Browsing Category

ନବରଙ୍ଗପୁର

ସ୍ୱାଧୀନତା ସଂଗ୍ରାମୀ ଡଃ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ନବରଙ୍ଗପୁର, ୦୯/୦୯/୨୦୨୬ (ଶେଖର ଖୁରା): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ସମାଜସେବୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଡଃ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।…

ନବରଙ୍ଗପୁରର ବିଭିନ୍ନ ଲାମ୍ପସ୍ ପରିଦର୍ଶନ କଲେ ସ୍ୱତନ୍ତ୍ର ଶାସନ ସଚିବ କୃଷକ ପଞ୍ଜୀକରଣ ସ୍ଥିତି ସମୀକ୍ଷା,

ନବରଙ୍ଗପୁର, 05/09/26(ଶେଖର ଖୁରା) କୃଷକମାନଙ୍କ ସୁବିଧା, ସ୍ୱଚ୍ଛତା ଓ ସମୟବଦ୍ଧ ଭାବେ କୃଷିଜାତ ଉତ୍ପାଦ ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପୁରନ୍ଦର ଧାରୁଆ ଶନିବାର ନବରଙ୍ଗପୁର ଜିଲ୍ଲାର ବିଭିନ୍ନ…

ଆଣବିକ ପ୍ରକଳ୍ପ ବିରୋଧୀ ସଂଗ୍ରାମ ସମିତି ଗଠନ

ତେନ୍ତୁଳୀଖୁଣ୍ଟି, ୨୬/୮/୨୦୨୬:(ଶେଖର ଖୁରା )ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଧିକାର ଓ ଦାବି ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ‘ଆଣବିକ ପ୍ରକଳ୍ପ ବିରୋଧୀ ସଂଗ୍ରାମ ସମିତି’ ନାମରେ ଏକ କମିଟି ଗଠନ କରାଯାଇଛି। ପୁଜାରୀଗୁଡା ଗ୍ରାମରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଗ୍ରାମବାସୀଙ୍କ…

ବରଡ଼ା ଯୋଡ଼ି ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ନବରଙ୍ଗପୁର (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ବରଡ଼ା ଯୋଡ଼ି ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିକାଶର ଯୁଗରେ ମଧ୍ୟ ଏହି ଗାଁର ଲୋକେ ମୌଳିକ ଯାତାୟାତ ସୁବିଧାରୁ ବଞ୍ଚିତ ରହିଥିବା…

ଆଣବିକ ଶକ୍ତି ପ୍ରକଳ୍ପକୁ ବିରୋଧ, ନବରଙ୍ଗପୁର ବିଧାୟକଙ୍କୁ ଦାବିପତ୍ର ଦେଲେ ଶତାଧିକ ଲୋକ

ନବରଙ୍ଗପୁର (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଧୀନ ପୁଜାରୀଗୁଡ଼ା ପଞ୍ଚାୟତ ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ଦେଖାଦେଇଛି। ପ୍ରକଳ୍ପକୁ ବିରୋଧ କରି ଅଞ୍ଚଳବାସୀ ପୂର୍ବରୁ ଜିଲ୍ଲାପାଳ ଓ…

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସାଇବର ସୁରକ୍ଷା ଓ ନିଶାମୁକ୍ତି ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର | ଇନ୍ଦ୍ରାବତୀ, ୧୭/୮ (ଶେଖର ଖୁରା): ବର୍ତ୍ତମାନ ସମୟରେ ବଢ଼ୁଥିବା ସାଇବର ଅପରାଧ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଏକ ଚିନ୍ତାର ବିଷୟ ପାଲଟିଛି। ଏହାକୁ ରୋକିବା ସହିତ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ସାଇବର ପୋଲିସ ପକ୍ଷରୁ ଏକ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ତେନ୍ତୁଳିଖୁଣ୍ଟି, ୧୭/୦୮ (ଶେଖର ଖୁରା): ତେନ୍ତୁଳିଖୁଣ୍ଟି ବ୍ଲକସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ସୋମବାର ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କଶ୍ୟପ ପାର୍ଥ ଜଗଦୀଶଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି…

ସ୍ୱାଧୀନତା ଦିବସରେ ଶିକ୍ଷକ ରତୀୟ ହରିଜନଙ୍କୁ ମାନପତ୍ର

ତେନ୍ତୁଳିଖୁଣ୍ଟି: (ଶେଖର ଖୁରା) :  ସ୍ୱାଧୀନତା ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଜଳବନ୍ଦୀ ତଥା ଦୁର୍ଗମ ଅଞ୍ଚଳ ଟାଙ୍ଗଣିକୋଟ ଶିକ୍ଷା କେନ୍ଦ୍ରର ସହକାରୀ ଶିକ୍ଷକ ଶ୍ରୀ ରତୀୟ ହରିଜନଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି। ଏହି…

ତେନ୍ତୁଳିଖୁଣ୍ଟିରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

ତେନ୍ତୁଳିଖୁଣ୍ଟି, ୧୫/୦୮ (ଶେଖର ଖୁରା): ତେନ୍ତୁଳିଖୁଣ୍ଟି ବ୍ଲକରେ ଆଜି ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ, ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର,…

AgriStack IDକୁ ନେଇ ଚାଷୀଙ୍କ ବିରୋଧ, ପୂର୍ବ ପ୍ରକ୍ରିୟାରେ ପଞ୍ଜୀକରଣ ଦାବି

ତେନ୍ତୁଳୀଖୁଣ୍ଟି, ୧୪/୮/୨୦୨୬:(ଶେଖର ଖୁରା ):ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ଗ୍ରାମରେ AgriStack IDକୁ ନେଇ ଅଞ୍ଚଳର ଚାଷୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଚାଷୀମାନେ AgriStack ID ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ନିଜମାନଙ୍କ ଆଶଙ୍କା…