ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ମଙ୍ଗଳବାର ଘୋଷଣା କରାଯାଇଛି। ସାମ୍ନାକୁ ଆସିଛି ଆଉ ଏକ ପ୍ରାର୍ଥୀ ତାଲିକା।
ରାଉରକେଲା – ଦିଲୀପ ରାୟ

ପାଟଣା – ଅଖିଳ ଚନ୍ଦ୍ର ନାୟକ

ସାରସକଣା – ଭାଦବ ହାଁସଦ

ରାଇରଙ୍ଗପୁର – ଜୋଲେନ ବରଦା

ବାଙ୍ଗିରିପୋଷି – ସଂଜଲୀ ମୁର୍ମୁ

କରଞ୍ଜିଆ – ପଦ୍ମଚରଣ ହାଇବୃ

ଝରିଗାଁ – ନରସିଂହ ଭତରା

ଡାବୁଗାଁ – ସୋମନାଥ ପୂଜାରୀ

ରାଜନଗର – ଲଳିତ ବେହେରା

ବାଲିକୁଦା – ଏରସମା ସତ୍ୟସାରଥି ମହାନ୍ତି

ଜଗତସିଂହପୁର – ଅମରେନ୍ଦ୍ର ଦାଶ

କାକଟପୁର – ବାଇଧର ମଲ୍ଲିକ

ରଣପୁର – ସୁରମା ପାଢୀ

ସାନଖେମୁଣ୍ଡି – ଉତ୍ତମ ପାଣିଗ୍ରାହୀ

ମୋହନା – ପ୍ରଶାନ୍ତ ମଲ୍ଲିକ

ବିଷମକଟକ – ଜଗନ୍ନାଥ ନୁଣ୍ଡୁକା

ରାୟଗଡା – ବସନ୍ତ ଉଲାକା

ଲକ୍ଷ୍ମୀପୁର – କୈଳାସ କୁଲେସିକା

କୋଟପାଡ – ରୁପୁ ଭତ୍ରା

ପଟାଙ୍ଗୀ – ଚୈତନ୍ୟ ନନ୍ଦିବାଲି

ଚିତ୍ରକୋଣ୍ଡା – ଡମ୍ବରୁ ଶିଶା

Comments are closed.