Sign in
Sign in
Recover your password.
A password will be e-mailed to you.
Browsing Category
ଅନୁଗୁଳ
ସ୍ଵତନ୍ତ୍ର ଆବାସ ଗୃହରୁ କଏଦୀ ଫେରାର
ଅନୁଗୋଳ : ଅନୁଗୋଳ ପରିବୀକ୍ଷଣ ଛାତ୍ରାବାସ ତଥା ପର୍ଯ୍ୟବେକ୍ଷଣ ଏବଂ ସ୍ଵତନ୍ତ୍ର ଆବାସ ଗୃହରୁ କଏଦୀ ପାଚେରୀ ଡେଇଁ ଫେରାର ହୋଇଛି। କିଛିଦିନ ପୁର୍ବରୁ ଦୁଇଜଣ କଏଦୀ ଫେରାର ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କର ପତା ମିଳିନାହିଁ। ପୁଣି ଆଜି ଜଣେ ଫେରାର ହୋଇଯାଇଥିବା ନେଇ ସହର ରେ ଏବେ…
ନରହନ୍ତା ଦନ୍ତାକୁ ସ୍ଥାନାନ୍ତର ପାଇଁ ଟ୍ରାଙ୍କୁଲାଇଜ୍ କଲା ବନ ବିଭାଗ
ଅନୁଗୋଳ : ହାତୀକୁ ସ୍ଥାନାନ୍ତର ପାଇଁ ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ୍ କରାଯାଇଛି।ମଣିଷ ମାରୁଥିବା ହାତୀକୁ ଆଜି ସ୍ଥାନାନ୍ତର ପାଇଁ ବନ ବିଭାଗ ପକ୍ଷରୁ ପୂର୍ବରୁ ଯୋଜନା କରା ଯାଇଥିଲା। ତେଣୁ ମଣିଷ ମରା ହାତୀକୁ ଚିହ୍ନଟ କରି ବନ ବିଭାଗ ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଆଜି…
ପାଲଲହଡ଼ା ପେଚାମୁଣ୍ଡି ଗାଁ ଚାଷୀଙ୍କ ଆୟ ବଢ଼ାଉଛି ‘ଆଇସ୍ବକ୍ସ’ ତରଭୁଜ ।
ପାଲଲହଡ଼ା : ଧାନ ଚାଷ ପରେ ପଡ଼ିଆ ପଡ଼ୁଥିବା ଜମିରେ ଏବେ ଫଳିଛି ସୁଆଦିଆ ତରଭୁଜ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଳକର ପେଚାମୁଣ୍ଡି ପଞ୍ଚାୟତ ଏବେ ତରଭୁଜ ଚାଷର ହବ୍ ପାଲଟିଛି । ପାରମ୍ପରିକ ଚାଷ ଛାଡ଼ି ଏବେ 'ଆଇସବକ୍ସ' ତରଭୁଜ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସ୍ଥାନୀୟ ଚାଷୀ ।…
ପୁଣି ତାଳଚେରରେ ଦବିଲା ରାସ୍ତା। ସୃଷ୍ଟି ହେଲା ୫ ଫୁଟ ଗଭୀର ଗର୍ତ୍ତ।
ତାଳଚେରରେ : ତାଳଚେରରେ ପୁଣି ଦବିଲା ରାସ୍ତା। ସୃଷ୍ଟି ହେଲା ବିରାଟ ଗାତ। ଡେରା ପେଟ୍ରୋଲ ପମ୍ପ ନିକଟ ମୁଖ୍ୟ ରାସ୍ତାରେ ବିରାଟ ଗାତ ଦେଖିବାକୁ ମିଳିଛି। ଗତ ଏହାର ଓସାର ପାଖାପାଖି ଦୁଇ ଫୁଟ ଓ ଗଭୀର ପାଞ୍ଚ ଫୁଟ ହେବ। ଗତ ବିଳମ୍ବିତ ରାତିରେ ଏହି ଗାତ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ…
ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା, RI ଓ ରାଇଟର୍ଙ୍କ ନାଁରେ ପୁଣି ଅଭିଯୋଗ
ଅନୁଗୁଳ : ଲମ୍ବିବାରେ ଲାଗିଛି ଅନୁଗୁଳ ପୋଲିସର RI ଗୋବିନ୍ଦ ମାହାରୀ ଓ ରାଇଟର୍ ଶୁଭକାନ୍ତ ସାହୁଙ୍କ ନାଁରେ ଅଭିଯୋଗ। ମହିଳା ହାବିଲଦାର ସୁମିତ୍ରା ବିଶ୍ବାଳଙ୍କ ଅଭିଯୋଗ ପରେ ଏବେ ଆଉ ଏକ ଅଭିଯୋଗ ଲାଗିଛି। ଅନୁଗୁଳ ଏସପିଙ୍କ ପାଖରେ ଫେରାଦ ହୋଇଛି ହାବିଲଦାର ଓ କନେଷ୍ଟବଲ୍ ସଂଘ।
କେବଳ…
ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ
ଆଠମଲ୍ଲିକ : ୧୯୩୬ ଏପ୍ରିଲ ୧ରେ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ୨୦୩୬ରେ ଆମେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରିବା। ଏହି ସମୟ ମଧ୍ୟରେ ‘ବିକଶିତ ଭାରତ’ ଓ ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ଆମ ଓଡ଼ିଆ ପିଲାମାନେ ସୁସ୍ଥ…
୧୮ଚୋରି ବାଇକ ଉଦ୍ଧାର; ୨ବାଇକ ଚୋର ସହ ୧୪ଗିରଫ
ଅନୁଗୋଳ : ଅନୁଗୋଳ ସହରର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ବାଇକ ଚୋରି କରୁଥିବା ୨ମୁଖ୍ୟ ଅଭିଯୁକ୍ତ ସହ ୧୪ଜଣଙ୍କୁ ଗିରଫ କରାଯାଇ ଥିବା ବେଳେ ମୋଟ ୧୮ଟି ଚୋରି ବାଇକ ଉଦ୍ଧାର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସୂଚନା ଦେଇଛନ୍ତି।
ସହରର ଜିଲା…
ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଅନୁଗୋଳ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ଡେରଜାଙ୍ଗ ଠାରେ ବହୁପ୍ରତୀକ୍ଷିତ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କରିଛନ୍ତି। ପ୍ରାୟ ୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ଏକ…
ହାତୀ ଆକ୍ରମଣରେ ଦମ୍ପତି ଗୁରୁତର : ଅନୁଗୁଳ
ଅନୁଗୁଳ : ଅନୁଗୁଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ସରପା ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ଗୁରୁତର ମାନେ ହେଲେ ଭିକାରୀ ପାତ୍ର ଙ୍କ ପୁଅ ନିତ୍ୟାନନ୍ଦ…
ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର
ରେଢ଼ାଖୋଲ : ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ ସଭା ରେ ମୁଖ୍ୟ…