟୋଗୀ ପ୍ରବୋଧ ସାମନ୍ତରାଙ୍କର ନାମ ବ୍ୟାପକ ଭାବେ ଚର୍ଚ୍ଚା ହେଉଥିବା ଜଣାଯାଇଛି। ବାଲିକୁଦା ବ୍ଳକର ଗରାମ ଗ୍ରାମର ମୂଳ ବାସୀନ୍ଦା ଶ୍ରୀ ସାମନ୍ତରା…
ପାରାଦୀପରେ ମିଳିତ ସମରାଭ୍ୟାସ ‘ସାଗର କବଚ-୧’:
ପାରାଦୀପ : ଓଡିଶା ଉପକୂଳରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ । ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ-୧ ଆରମ୍ଭ ହୋଇଛି। ୨୬/୧୧ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ୟାସ କରାଯାଉଛି । ଜଳପଥରେ ହେଉଥିବା ଆତଙ୍କବାଦୀ…