Sign in
Sign in
Recover your password.
A password will be e-mailed to you.
Browsing Category
ସମ୍ବଲପୁର
ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଚୂଡ଼ାନ୍ତ ହୋଇଛି ଶୁଭ ଲଗ୍ନ। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳିତ ହେବାକୁ ଥିବା ଏହି ପାରମ୍ପରିକ କୃଷିଭିତ୍ତିକ ପର୍ବ ଲାଗି ସମ୍ବଲପୁରରେ ଧାର୍ଯ୍ୟ ହୋଇଛି ନବାନ୍ନ ଲାଗିର ସମୟ। ମା’ ସମଲେଶ୍ୱରୀଙ୍କ ନିକଟରେ ନୂଆ ଧାନରୁ ପ୍ରସ୍ତୁତ…
ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ
ରେଢ଼ାଖୋଲ : ସମ୍ବଲପୁର – କଟକ ୫୫ନଂ ଜାତୀୟ ରାଜପଥ ରେଢାଖୋଲ ଦଳଖମଣ ନିକଟରେଥିବା ଏକ ବ୍ରିଜ୍ ଉପରେ ବିଳମ୍ବିତ ରାତିରେ ସମ୍ବଲପୁରରୁ କୋଇଲା ବୋଝେଇ ଟ୍ରକ ଅନୁଗୋଳ ଯାଉଥିବା ବେଳେ ବିପରିତ ପଟୁ ଆସୁଥିବା ଲୁହା ବୋଝେଇ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡିର ଡ୍ରାଇଭର…
ରେଢ଼ାଖୋଲ ଇକୋ ପାର୍କର ଯଥା ଶୀଘ୍ର ପୁନରୁଦ୍ଧାର କରାଯାଉ: ଇଂ ରୋହିତ ପୂଜାରୀ।
ସମ୍ବଲପୁର ତା ୧୨/୦୮/୨୦୨୬: ରିଖ ରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ ବହୁ ପ୍ରତିକ୍ଷୀତ ରେଢ଼ାଖୋଲ ଠାରେ ୨୦୨୩ ମସିହାରେ ଉଦ୍ଘାଟିତ ହୋଇଥିବା ଇକୋ ପାର୍କର ପୁନରୁଦ୍ଧାର କରିବା ପାଇଁ ଦାବି କରିଛନ୍ତି। ଇଂ…
ସମ୍ବଲପୁର ବିଶ୍ୱବିଦ୍ୟାଳୟର “ସପ୍ତର୍ଷି” ପତ୍ରିକାରେ ସମ୍ବଲପୁରୀ ଭାଷାକୁ ପ୍ରାଥମିକତା ଦେବା ନୀତି…
ବୁର୍ଲା, ୧୦ ଅଗଷ୍ଟ ୨୦୨୬ : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଦେବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୁଖପତ୍ର "ସପ୍ତର୍ଷି"ରେ ପୂର୍ବରୁ ଥିବା ସମ୍ପାଦକୀୟ ନୀତିକୁ ତୁରନ୍ତ ପୁନଃପ୍ରଚଳନ କରିବା ଦାବିରେ ଆଜି ବିଭିନ୍ନ ସଂଗଠନର ପ୍ରତିନିଧିମାନେ ବିଶ୍ୱବିଦ୍ୟାଳୟ…
ପ୍ରସନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନକୁ ଅଭିନବ ଓ ନିଆରା ଢ଼ଙ୍ଗରେ ପାଲିଲେ ସମର୍ଥକ ଓ ଶୁଭେଚ୍ଛୁ I
Supporters and well-wishers celebrate Prasanna Acharya's birthday in a unique and innovative way.
ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍ଘାଟିତ
ରେଢ଼ାଖୋଲ : ଯେଉଁ ଅଞ୍ଚଳରେ ଶିକ୍ଷାର ମୂଳଦୁଆ ମଜବୁତ୍ ଥାଏ, ସେହି ଅଞ୍ଚଳର ପ୍ରଗତିକୁ କେହି ରୋକିପାରିବେ ନାହିଁ ବୋଲି ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବା ସହ ଅସ୍ଥାୟୀ ଭବନର ଶୁଭ ଉଦ୍ଘାଟନ କରିବା ଅବସରରେ…
ମଞ୍ଚରେ କେକ୍ କାଟି ବିଜେଡ଼ି ବିଧାୟକଙ୍କ ଜନ୍ମଦିନ ପାଳନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ରେଢ଼ାଖୋଲ : ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ୭୭ ତମ ଜନ୍ମଦିନ ଅବସରରେ ରେଢ଼ାଖୋଲରେ ଆୟୋଜିତ କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ଉପରେ କେକ୍ କାଟି ବିଧାୟକଙ୍କ…
ହୀରାକୁଦରେ ଖୋଲିଲା ୨୨ ଗେଟ୍
ହୀରାକୁଦ : ହୀରାକୁଦ ଡ୍ୟାମ୍ରେ ବଢୁଥିବା ଜଳସ୍ତର ପ୍ରଶାସନର ଚିନ୍ତା ବଢ଼ାଇଛି। ଜଳଭଣ୍ଡାରକୁ ଲଗାତାର ଅଧିକ ପାଣି ପ୍ରବେଶ କରୁଥିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲାଯାଉଛି। ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ…
ଜି.ଏମ୍. ବିଶ୍ୱବିଦ୍ୟାଳୟରେ ଜିଲ୍ଲାସ୍ତରୀୟ “ନଶାମୁକ୍ତ ଯୁବା ଫର୍ ବିକଶିତ ଭାରତ @2047” କାର୍ଯ୍ୟକ୍ରମ…
ସମ୍ବଲପୁର, ୨୮ ଜୁଲାଇ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନସ୍ଥ ମେରା ଯୁବା ଭାରତ (MY Bharat), ସମ୍ବଲପୁର ପକ୍ଷରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (GMU), ସମ୍ବଲପୁରର ସହଯୋଗରେ ଜିଲ୍ଲାସ୍ତରୀୟ "ନଶାମୁକ୍ତ ଯୁବା ଫର୍ ବିକଶିତ ଭାରତ @2047" କାର୍ଯ୍ୟକ୍ରମ ମହାସମାରୋହରେ…
ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣି ର ସୂଚନା
ସମ୍ବଲପୁର, ତା ୨୭/୦୭/୨୬ରିଖ ଏତତ୍ ଦ୍ଵାରା ଜଣାଇ ଦିଆଯାଉଛି କି ସମ୍ବଲପୁର ଜିଲ୍ଲାରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ମିଳିତ ଭାବେ ଆସନ୍ତା ଅଗଷ୍ଟ ମାସରେ ବିଭିନ୍ନ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏହି ଶୁଣାଣି ଅଗଷ୍ଟ ୦୩ ତାରିଖରେ ମାନେଶ୍ୱର ପଞ୍ଚାୟତ…