Sign in
Sign in
Recover your password.
A password will be e-mailed to you.
Browsing Category
ଖୋର୍ଦ୍ଧା
ସାହିତ୍ୟ ଓ ବନ୍ଧୁତାର ଉତ୍ସବ “କାକର” ଅନୁଷ୍ଠିତ।
ଖୋର୍ଦ୍ଧା : ରିପୋର୍ଟ-ସନାତନ ମହାକୁଡ଼। ବୋଲଗଡ ବ୍ଲକ୍ ଅନ୍ତର୍ଗତ ଓଡିଶାର ଅନ୍ୟତମ ହିନ୍ଦୁ ମୁସଲମାନ ଭାଇଚାରାର ଗ୍ରାମ ମାଣିକାଗୋଡାରେ ପ୍ରତିଷ୍ଠିତ ମାଣିକ୍ୟ ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ଉତ୍ସବ "କାକର" ଶିକ୍ଷାବିତ୍ ପୁରେନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଭୀମପଡ଼ାସ୍ଥ ଗିଭ୍…
ଶ୍ରୀରାମକୃଷ୍ଣ ସେବାଶ୍ରମରେ କଳ୍ପତରୁ ଉତ୍ସବ ଅନୁଷ୍ଠିତ
ଖୋର୍ଦ୍ଧା : ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତରେ ଅବସ୍ଥିତ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳରେ ଠାକୁର ଶ୍ରୀରାମକୃଷ୍ଣଙ୍କ କଳ୍ପତରୁ ଉତ୍ସବ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ପ୍ରାଧ୍ୟାପକ କାଳୀ କିଙ୍କର ପଟ୍ଟନାୟକ ଯୋଗଦେଇ ଶ୍ରୀରାମକୃଷ୍ଣ…
ଶ୍ରୀରାମକୃଷ୍ଣ ସେବାଶ୍ରମରେ କଳ୍ପତରୁ ଉତ୍ସବ ପାଳିତ
ଖୋର୍ଦ୍ଧା (୧/୧):ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅଧୀନସ୍ଥ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ଆଜି କଳ୍ପତରୁ ଉତ୍ସବ ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଦେହତ୍ୟାଗର ଅବ୍ୟବହିତ ପୂର୍ବରୁ ୧୮୮୬ ମସିହା ଜାନୁୟାରୀ ପହିଲା ଅପରାହ୍ନରେ…
ରାମକୃଷ୍ଣ ମିଶନ୍ ଆଶ୍ରମର କମ୍ବଳ ବଣ୍ଟନ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ୍ ପିଚୁକୁଳି ଗ୍ରାମ ପଞ୍ଚାୟତସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳ ଓ ରାମକୃଷ୍ଣ ମିଶନ୍ ଆଶ୍ରମ, ପୁରୀ ମିଳିତ ଆନୁକୂଲ୍ୟରେ ଖଣତି ଗ୍ରାମର ମହାବୀର ମନ୍ଦିର ପରିସରରେ ଏକ ଶୀତକାଳୀନ ରିଲିଫ୍ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା…
ସାଇମନ୍ଦିର ଛକରେ ଜଳ ଯନ୍ତ୍ରଣା: ଆଜି ଆନ୍ଦୋଳନକୁ ଓହ୍ଲାଇବେ ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ
ଭୁବନେଶ୍ବର: ବର୍ଷା ହେବା ମାତ୍ରେ ଟଙ୍କପାଣି ସାଇ ମନ୍ଦିର ଛକରୁ ଟଙ୍କପାଣି ବ୍ରିଜ୍ ଦେଇ ବାଲିଅନ୍ତାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରେ ପାଣି ଜମୁଛି। ମୁଖ୍ୟତଃ ସାଇ ମନ୍ଦିର ନିକଟରେ ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ପାଣି ଜମି ରହୁଛି। ବର୍ଷା ଛାଡ଼ିବା ପରେ ମଧ୍ୟ ରାସ୍ତାରୁ ପାଣି…
ରାମକୃଷ୍ଣ ସେବାଶ୍ରମରେ ବୃକ୍ଷରୋପଣ ନିମନ୍ତେ ସମ୍ବର୍ଦ୍ଧନା
ଖୋର୍ଦ୍ଧା : ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳ ରାମକୃଷ୍ଣ ସେବାଶ୍ରମରେ ଭୁବନେଶ୍ୱରସ୍ଥିତ ପ୍ରେରଣା ଗ୍ରୀନ୍ ଆର୍ମି ଇଣ୍ଟରନ୍ୟାସନାଲ୍ ଅନୁଷ୍ଠାନ ତରଫରୁ ଆଶ୍ରମ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଭାପତି ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି…
ସାମାନ୍ୟ ବଚସାକୁ ନେଇ ଆକ୍ରମଣ; ଆଇସିୟୁରେ ଜୀବନ ସହ ଲଢୁଛନ୍ତି ଛାତ୍ର
ବାଲିପାଟଣା: ବାଲିପାଟଣା ଥାନା ଅଧୀନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ ନେଇ ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ଜଣକ ଆକ୍ରମଣର ଶିକାର ହୋଇ ଗୁରୁତର ହେବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇ…
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ପିଏ: ଥାନାରେ ଏତଲା ଦେଲେ ସ୍ତ୍ରୀ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି ପିଏ ହେମନ୍ତ ଭୋଇ। ଏନେଇ ତାଙ୍କ ସ୍ତ୍ରୀ ଆଜି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।
ପିଏ ହେମନ୍ତ ଭୋଇ କହିଛନ୍ତି ଯେ, ଜିଲ୍ଲାପାଳ ୨ ମାସ ହେଲାଣି ତାଙ୍କୁ ମୋତେ ଜାତିଆଣ ଆକ୍ଷେପ କରି ମାନସିକ ନିର୍ଯାତନା…
ଶ୍ରୀରାମକୃଷ୍ଣ ସେବାଶ୍ରମର ୪୪ତମ ବାର୍ଷିକୋତ୍ସବ ପାଳିତ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମର ୪୪ତମ ବାର୍ଷିକୋତ୍ସବ ସହିତ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ ରାସପୂର୍ଣ୍ଣିମା ତିଥିରେ ଆଶ୍ରମର ସଭାପତି ବାସୁଦେବ ମହାପାତ୍ରଙ୍କ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
ଡକାୟତି ଉଦ୍ୟମ, ୫ ଗିରଫ
ଖୋର୍ଦ୍ଧା: ଆଜି ଭୋର ପ୍ରାୟ ୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଓ ଜଟଣୀ ସଂଲଗ୍ନ ଗୋଶାଳା ପଡ଼ିଆ ନିକଟରୁ ୫ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଯୁବକମାନେ ହେଲେ ଢେଙ୍କାନାଳ ଜିଲ୍ଲା କାରିଆଁର ବିଶ୍ୱନାଥ ମଲ୍ଲିକ ଓରଫ ବିଶୁ (୩୧) ଓ ରାଜୁ ମଲ୍ଲିକ (୪୦), ଖୋର୍ଦ୍ଧା ଗୁଡ଼ୁମ…