Sign in
Sign in
Recover your password.
A password will be e-mailed to you.
Browsing Category
ବୌଦ୍ଧ
ବୌଦ୍ଧରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ।
ବୌଦ୍ଧ : ୨୬।୧ - ବୌଦ୍ଧରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ଜିଲ୍ଲା ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ପରେଡ୍ର ମୁଖ୍ୟଅତିଥି ଭାବରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ…
ବୌଦ୍ଧରେ ଅନୁଷ୍ଠିତ ହେଲା ପାରମ୍ପାରିକ ଦାଣ୍ଡ ଶୀତଳା ଯାତ୍ରା
ବୌଦ୍ଧ : ଶୀତଳା ମାତାଙ୍କ ପୀଠରେ ସମ୍ପନ୍ନ ହେଲା ଦାଣ୍ଡ ଶୀତଳା ଯାତ୍ରା । ତେବେ ବୌଦ୍ଧ ଜିଲ୍ଲାର କୁଷ୍ଠା ନାମକ ଏକ ସଂପ୍ରଦାୟର ଆରାଧ୍ୟ ଦେବୀ ହେଉଛନ୍ତି ଶୀତଳା । ଫଗୁଣ ମାସର ଶେଷ ମଙ୍ଗଳବାର ଦିନ ଶୀତଳା ମାତାଙ୍କ ପୀଠରେ ଏହି ଦାଣ୍ଡ ଶୀତଳା ଯାତ୍ରା ଆୟୋଜିତ ହୋଇଥାଏ । ଏହି ଯାତ୍ରା ବର୍ଷକୁ…
ପରିଣତ ହେବା ଶ୍ରେୟସ୍କର ରହିଛି । ପରକିୟତା ଏକ ଅଭାବ ସୃଷ୍ଟି କରେ,ସେତେବେଳେ ମଣିଷ ଭିତରେ ଥିବା ସ୍ନେହ,ବିଶ୍ୱାସ ଓ…
ପୁରନ୍ଦର ନାଟ ମହୋତ୍ସବର ଅଧ୍ୟକ୍ଷ ଅରବିନ୍ଦ ବାରିକ ଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପାଳ ବିମଳେନ୍ଦୁ ରାୟ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିବାସହ ନାଟକ ମାଧ୍ୟମରେ ହିଁ ମଣିଷ ନିଜ କୁ ପ୍ରତିପାଦିତ କରିଥାଏ ବୋଲି ପ୍ରକାଶ କରି ସ୍ଵର୍ଗତ…
କଣ୍ଟାମାଳରେ ବ୍ଲକ ସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ବୌଦ୍ଧ : କଣ୍ଟାମାଳ ମିଶନ ଶକ୍ତି ଭବନ ଠାରେ କଣ୍ଟାମାଳ ବ୍ଲକ ସ୍ତରୀୟ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟି ସଦସ୍ୟ କଣ୍ଟାମାଳ ଏମଓ, ଅତିରିକ୍ତ ଶିକ୍ଷାଧିକାରୀ, ଶିଶୁ ସୁରକ୍ଷା…
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦଯାପନୀ ଉତ୍ସବ
ବୌଦ୍ଧ : ବୌଦ୍ଧ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନା ୨୦୨୩ ଅନ୍ତର୍ଗତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ପୁରସ୍କାର ବିତରଣ ଉତ୍ସବ ମହାସମାରେହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜଙ୍ଗଲ ପରିବେଶ ଓ…
ଗୃହରକ୍ଷୀ ବାହିନୀର ୬୧ତମ ପ୍ରତିଷ୍ଠା ଦିବସ ପାଳିତ
ବୌଦ୍ଧ: ଗୃହରକ୍ଷୀ ବାହିନୀର ୬୧ତମ ପ୍ରତିଷ୍ଠା ଦିବସ ସମାରୋହ ବୌଦ୍ଧଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଛି। ୫ମ ଆଇଆରବି ବାଟାଲିୟନ ପଡ଼ିଆଠାରେ ଅନୁଷ୍ଠିତ ଉତ୍ସିବରେ ମୁଖ୍ୟଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ…
ପୂର୍ବତନ ସିଡ଼ିପିଓଙ୍କୁ ଜେଲ ଓ ଜରିମାନା
ଲାଞ୍ଚ ନେବା ମାମଲାରେ ପୂର୍ବତନ ସିଡ଼ିପିଓଙ୍କୁ ଜେଲ ଓ ଜରିମାନା। ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୬ ମସିହାରେ ବକେୟା ବିଲ କରାଇ ଦେବାପାଇଁ ଲାଞ୍ଚ ମାଗିଥିଲେ ପୂର୍ବତନ ସିଡ଼ିପିଓ।
ଆମ୍ବଗାଁର ମା ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ୨୦୧୬ ମସିହା…
ହରଭଙ୍ଗାରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ
ବୌଦ୍ଧ : ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକର ବିଭିନ୍ନ ସ୍ଥାନରୁ ୧୨୨ଟି ଅଭିଯୋଗ ପଞିକରଣ ହୋଇଥିଲା।ସେଥିରୁ ୧୧୬ଟି ବ୍ୟକ୍ତିଗତ, ୬ଟି ସାମୁହିକ…
ମହିଳା କନେଷ୍ଠବଳଙ୍କ ଆତ୍ମହତ୍ୟା
ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁଲିସ ବିଭାଗର ଜଣେ ମହିଳା କନେଷ୍ଟବଳ ବୁଧବାର ଦିନ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ବୌଦ୍ଧ ଜିଲ୍ଲା ପୁଲିସରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଚାନ୍ଦ ମେହେର ବୁଧବାର ଦିନ ବୁଟୁପାଲି ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି…
ମୃତଦେହ ନେବାକୁ ଅରାଜି ହେଲେ ପରିବାର ଲୋକେ, ପୁଲିସ ହେପାଜତରେ ହେଲା ବ୍ୟବଛେଦ
ବୌଦ୍ଧ: ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯୁବକଙ୍କ ମୃତ୍ୟୁ ପରେ ବ୍ୟବଛେଦ ପାଇଁ ପରିବାରଲୋକ ରାଜି ହୋଇନଥିଲେ। ଫଳରେ ଚିକିତ୍ସାଳୟ ପକ୍ଷରୁ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇନଥିଲା। ତେଣୁ ଦୀର୍ଘ ସମୟ ଧରି ଚିକିତ୍ସାଳୟ ସମ୍ମୁୁଖରେ ମୃତଦେହ…