Browsing Category

ଅନୁଗୁଳ

ସାଢ଼େ ୪ଲକ୍ଷରେ ଅଙ୍ଗନବାଡ଼ି ପଦ ନିଲାମ!

ଅନୁଗୁଳ : ଚାକିରି ଦାମ୍‌ ସାଢ଼େ ଚାରି ଲକ୍ଷ। ଗାଁକୁ ଅଗ୍ରିମ ଟଙ୍କା ଦିଅ, ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଚାକିରି କର। ଅନୁଗୁଳ ସହର ଉପକଣ୍ଠର ଏକ ଗାଁର ଅଙ୍ଗନବାଡି କର୍ମୀ ପଦ ପାଇଁ ଗାଁ ସଭାରେ ହୋଇଥିବା ଏପ୍ରକାର ମୂଲଚାଲ୍‌ ଚର୍ଚ୍ଚାର ବିଷୟ ହୋଇଛି। ସବୁଠାରୁ ମଜାଦାର୍‌ କଥା ହେଲା, ସାଢ଼େ…

ନାଲ୍‌କୋ ସ୍ମେଲଟରରେ ପୋଡ଼ାହେଲା ଗଞ୍ଜେଇ

ଅନୁଗୁଳ : ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ଆଜି ୬ କୁଇଣ୍ଟାଲ ଗଞ୍ଜେଇ ଜାଳି ଦିଆଯାଇଛି। ୨୦୧୪ରେ ଛେଣ୍ଡିପଦା ଥାନା ପୁଲିସ ଏହି ଗଂଜେଇକୁ ଜବତ କରିଥିଲା। ଏହି ଗଂଜେଇକୁ ନଷ୍ଟ କରିବା ସମୟରେ ପ୍ରଦୂଷଣ ରୋକିବା ପାଇଁ ନାଲ୍‌କୋ ସ୍ମେଲଟର ପଟ୍‌ଲାଇନ୍‌ର ଲାଡର୍‌ ସପ୍‌ ବିଭାଗରେ ଏହାକୁ ଜାଳି…

୧୨ ଘଣ୍ଟିଆ ପାଲଲହଡା ବନ୍ଦ ।

ଅନୁଗୁଳ : ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ । ପାଲଲହଡା ଓକିଲ ସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ପାଲଲହଡା ଏବଂ ଖମାର ଠାରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି…