Browsing Category

ବାଣିଜ୍ୟ

୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ସରକାରୀ ବ୍ୟାଙ୍କ ମୁଖ୍ୟ

ମୁମ୍ବାଇ: ସରକାରୀ ବ୍ୟାଙ୍କ ମୁଖ୍ୟମାନେ ଏଣିକି ୧୦ ବର୍ଷ ପର୍ଯ୍ୟନ୍ତ ପଦବିରେ ରହିପାରିବେ। ୫ ବର୍ଷ ପର୍ଯ୍ୟନ୍ତ ସର୍ବାଧିକ କାର୍ଯ୍ୟ କରିବା ନେଇ ରହିଥିବା ନିୟମରେ ପରିବର୍ତ୍ତନ ଅଣାଯାଇଛି। ପରିଚାଳନା ନିର୍ଦ୍ଦେଶକ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ।…

ଅଜା ହେଲେ ମୁକେଶ ଅମ୍ବାନୀ, ଯାଆଁଳା ସନ୍ତାନଙ୍କ ମା ହେଲେ ଝିଅ ଇଶା ଅମ୍ବାନୀ

ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି | ବାସ୍ତବରେ ମୁକେଶଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଇଶା…

ଆଗକୁ ଆର୍ଥିକ ମାନ୍ଦା ଅବସ୍ଥା ଆସୁଛି; ଟିଭି, ଫ୍ରିଜ୍‌ ନ କିଣି ଟଙ୍କା ରଖନ୍ତୁ: ଜେଫ୍ ବେଜୋସ୍‌

ନୂଆଦିଲ୍ଲୀ: ଆଗକୁ ଭୀଷଣ ଆର୍ଥିକ ମାନ୍ଦା ଅବସ୍ଥା ଆସିବାର ସମ୍ଭାବନା ଥିବାରୁ ଉତ୍ସବକାଳୀନ ଅବକାଶରେ (ଥ୍ୟାଙ୍କ୍‌ସ୍‌ଗିଭିଙ୍ଗ୍‌ରୁ ନବବର୍ଷ ପର୍ଯ୍ୟନ୍ତ) ବିପୁଳ ପରିମାଣର ସାମଗ୍ରୀ ଖରିଦ ନ କରିବାକୁ ‘ଆମାଜନ୍’ର ସଂସ୍ଥାପକ ତଥା ଖ୍ୟାତନାମା ଜେଫ୍‌ ବେଜୋସ୍‌ ଗ୍ରାହକ ଓ ବ୍ୟବସାୟ…

‘ଏଲ୍‌ପିଜି’ ଚୋରି ରୋକିବାକୁ ‘ସିଲିଣ୍ଡର୍‌’ରେ ଲାଗିବ ‘କ୍ୟୁଆର୍‌’ କୋଡ୍‌

ନୂଆଦିଲ୍ଲୀ: ‘ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌’ ବା ରନ୍ଧନ ଗ୍ୟାସ୍‌ ଚୋରି ରୋକିବା ଲାଗି ସିଲିଣ୍ଡର୍‌ରେ ‘କ୍ୟୁଆର୍‌’ କୋଡ୍‌ ଲଗାଯିବ ବ‌ୋଲି ଆଜି ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ଭିଡିଓ ସେୟାର୍‌ କରି ସୂଚନା ଦେଇଛନ୍ତି। ବୁଧବାର ରାତିରେ ମନ୍ତ୍ରୀ ପୁରୀ…

ଛଟେଇ ସୁନିଶ୍ଚିତ କଲା ‘ଆମାଜନ୍‌’: ୧୦,୦୦୦ ପ୍ରଭାବିତ କର୍ମଚାରୀଙ୍କ ନିକଟକୁ ଇମେଲ୍‌ରେ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଗତ କିଛି ମାସ ହେବ ଲାଭ ହେଉ ନ ଥିବାରୁ ବ୍ୟୟ ହ୍ରାସ ନିମନ୍ତେ ‘ଆମାଜନ୍‌’ କର୍ମଚାରୀ ଛଟେଇ ଆରମ୍ଭ କରିଛି। ବିଶ୍ବବ୍ୟାପୀ ବିଭିନ୍ନ ବିଭାଗରୁ ଚଳିତ ସପ୍ତାହରେ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା କଥା ମଧ୍ୟ ‘ଆମାଜନ୍’ କହିଛି। ଔପଚାରିକଭାବେ ସୂଚନା ଦିଆଯାଇ ନ ଥିଲେ…

ପକେଟ୍‌କୁ ବାଧୁଛି ସ୍ମାର୍ଟଫୋନ୍ ଦାମ୍: ହାରାହାରି ଦାମ୍ ୧୮,୦୦୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶର ସ୍ମାର୍ଟଫୋନ୍ ବଜାର ଏବେ ଭଲ ସମୟ ଦେଇ ଗତି କରୁନାହିଁ। ଫୋନ୍‌ ଦାମ୍‌ ଅଧିକ ଥିବା କାରଣରୁ ଗ୍ରାହକମାନେ ତାହାକୁ କିଣିବା ପୂର୍ବରୁ ଦୁଇ ଥର ଚିନ୍ତା କରୁଛନ୍ତି। ‌ସେଥିପାଇଁ ସ୍ମାର୍ଟଫୋନ୍ ଚାହିଦା ହ୍ରାସ ପାଇଥିବା ବେଳେ ବିକ୍ରି ମଧ୍ୟ ପ୍ରଭାବିତ ହୋଇଛି। ଫୋନ୍‌…

ଟିଟର୍‌ ବ୍ୟବହାରକାରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ

ନୂଆଦିଲ୍ଳୀ: ଟ୍ବିଟର୍‌ରେ ଅନେକ କିଛି ଖୁବ୍ ଜଲ୍‌ଦି ବଦଳିବାରେ ଲାଗିଛି। ଏଲନ ମସ୍କ ଏହାକୁ କିଣିବା ପରେ ଲଗାତର କିଛି ନା କିଛି ପରିବର୍ତ୍ତନ କରି ଚାଲିଛନ୍ତି। କମ୍ପାନି ତା’ର କର୍ମଚାରୀମାନଙ୍କୁ ଛଟେଇ କରିବାରୁ ନେଇ ଡିଜାଇନ୍‌ ପରିବର୍ତ୍ତନ ଆଦି କରିବାରେ ଲାଗିଛି। ନିକଟରେ ମସ୍କ କହିଛନ୍ତି…

ବୈଦେଶିକ ମୁଦ୍ରା ଭଣ୍ଡାର ସାଜସଜ୍ଜା ପାଇଁ ରଖାଯାଇନି

ନୂଆଦିଲ୍ଲୀ: ଟଙ୍କା ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ବୈଦେଶିକ ମୁଦ୍ରା ଭଣ୍ଡାରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅତ୍ୟଧିକ ବ୍ୟବହାର କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ…

ଭାରତ ରୁଷ୍‌ରୁ ଶସ୍ତାରେ ଯେତେ ଇଚ୍ଛା ସେତେ ତୈଳ ଖରିଦ କରିପାରେ: ଆମେରିକା

ନୂଆଦିଲ୍ଲୀ: ଭାରତ ରୁଷ୍‌ରୁ ଶସ୍ତାରେ ଯେତେ ଇଚ୍ଛା ସେତେ ତୈଳ ଖରିଦ ଜାରି ରଖିଲେ ଆମେରିକା ଆନନ୍ଦିତ ବୋଲି ଶୁକ୍ରବାର ଦିନ ଆମେରିକାର ‘ଟ୍ରେଜରି ସେକ୍ରେଟେରି’ ଜେନେଟ୍‌ ୟେଲେନ୍‌ କହିଛନ୍ତି। ଆମେରିକା-ଭାରତ ଅର୍ଥନୈତିକ ସମ୍ବନ୍ଧ ଦୃଢ଼ତର କରାଯିବା ସଂକ୍ରାନ୍ତ‌ରେ ଆୟୋଜିତ ସମ୍ମିଳନୀ…

ଷ୍ଟକ ବଜାରରେ ଉତ୍ସାହ : ନୂଆ ଶିଖରରେ ସେନସେକ୍ସ

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଶୁକ୍ରବାରଦିନ ଉତ୍ସାହ ଦେଖାଯାଇଛି । ଉଭୟ ବିଏସଇ ସେନସେକ୍ସ ଓ ଏନଏସଇ ନିଫଟୀ ନୂଆ ଉଚ୍ଚତାକୁ ଛୁଇଁଛନ୍ତି । ସେନସେକ୍ସ ୧୧୮୧ ପଏଣ୍ଟ ବୃଦ୍ଧି ସହ ନୂଆ ଉଚ୍ଚତା ୬୧,୭୯୫ରେ ବନ୍ଦ ହୋଇଛି । ସେହିପରି ନିଫଟି ୩୨୧ ପଏଣ୍ଟ ବୃଦ୍ଧି ସହ ବିଗତ ୧୩ ମାସ ମଧ୍ୟରେ…