Browsing Category

ମନୋରଞ୍ଜନ

ସାର୍ଟଲେସ୍‌ ହୋଇ ଫଟୋ ପୋ‌ଷ୍ଟ୍‌ କଲେ ଶାହାରୁଖ୍‌, ଚର୍ଚ୍ଚାରେ ପତ୍ନୀ ଗୌରୀଙ୍କ କମେଣ୍ଟ୍‌

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ଓ ପତ୍ନୀ ଗୌରୀ ଖାନ୍‌ଙ୍କ କେମେ‌ଷ୍ଟ୍ରି କାହାକୁ ବା ଅଛପା। ଯେପରି ଗୌରୀ କିଛି ପୋଷ୍ଟ୍‌ କଲେ ଶାହାରୁଖ୍‌ କମେଣ୍ଟ୍‌ ଦେବାକୁ ଆଦୌ ଭୁଲନ୍ତି ନାହିଁ, ସେପରି ଶାହାରୁଖଙ୍କ ପୋଷ୍ଟ୍‌ରେ ବି ଗୌରୀଙ୍କ କମେଣ୍ଟ୍‌ ସବୁବେଳେ ଦେଖିବାକୁ ମିଳିଥାଏ।…

୨୦୦ କୋଟି ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜାକ୍‌ଲିନ୍‌ ଫଣ୍ଡାଣ୍ଡିଜ୍‌ଙ୍କୁ ଆଜି ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରାଯାଇଛି। ୫୦, ୦୦୦ ଟଙ୍କାର ମୁଚାଲିକା (ବଣ୍ଡ୍‌)…

ନିଜ ମାଆଙ୍କୁ ହତ୍ୟା କରିଥିଲେ ଅଭିନେତା; ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ନିଜ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହଲିଉଡ଼ ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ଙ୍କୁ ଅଦାଲତ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ନେଟଫ୍ଲିକ୍ସର ଲୋକପ୍ରିୟ ଶୋ’ ରିଭରଡେଲରେ ଅଭିନୟ କରିଥିବା ୨୪ ବର୍ଷୀୟ ରିଆନ୍ ଗ୍ରନ୍ଥମ୍‌ ତାଙ୍କ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଛଅ…

‘ହାର୍ଟ ଅଫ୍ ଷ୍ଟୋନ୍‌’: ସାମ୍ନାକୁ ଆସିଲା ଆଲିଆଙ୍କ ହଲିଉଡ଼ ଫିଲ୍ମର ପ୍ରଥମ ଝଲକ୍‌, ଆକ୍ସନ ଅବତାରରେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ‘ହାର୍ଟ ଅଫ୍ ଷ୍ଟୋନ୍‌’ ମାଧ୍ୟମରେ ହଲିଉଡ଼ରେ ପାଦ ଥାପିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଫିଲ୍ମରୁ ଆଲିଆଙ୍କ ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ସେ ଗାଲ୍ ଗାଡୋଟ୍‌ଙ୍କ ସହ ନଜର ଆସିବେ। ଫିଲ୍ମର ପ୍ରଥମ ଲୁକ୍ ଦେଖିବା ପରେ ଦର୍ଶକମାନେ…

ଅଭିନେତ୍ରୀ ରତନ ରାଜପୁତଙ୍କ ବଡ଼ ଖୁଲାସା: ମୁମ୍ବାଇରେ ଜଣେ ବୟସ୍କ ପ୍ରଯୋଜକଙ୍କ ‘କାଷ୍ଟିଙ୍ଗ୍‌ କାଉଚ୍‌’ର ଶିକାର…

ନୂଆଦିଲ୍ଲୀ: ଟେଲିଭିଜନ୍‌ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ରତନ ରାଜପୁତ । ସର୍ବଦା ସେ ନିଜକୁ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରଖିବା ସହ ନିଜର ସ୍ଫଷ୍ଟ ମତ ରଖିଥାନ୍ତି ଏବଂ ପ୍ରଶଂସକମାନଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅବଗତ କରାଇଥାଆନ୍ତି । ନିକଟରେ ରତନ ରାଜପୁତ ତାଙ୍କ ବ୍ୟକ୍ତିଗତ ଜୀବନ…

ସୁସ୍ଥ ହୋଇ ଘରକୁ ଫେରିଲେ ବାବୁସାନ୍‌

ଭୁବନେଶ୍ବର : ଗତ କିଛି ଦିନ ହେଲା ସମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଲିଉଡ୍‌ ସୁପରଷ୍ଟାର୍‌ ବାବୁସାନ ମହାନ୍ତି ଶନିବାର ଦିନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବା ପରେ ପତ୍ନୀ ତୃପ୍ତି ଶତପଥୀ ତାଙ୍କୁ ନେଇ ଘରକୁ ଫେରିଛନ୍ତି। ସୂଚନାଯୋଗ୍ୟ, ସତ୍ୟ…

ବାବୁସାନଙ୍କୁ ହସ୍ପିଟାଲରେ ଭେଟିଲେ ଧର୍ମପତ୍ନୀ ତୃପ୍ତି: ଡିସଚାର୍ଜ ହେଲେ ସୁପରଷ୍ଟାର

ଭୁବନେଶ୍ବର: ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍ ମହାନ୍ତି। ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କୁ ଭେଟିବା ଲାଗି ଆଜି ତାଙ୍କ ଧର୍ମପତ୍ନୀ ତୃପ୍ତି ଶତପଥୀ ସମ୍ ହସ୍ପିଟାଲରେ ପହଞ୍ଚିଛନ୍ତି। ତୃପ୍ତି ବାବୁସାନ୍ ମହାନ୍ତିଙ୍କ ପାରିବାରିକ…

ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’କୁ ନେଇ ହୋଇଥିବା ବୟକଟ୍‌ ‌ଟ୍ରେଣ୍ଡ୍‌ ଉପରେ ପ୍ରତିକ୍ରିୟା ରଖିଲେ ନିର୍ଦ୍ଦେଶକ ଆୟାନ

ମୁମ୍ବାଇ: ଚଳଚ୍ଚିତ୍ର ରିଲିଜ୍‌ ହେବା ପୂର୍ବରୁ ସୋସିଆଲ୍‌ ମିଡିଆରେ ‘ବୟକଟ୍‌ ବ୍ରହ୍ମ‌ାସ୍ତ୍ର’ ଟ୍ରେଣ୍ଡ୍‌ ଚାଲିଥିବା ବେଳେ ଶେଷରେ ଏହାକୁ ନେଇ ଏବେ ନିଜର ପ୍ରତିକ୍ରିୟା ଦେଇଛନ୍ତି ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ। ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଏହି ଚଳଚ୍ଚିତ୍ରଟିକୁ ନେଇ ଖୁବ୍‌…

ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’ଠୁ ଆଗରେ ରହିଛି ରଣବୀରଙ୍କ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପରଦାକୁ ଅସିବାକୁ ଦୀର୍ଘ ବର୍ଷ ସମୟ ଲାଗିଗଲା। ସୋସିଆଲ ମିଡିଆ‌ରେ ବୟକଟ୍‌ ଟ୍ରେଣ୍ଡ୍‌ ଚାଲିଥିଲେ ବି ପରଦାରେ ଆସିବା ପରେ ଚଳଚ୍ଚିତ୍ରଟି ସଫଳ ପ୍ରମାଣିତ ହୋଇଛି। ଚଳଚ୍ଚିତ୍ରଟି ଆଶାଠାରୁ ଅଧିକ ପ୍ରଦର୍ଶନ କରିଛି ବୋଲି ଆପଣ…

ସାମ୍ନାକୁ ଆସିଲା ‘ଥ୍ୟାଙ୍କ୍‌ ଗଡ଼୍‌’ର ପୋଷ୍ଟର

ମୁମ୍ବାଇ: ଅଜୟ ଦେବଗନଙ୍କ ପ୍ରଶଂସକଙ୍କ ପଇେଁ ଖୁସି ଖବର। ନିଜ ପ୍ରିୟ ତାରକାଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ସେମାନଙ୍କୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଖୁବଶ୍ରୀଘ୍ର ସମସ୍ତଙ୍କ କର୍ମର ହିସାବ କିତାବ କରିବାକୁ ଆସୁଛନ୍ତି ଅଜୟ। କାରଣ ଏଥର ସେ ଚିତ୍ରଗୁପ୍ତ ସାଜି​‌ବେ। ଅଜୟ…