Browsing Category

ନୂଆପଡ଼ା

ବାଇକକୁ ପିଟିଲା ଟ୍ରକ୍: ପ୍ରାଣ ହରାଇଲେ ବାପ ଓ ପୁଅ

ନୂଆପଡ଼ା: ନୂଆପଡ଼ା  ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟିଛି। ଏଠାରେ ବାଇକକୁ ପିଟିଛି ଟ୍ରକ୍। ଏହାଫଳରେ ଘଟଣାସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାଇକ୍ ଆରୋହୀ କୋମନା ଥାନା ମିଛାପାଲି ଗାଁର କମଳ…

ନୂଆପଡ଼ାରେ ମନ୍ତ୍ରୀ, ନେତାଙ୍କ ଭିଡ଼

ନୂଆପଡ଼ା : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପ୍ରଚାର ପାଇଁ ୩ଟି ପ୍ରମୁଖ ଦଳର ହେବିୱେଟ୍ ମନ୍ତ୍ରୀ ଓ ନେତାଙ୍କୁ ଦେଖିବାକୁ ମିଳିଛି। ନୂଆପଡ଼ା ସଦର ଓ ଖରିଆର ରୋଡ଼ରେ ମନ୍ତ୍ରୀ ଓ ନେତାଙ୍କ ପାଇଁ ପ୍ରମୁଖ ହୋଟେଲ ଗୁଡ଼ିକ ବୁକ୍ ରହିଛି। ସେହିପରି ଶାସକ ଦଳର କିଛି ମନ୍ତ୍ରୀ ନୂଆପଡ଼ା ସର୍କିଟ…

ନୂଆପଡ଼ା ଜିଲ୍ଲା ଗସ୍ତରେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଗସ୍ତରେ କେନ୍ଦ୍ର ସରକାରଙ୍କ ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନୂଆପଡ଼ା ଗସ୍ତ କରିଛନ୍ତି। ଆଜି ସକାଳ ୮ଟା ୪୦ରେ ପୁରୀ-ଦୁର୍ଗ ଇଟରସିଟିରେ ନୂଆପଡ଼ା ରେଳଷ୍ଟେସନରେ ପହଞ୍ଚିଛନ୍ତି। ପରେ ଷ୍ଟେସନଠାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଜେପି ନେତା…

ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ନୂଆପଡ଼ା/ବୋଡ଼େନ/କରଙ୍ଗାମାଲ : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ସୁନାପୁର ପଞ୍ଚାୟତ କେଶରାଜପୁର ଗାଁର ଜଣେ ଯୁବକ ତେଲେଙ୍ଗାନାକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ସେଠାରେ କମ୍ପାନି ମାଲିକ ତାକୁ ହତ୍ୟା କରିଥିବା ଯୁବକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।…

କୁଲିଆବନ୍ଧାରେ ଆଜାଦି କି ଅମୃତ ମହୋତ୍ସବ ପାଳିତ

ନୂଆପଡ଼ା :  କୁଲିଆବନ୍ଧା - ଦେଶର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ନୂଆପଡ଼ା ଜିଲ୍ଲା କୁଲିଆବନ୍ଧାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ପାଳିତ ହୋଇଯାଇଛି। ସ୍ଥାନୀୟ ଜନମଙ୍ଗଳ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ରୀ ଅରବନ୍ଦ ପୂର୍ଣ୍ଣାଙ୍ଗ…