Browsing Category

ଖୋର୍ଦ୍ଧା

ଶ୍ରୀରାମକୃଷ୍ଣ ସେବାଶ୍ରମର ୪୪ତମ ବାର୍ଷିକୋତ୍ସବ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମର ୪୪ତମ ବାର୍ଷିକୋତ୍ସବ ସହିତ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ ରାସପୂର୍ଣ୍ଣିମା ତିଥିରେ ଆଶ୍ରମର ସଭାପତି ବାସୁଦେବ ମହାପାତ୍ରଙ୍କ ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଡକାୟତି ଉଦ୍ୟମ, ୫ ଗିରଫ

ଖୋର୍ଦ୍ଧା: ଆଜି ଭୋର ପ୍ରାୟ ୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଓ ଜଟଣୀ ସଂଲଗ୍ନ ଗୋଶାଳା ପଡ଼ିଆ ନିକଟରୁ ୫ଜଣ ଯୁବକଙ୍କୁ ଗିରଫ କରାଯାଇଛି।   ଗିରଫ ହୋଇଥିବା ଯୁବକମାନେ ହେଲେ ଢେଙ୍କାନାଳ ଜିଲ୍ଲା କାରିଆଁର ବିଶ୍ୱନାଥ ମଲ୍ଲିକ ଓରଫ ବିଶୁ (୩୧) ଓ ରାଜୁ ମଲ୍ଲିକ (୪୦), ଖୋର୍ଦ୍ଧା ଗୁଡ଼ୁମ…

ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା, ଅଧ କେଜି ସୁନା ସହ ୧୪ ଲକ୍ଷ ଟଙ୍କା ଜବତ, ୬ ଗିରଫ

ଖୋର୍ଦ୍ଧା: ଧଳାଜହର କାରବାରର ହବ୍ ପାଲଟିଛି ଖୋର୍ଦ୍ଧା। ଯେତିକି ଧରା ହେଉଛି, ସେତିକି ବଢି ଚାଲିଛି। ଆଜି ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା ମିଳିଛି। ଠେଙ୍ଗାହାଟରୁ ଆର୍ଦଶ ଥାନା ପୋଲିସ ୫୦ଗ୍ରାମ ବ୍ରାଉନସୁଗାର ସହ ନଗଦ ୧୩ ଲକ୍ଷ ୬୮ହଜାର ଟଙ୍କା, ୫୧୧.୬୭୦ ଗ୍ରାମ ସୁନା, ୮୩୦ ଗ୍ରାମ ରୁପା…

ଆଦର୍ଶ ପ୍ରଧାନଶିକ୍ଷକ ଚକ୍ରଧର ସ୍ବାଇଁଙ୍କ ସପ୍ତମ ବାର୍ଷିକ ସ୍ମୃତି ସମାରୋହରେ ଶିକ୍ଷା ଆଲୋଚନା ଚକ୍ର

ବୋଲଗଡ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ସ୍ବର୍ଗତ ଚକ୍ରଧର ସ୍ବାଇଁଙ୍କ ପ୍ରତିଷ୍ଠିତ ତାଙ୍କ ଜନ୍ମସ୍ଥାନ ନରେନ୍ଦ୍ରପୁରସ୍ଥ ବାସୁଦେବ ଦୁର୍ଯ୍ୟୋଧନ ଆଞ୍ଚଳିକ ବିଦ୍ୟାପୀଠରେ ସପ୍ତମ ବାର୍ଷିକ ସ୍ମୃତି ସମାରୋହ ବିଶିଷ୍ଟ ଶିକ୍ଷକ ନେତା ସୁମନ୍ତ ଛୋଟରାୟଙ୍କ ସଭାପତିତ୍ବରେ…

ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନର ସଂପ୍ରସାରଣ କାମ ଆରମ୍ଭ, ଚାରା ରୋପଣ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ବୃହତ ମାନବକୃତ ଉଦ୍ୟାନ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନର ଆଜି ନବକଳେବର ଓ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ଅବସରରେ ବୃକ୍ଷ ଚାରା ରୋପଣ କରାଯାଇଛି। ଆଜି ସକାଳେ ଉଦ୍ୟାନ ପରିସରରେ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ଓ ଟାଟା ମୋଟର୍ସ…

ଖୋର୍ଦ୍ଧା ଆୟକର ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ଖୋର୍ଦ୍ଧା : ଖୋର୍ଦ୍ଧା ଆୟକର ବିଭାଗ ଅଧିକାରୀ ସୁମନ ସୁନ୍ଦର ସାହୁ ଲାଞ୍ଚ ନେବା ବେଳେ ଶନିବାର ଦିନ ସିବିଆଇ ହାତରେ ଧରାପଡ଼ିଛନ୍ତି। ଗତ ପ୍ରାୟ ୧ ମାସ ଧରି ଶ୍ରୀ ସାହୁ ଏକ ସୁନାଗହଣା ଦୋକାନକୁ ଧମକାଇ ତିନିଟି କିସ୍ତିରେ୧୫ଲକ୍ଷ ନେଇଥିଲେ। ଏତେ ପରିମାଣରେ ଟଙ୍କା ମିଳିବା ଦେଖି ଲୋଭ…

ସିବିଆଇ ପଂଞ୍ଝାରେ ଆୟକର ଅଧିକାରୀ

ଖୋର୍ଦ୍ଧା: ଖୋର୍ଦ୍ଧାର ଆୟକର ବିଭାଗ ଅଧିକାରୀ ସୁମନ ସୁନ୍ଦର ସାହୁ ଗତ ପ୍ରାୟ ୧ ମାସ ଧରି ଏକ ସୁନାଗହଣା ଦୋକାନକୁ ଧମକାଇ ତିନିଟି କିସ୍ତିରେ୧୫ଲକ୍ଷ ନେଇଥିଲେ । ଏତେ ପରିମାଣରେ ଟଙ୍କା ମିଳିବା ଦେଖି ଲୋଭ ବଢ଼ିଥିଲା, ପୁଣି ଫୋନ୍ କରି ଧମକାଇ ଆହୁରି ଟଙ୍କା ଦେବାକୁ ଦାବି କରିଥିଲେ । ଆଜି…

କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓଡିଶା ପକ୍ଷରୁ ବାପା ମା ଛେଉଣ୍ଡ ଦୁଇଟି ଝିଅ ଓ ଗୋଟିଏ ପୁଅ କୁ ଚଳିବାକୁ ଓ ପାଠ ପଢାଇବାକୁ…

ଖୋର୍ଦ୍ଧା: କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓଡିଶା ପକ୍ଷରୁ ବାପା ମା ଛେଉଣ୍ଡ ଦୁଇଟି ଝିଅ ଓ ଗୋଟିଏ ପୁଅ କୁ ଚଳିବାକୁ ଓ ପାଠ ପଢାଇବାକୁ ସାହାଯ୍ଯ କରାଯାଇଛି। ଖୋର୍ଦ୍ଧା ଅଞ୍ଚଳର ଲକ୍ଷ୍ମୀ ପ୍ରିୟା ଜେନା, ମାନି ଜେନା ଓ ଗୋପାଳ ଜେନା ଙ୍କୁ ବାପା ଅଶୋକ ଜେନା(ମୃତ) ମାତା ଚାମି ଜେନା (ମୃତ)…

ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୁନିତ ସାଗର ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ

ବାଲୁଗାଁ: ଶନିବାର ସକାଳେ ବାଲୁଗାଁ ଏନଏସି ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ବାଲୁଗାଁ ଚିଲିକା କୁଳଠାରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୁନିତ ସାଗର ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯାନ ଆଜିଠାରୁ ଆସନ୍ତା ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀ…

ଆଲକାଲାଇନ ସଏଲ ଫଙ୍ଗସ ସଂକ୍ରମିତ ବିଶ୍ବର ପ୍ରଥମ ବ୍ୟକ୍ତି ଖୋର୍ଧାରୁ ଚିହ୍ନଟ

ଭୁବନେଶ୍ବର : ଖୋର୍ଧାରୁ ଚିହ୍ନଟ ହୋଇଛି ‘ଆଲକାଲାଇନ ସଏଲ’ ଫଙ୍ଗସ ସଂକ୍ରମିତ ବିଶ୍ବର ପ୍ରଥମ ବ୍ୟକ୍ତି। ଏମ୍ସ ଭୁବନେଶ୍ବର ଡାକ୍ତରୀ ଦଳଙ୍କ ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସମୁଦ୍ର କୂଳରେ ଦେଖାଯାଉଥିବା ଘାସ ହେଲୋଫାଇଟରେ ଏହି ଫଙ୍ଗସ ଦେଖାଯାଏ। ପ୍ରଥମ ଥର ପାଇଁ ଏହି ଫଙ୍ଗସର…