Browsing Category

ବାଣିଜ୍ୟ

୧୦ ବର୍ଷରେ ଥରେ ଆଧାର ଅପ୍‌ଡେଟ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପ୍ରତି ୧୦ ବର୍ଷରେ ଥରେ ଆଧାରକାର୍ଡ ସଂପର୍କିତ ଦସ୍ତାବିଜ୍‌ ଅପଡେଟ୍ / ସଂଶୋଧନ କରିବା ବାଧ୍ୟତାମୂଳକ। ସରକାର ଏଥିପାଇଁ ଆଧାର ନିୟମରେ ସଂଶୋଧନ ଆଣିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି।…

ଓଡ଼ିଶାରେ ଇନ୍ଦିରା ଗ୍ୟାସର ଏଲ୍‌ପିଜି ସେବା

ଭୁବନେଶ୍ବର: ଦିଲ୍ଲୀଭିତ୍ତିକ ଇନ୍ଦିର ଗ୍ୟାସ ଆଣ୍ଡ୍ ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡ ଓଡ଼ିଶାରେ ଏହାର ଏଲ୍‌ପିଜି ସେବା ଆରମ୍ଭ କରିଛି। ଇନ୍ଦିରା ଗ୍ୟାସ ନାମରେ ଏହା ଆରମ୍ଭ କରାଯାଇଛି। ୨୦୨୧ ଜାନୁଆରିରେ ପ୍ରତି‌ଷ୍ଠା ହୋଇଥିବା ଏହି କମ୍ପାନି ଡୋମେଷ୍ଟିକ ବର୍ଗରେ ୧୪ କିଗ୍ରା ଏବଂ…

କ୍ରିପ୍ଟୋରେ ରଖୁଛନ୍ତି କଳାଧନ, ନିୟାମକ ସଂସ୍ଥା ନାହିଁ

ଭୁବନେଶ୍ବର: ପୂର୍ବରୁ ଅସାଧୁ ବ୍ୟକ୍ତିମାନେ ସେମାନଙ୍କ କଳାଟଙ୍କାକୁ ବ୍ୟାଙ୍କରେ ଜମା ରଖୁଥିଲେ କିମ୍ବା ସୁନା ଓ ଜମି ଭଳି ସଂପତ୍ତି କିଣୁଥିଲେ। ତଦନ୍ତକାରୀ ସଂସ୍ଥାଙ୍କ ନଜର ଆଢ଼ୁଆଳରେ ରହିବା ପାଇଁ ସେମାନେ ନିଜର ସଂପର୍କୀୟମାନଙ୍କ ମାଧ୍ୟମରେ ବି ଏପ୍ରକାର କାରବାର କରି ସେମାନଙ୍କ…

ଟୁଇଟର୍‌ କର୍ମଚାରୀଙ୍କ ପାଇଁ ଏଲନ୍‌ ମସ୍କ୍‌ଙ୍କ ନୂଆ ନିୟମ: ସପ୍ତାହକ ୭ଦିନ ୧୨ ଘଣ୍ଟା ଲେଖାଁଏ କାମ କର ନଚେତ୍‌ ବିଦା…

ନୂଆଦିଲ୍ଲୀ: ‘ଟୁଇଟର୍‌’‌ ସଂସ୍ଥାନରେ ଆବଶ୍ୟକ ପରିବର୍ତ୍ତନ ନିମନ୍ତେ ଏଲନ୍‌ ମସ୍କ୍‌ ନିର୍ଦ୍ଦିଷ୍ଟ ସମୟ ଉପରେ ଗୁରତ୍ବାରୋପ କରିଥିବାରୁ କର୍ମଚାରୀମାନଙ୍କୁ ଅଧିକ ସମୟ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେଠାକାର ପରିଚାଳକମାନେ କହିଥିବା କଥା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।…

ବେତନ ବୃଦ୍ଧିକୁ ଖାଇଯିବ ଦରଦାମ୍‌, ଭାରତରେ କର୍ମଚାରୀ ଲାଭରେ ରହିବେ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ବର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଦରଦାମ ବୃଦ୍ଧି ଏକ ମୁଖ୍ୟ ସମସ୍ୟା ପାଲଟିଛି। ମୁଦ୍ରାସ୍ଫୀତି ଏତେ ଅଧିକ ରହିଛି ଯେ ଦରମା ବଢ଼ିଲେ ମଧ୍ୟ କର୍ମଚାରୀମାନେ ତାହାର କୌଣସି ସୁଫଳ ପାଉନାହାନ୍ତି। ତେବେ ଏକ ସର୍ଭେରୁ ଜଣାଯାଇଛି ଯେ ବିଶ୍ବରେ ୩୭ ପ୍ରତିଶତ ଦେଶର…

ଭାରତ-ଚୀନ୍ କାରବାର ୧୦,୦୦୦ କୋଟି ଡଲାର ଟପିଲା

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ନଅ ମାସରେ ଭାରତ ଓ ଚୀନ୍ ମଧ୍ୟରେ ଦ୍ବିପାକ୍ଷିକ କାରବାର ୧୦,୦୦୦ କୋଟି ଡଲାରରୁ ଅଧିକ ହୋଇଛି। ଭାରତକୁ ଚୀନ୍‌ର ରପ୍ତାନି ୩୧ ପ୍ରତିଶତ ବୃଦ୍ଧି ପାଇ ୮୯୬୬ କୋଟି ଡଲାର ହୋଇଥିବା ବେଳେ ଚୀନ୍‌କୁ ଭାରତର ରପ୍ତାନି ୩୬ ପ୍ରତିଶତ ହ୍ରାସ ପାଇ ମାତ୍ର ୧୩୯୭…

୫ଜି ପାଇଁ ସ୍ମାର୍ଟଫୋନ୍ ନାହିଁ: ସଫ୍ଟଓୟାର ଅପ୍‌ଡେଟ୍ କରିବାକୁ କଂପାନିଙ୍କୁ କହିଲେ ସରକାର

ନୂଆଦିଲ୍ଲୀ: ଦେଶରେ ୫ଜି ସେବାକୁ ନେଇ ଉତ୍ସାହ ଚରମ ସୀମାରେ ଥିବା ବେଳେ ଏକ ବଡ଼ ସମସ୍ୟା ଏବେ ସାମ୍ନାକୁ ଆସିଛି। ଏହି ନୂତନ ହାଇସ୍ପିଡ୍ ଡାଟା ସେବା ହାସଲ କରିବା ଲାଗି ଦେଶରେ ଆବଶ୍ୟକ ସଂଖ୍ୟକ ୫ଜି ସ୍ମାର୍ଟଫୋନ୍ ନାହିଁ। ଏହାକୁ ନେଇ ସରକାର ଚିନ୍ତା ପ୍ରକଟ କରିବା ସହ ଶୀଘ୍ର ଫୋନ୍‌ଗୁଡ଼ିକର…

ଐଶ୍ବର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ପିଏସ୍-୧ର ଆୟ ବଡ଼ିଲା

ମୁମ୍ବାଇ: ରିଲିଜ୍ ପରେ କମାଲ କରୁଛି ଫିଲ୍ମ ‘ପୋନ୍ନିୟିନ୍ ସେଲଭମ-୧ (ପିଏସ-୧ )’। ରିଲିଜ୍ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ‌ଏବେ ରିଲିଜର ପ୍ରଥମ ଦିନର ଆୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ଆଜ୍ ତକ ମୁତାବକ, ଫିଲ୍ମ ପିଏସ-୧ ପ୍ରଥମ ଦିନରେ…

ହ୍ବାଟସ୍‌ଆପ୍‌ରେ କଲ୍‌ ଲିଙ୍କ୍‌ ପଠାଇହେବ: ୩୨ ଜଣିଆ ଗ୍ରୁପ୍ ଭିଡିଓ କଲ୍‌ କରିହେବ

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ଏହାର ବ୍ୟବହାରକାରୀମାନଙ୍କୁ ସର୍ବଦା କିଛି ନୂଆ ସେବା ଓ ସୁବିଧା ପ୍ରଦାନ କରିବାକୁ ଉଦ୍ୟମ କରୁଛି। ଏହି କ୍ରମରେ କଂପାନି ପକ୍ଷରୁ କଲ୍ ଲିଙ୍କ୍‌ ଓ ଗ୍ରୁପ୍ ଭିଡିଓ କଲ୍‌ର ପରୀକ୍ଷଣ କରାଯାଉଛି ଯାହା ଖୁବ୍‌ଶୀଘ୍ର ଲୋକମାନଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ। ଲୋକମାନେ…

୪ ମାସ ହେଲା ୧୦୩ରେ ଅଟକିଛି ପେଟ୍ରୋଲ୍, ଲାଭ ପାଇବାରୁ ଗ୍ରାହକ ବଞ୍ଚିତ

ନୂଆଦିଲ୍ଲୀ: ଯେଉଁ ଅଶୋଧିତ ତୈଳକୁ ବିଶୋଧନ କରି ପେଟ୍ରୋଲ ଓ ଡିଜେଲ୍ ପ୍ରସ୍ତୁତ କରାଯାଉଛି ତାହାର ବ୍ୟାରେଲ ପିଛା ଦାମ୍ ୮୦ ଡଲାର ତଳକୁ ଖସିଲାଣି। ସେହି ଅନୁସାରେ ବିଶ୍ବର ବିଭିନ୍ନ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ ପାଉଛି। କିନ୍ତୁ ଭାରତରେ ତାହାର କୌଣସି ପ୍ରଭାବ ଦେଖିବାକୁ…