Sign in
Sign in
Recover your password.
A password will be e-mailed to you.
Browsing Category
ପୁରୀ
୭ ଘଣ୍ଟା ଧରି ଚାଲିଲା ରତ୍ନଭଣ୍ଡାର ଗଣତିମଣତି
The inventory of the treasury lasted for 7 hours.
ପୁରୀରେ ଖଜା ପାଇଁ ଖଣ୍ଡଯୁଦ୍ଧ। ହାତାହାତି ଯୁବ ଗୋଷ୍ଠୀ।
ପୁରୀ : ପୁରୀରେ ଖଜା ପାଇଁ ଖଣ୍ଡଯୁଦ୍ଧ। ହାତାହାତି ଯୁବ ଗୋଷ୍ଠୀ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଯାହାକୁ ନେଇ ଭକ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ଠାରୁ ମାତ୍ର କିଛି ମିଟର ଦୂରରେ ଏଭଳି ଅଭାବନୀୟ ଘଟଣା ଘଟିଛି।…
ସିରିଜ୍ ଦୁର୍ଘଟଣା: କାର ଧକ୍କାରେ ଷଣ୍ଢ ଓ ବାଇକ୍ ଆରୋହୀ ମୃତ
ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଏକ କାରର ତାଣ୍ଡବ ଯୋଗୁଁ ଘଟିଛି ଭୟଙ୍କର ସିରିଜ୍ ଦୁର୍ଘଟଣା। ପିପିଲି ଟୋଲ୍ ପ୍ଲାଜା ନିକଟ ପମଶର ସିଡି ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ସମେତ ଏକ ଷଣ୍ଢର ମୃତ୍ୟୁ ଘଟିଛି। ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଭୟ ଓ…
ପୁରୀ ଶ୍ରୀମନ୍ଦିରରେ ଅଘଟଣ: ପ୍ରବଳ ଭିଡ଼ ଓ ଠେଲାପେଲାରେ ୭୫ ବର୍ଷୀୟ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ହୃଦଘାତ କହୁଛି ପୁଲିସ
ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଏବଂ ଠେଲାପେଲା ଭିତରେ ଆଜି ଏକ ଦୁଃଖଦ ଅଘଟଣ ଘଟିଯାଇଛି। ଦର୍ଶନ ପାଇଁ ଆସିଥିବା ଜଣେ ବୟସ୍କ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ପ୍ରବଳ ଗହଳି ଯୋଗୁଁ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସାଧାରଣରେ ଚର୍ଚ୍ଚା…
ପୁରୀରେ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି
ଭୁବନେଶ୍ଵର: ପୁରୀ ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଆଜି ତାଳଚେରରୁ ପୁରୀ ଯାଉଥିବା ଏକ MEMU ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ପୁରୀ ରେଳ ଷ୍ଟେସନରୁ ମାତ୍ର ୫୦୦ ମିଟର ଦୂରରେ ପ୍ଲାଟଫର୍ମ ନମ୍ବର ୩ ନିକଟରେ ଏହି ଘଟଣା ଘଟିଥିଲା। ସୌଭାଗ୍ୟବଶତଃ, ଟ୍ରେନ୍ ଟି ଧୀର…
ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ; ଭିତରବେଢ଼ା, ନୀଳଚକ୍ର ବାନା ବଦଳା ଭିଡିଓ ପ୍ରଘଟ
ପୁରୀ : ପୁଣିଥରେ ଶ୍ରୀମନ୍ଦିର ଭିତରର ଭିଡିଓ ପ୍ରଘଟ ହୋଇଛି। କୃର୍ତ୍ତିକା-କ୍ରେପ ୨୦୧୭ ଇନଷ୍ଟାଗ୍ରାମ୍ ଆଇଡିରୁ ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ଜଣକ ଶ୍ରୀମନ୍ଦିର ଭିତରବେଢ଼ାରେ ଥାଇ ନୀଳଚକ୍ରରେ ବାନା ପରିବର୍ତ୍ତନ ସମୟର ଭିଡିଓ କରି…
ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ
ଭୁବନେଶ୍ୱର ତା ୦୩.୦୮ ରିଖ ; ଚଳିତ ବର୍ଷର ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସିଥିବା ଅଗଣିତ ଭକ୍ତଙ୍କ ସେବା ଉଦ୍ଦେଶ୍ୟରେ ବି.ଏମ. ଫାଉଣ୍ଡେସନ ଏବଂ ବି.ଏମ. ଆଲାଏନ୍ସ କନ୍ସଲଟାନ୍ସି ସର୍ଭିସେସ ପକ୍ଷରୁ କ୍ରମାଗତ ୯ ଦିନ ଧରି ମାଗଣାରେ ସୁସ୍ୱାଦୁ ରନ୍ଧା ଖାଦ୍ୟ, ବିଭିନ୍ନ ବ୍ୟଞ୍ଜନ, ଦହି…
ବାହୁଡ଼ା ଯାତ୍ରାରେ ଅଘଟଣ, ଗହଳିରେ ପଡ଼ି ଭକ୍ତଙ୍କ ମୃତ୍ୟୁ
ପୁରୀ: ବାହୁଡ଼ା ଯାତ୍ରା ସମୟରେ ଏକ ଅଘଟଣ ଘଟିଛି। ରଥଯାତ୍ରା ଦେଖିବାକୁ ଆସିଥିବା ଜଣେ ଭକ୍ତ ଗହଳି ମଧ୍ୟରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।ମୃତକଙ୍କ ନାମ ଅବିରାମ ଦାସ (୫୭)। ତାଙ୍କ ଘର କଟକ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବାହୁଡ଼ା ଯାତ୍ରା ଅବସରରେ ରଥ ଦର୍ଶନ ପାଇଁ…
ପ୍ରଭୃଙ୍କ ସୁନ୍ଦର ରୂପ ଦେଖି ଭକ୍ତଗଣ ବିମୋହିତ, ଆନନ୍ଦରେ ଟାଣିଲେ ରଥ
ପୁରୀ: ଆଜି ପବିତ୍ର ବାହୁଡାରେ ପ୍ରଭୃଙ୍କ ସୁନ୍ଦର ରୂପ ଦେଖି ବିମୋହିତ ହୋଇଛନ୍ତି ଭକ୍ତଗଣ। କଳାମଚମଚ ମୁହଁ ସହିତ ରଂଗବେରଗର ଫୁଲରେ ତିଆରି ଟାହିଆ ଭକ୍ତଙ୍କୁ ପାଗଳ କରିଦେଇଛି। ଆଜି ପବିତ୍ର ବାହୁଡାରେ ପ୍ରଭୃ ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜି ଅପରାହ୍ନ…
ଆଜି ସନ୍ଧ୍ୟା ୬ଟା ଯାଏଁ ମହାପ୍ରଭୁଙ୍କ ଆଡପ ମଣ୍ଡପ ଦର୍ଶନ
ପୁରୀ : ରାତି ପାହିଲେ ମହାପ୍ରଭୁଙ୍କ ବାହୁଡା ଯାତ୍ରା। ଆଜି ହେଉଛି ଘୋଷ ଯାତ୍ରାର ନବମୀ ତିଥି। ଆଡପ ମଣ୍ଡପରେ ପ୍ରଭୁଙ୍କ ସନ୍ଧ୍ୟା ଦର୍ଶନର ଦିନ। ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କଲେ କୋଟି କୋଟି ଜନ୍ମର ପାପ ଧୋଇ ହୋଇଯାଏ ବୋଲି ମଧ୍ୟ ମାନ୍ୟତା ରହିଛି। ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ…