Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
“ପ୍ରଧାନମନ୍ତ୍ରୀ ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରୁନାହାଁନ୍ତି?”: ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ରମଣ
ନୂଆଦିଲ୍ଲୀ: “ରଚନାତ୍ମକ କଂଗ୍ରେସ ସମ୍ମିଳନୀ’ ରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଦେଶର ବ୍ୟବସ୍ଥା ଠିକ୍ ଭାବରେ କାର୍ଯ୍ୟ କରୁନାହିଁ ଏବଂ ଜନତା, ଛାତ୍ରଛାତ୍ରୀ ଏବଂ ପୀଡିତଙ୍କ କଥା ଶୁଣିବା ପରିବର୍ତ୍ତେ ସରକାର ନିଜ ଆଦେଶ…
ଚନ୍ଦ୍ର କୁମାର ବୋଷଙ୍କ ବଡ଼ ଘୋଷଣା: ଜେନ-ଜେଡ୍ ପାଇଁ ଗଢିବେ ନୂତନ ଦଳ
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ଆଜାଦ ହିନ୍ଦ ପାର୍ଟି ଗଠନ ଘୋଷଣା କରିଛନ୍ତି। ଦେଶର ଯୁବପିଢ଼ିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏହି ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦଳ ଯୁବକମାନଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବ।
ଜନ୍ତର ମନ୍ତରରେ…
CJP ପ୍ରତିବାଦ ମଧ୍ୟରେ ଅଖିଳେଶ ଏବଂ ରାହୁଲଙ୍କୁ କଡ଼ା ବାର୍ତ୍ତା ଦେଲେ ମାୟାବତୀ
ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଦିଲ୍ଲୀରେ ଚାଲିଥିବା ପ୍ରତିବାଦକୁ ନେଇ ଭାରତୀୟ ଜନତା ପାର୍ଟି (BJP) ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ପରୋକ୍ଷରେ…
ମମତାଙ୍କ ଟିଏମସି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍, ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟରେ ବୁଲିଲା ବୁଲଡୋଜର
କଲକାତା : ପଶ୍ଚିମବଙ୍ଗର ପ୍ରମୁଖ ରାଜନୈତିକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ବର୍ତ୍ତମାନ ଆଇନଗତ ଏବଂ ପ୍ରଶାସନିକ ସଙ୍କଟରେ ଫସି ରହିଛି। ଦଳର ଶୀର୍ଷ ନେତା ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଢାଯାଇଥିବା ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ପ୍ରବର୍ତ୍ତନ…
ମମତା ବାନାର୍ଜୀଙ୍କ ପାଇଁ ଝଟକା ପରେ ଝଟକା!: ମଦନ ମିତ୍ରଙ୍କ ପରେ ଏବେ ଇସ୍ତଫା ଦେଲେ କୋଏଲ ମଲିକ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୧୫ ବର୍ଷ କ୍ଷମତାରେ ରହିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କଟର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଦଳ ଭିତରେ ଆଭ୍ୟନ୍ତରୀଣ ଉତ୍ତେଜନା ଏବଂ ବିଭାଜନ ମଧ୍ୟରେ ଆଉ ଜଣେ ଟିଏମସି ରାଜ୍ୟସଭା…
ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ
ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି କଟକର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ଆଜି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କ ସମର୍ଥକଙ୍କ ସହିତ ସେ ପଦ୍ମ ଧରିଛନ୍ତି। ତାଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ଟୋପି…
ମାଛଧରା ବନ୍ଦର ଓ ମାଛ ଅବତରଣ କେନ୍ଦ୍ରର ସୁରକ୍ଷା ସୁନିଶ୍ଚିତ କରିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ
Home Minister orders to ensure security of fishing ports and fish landing centers
ପଞ୍ଜାବ ନିର୍ବାଚନ ପୂର୍ବରୁ ବଢିଲା ଚର୍ଚ୍ଚା: ଅମିତ ଶାହଙ୍କୁ ଭେଟିଲେ କଂଗ୍ରେସ ନେତା ସୁଖଜିନ୍ଦର ସିଂହ ରନ୍ଧାୱା
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ସାଂସଦ ସୁଖଜିନ୍ଦର ସିଂହ ରନ୍ଧାୱା ଆଜି ନୂଆଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଛନ୍ତି। ଆଜି ରନ୍ଧାୱା ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନରେ ପହଞ୍ଚିଥିଲେ, ଯେଉଁଠାରେ ସେ ଅମିତ ଶାହଙ୍କୁ ଭେଟିଥିଲେ। ଅମିତ ଶାହଙ୍କ ସହ ରନ୍ଧାୱାଙ୍କ ସାକ୍ଷାତ ପଞ୍ଜାବରେ…
ନୀତୀଶଙ୍କୁ ଉପ-ପ୍ରଧାନମନ୍ତ୍ରୀ କରିବାକୁ ଦାବି
ପାଟଣା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରିବାକୁ ଦାବି କରିଛି ଜେଡିୟୁ। ଆରଜେଡି ପରେ ଜେଡିୟୁର ଏହି ଦାବିକୁ ନେଇ ରାଜନୀତି ସରଗରମ ହୋଇଛି। ଜେଡିୟୁ ବିଧାୟକ ପଙ୍କଜ ମିଶ୍ର ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ନୀତୀଶ କୁମାରଙ୍କୁ…
ନିଜ ବିଭାଗରୁ ସବ୍ସିଡି ନେଇ ବିବାଦରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ ନିଜ ବିଭାଗରୁ ବିଭିନ୍ନ ଯୋଜନା ବାବଦକୁ ୯୯ ଲକ୍ଷ ୬୦ ହଜାର ଟଙ୍କା ନେଇଥିବା ଜଣାପଡ଼ିବା ପରେ ବିବାଦ ସୃଷ୍ଟି ହୋଇଛି।ସୂଚନାନୁଯାୟୀ ବାଣିଜ୍ୟିକ କୃଷିର ବିକାଶ ପାଇଁ ଫାର୍ମ କରିଥିବା ବ୍ୟକ୍ତିବିଶେଷଙ୍କୁ…