Browsing Category

ମନୋରଞ୍ଜନ

ଶେହନାଜଙ୍କ ପାଇଁ କାନ୍ଦିଲେ ଓ ଆଣ୍ଠେଇଲେ‌ ପ୍ରଶଂସିକା; ଧରିପକାଇ ଆଲିଙ୍ଗନ ଓ ଚୁମ୍ବନ କଲେ ଅଭିନେତ୍ରୀ

ମୁମ୍ବାଇ: ନିଜର ପ୍ରଶଂସକମାନଙ୍କୁ ଉତ୍ତମ ବ୍ୟବହାର ଦେଖାଇବାରେ ଶେହେନାଜ୍‌ କୌର୍‌ ଗିଲ୍‌ କେବେ ବି ହେଳା କରନ୍ତି ନାହିଁ। ତାଙ୍କର ଏହି ଉଦାର ଗୁଣ ପାଇଁ ଆଜି ଶେହେନାଜ୍‌ଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ନିକଟରେ ଶେହେନାଜ୍‌ଙ୍କର ଜଣେ ମହିଳା ପ୍ରଶଂସକଙ୍କ ସହ ଏକ ଭିଡିଓ ଭାଇରାଲ୍‌…

ପରସ୍ପରକୁ ଡେଟ୍ କରୁଛନ୍ତି ପ୍ରଭାସ-କ୍ରିତି ! ବିବାହ କଥା ପଚରାଯିବାରୁ କ୍ରିତି କହିଲେ….

ମୁମ୍ବାଇ: ବହୁ ପ୍ରତୀକ୍ଷିତ ପ୍ୟାନ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ରେ ପ୍ରଥମ ଥର ପାଇଁ ସାଥିରେ ନଜର ଆସିବେ ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍। ‘ଆଦିପୁରୁଷ’ରେ ଦୁ‌ହେଁ ପ୍ରଥମ ଥର ପାଇଁ ‌ସାଙ୍ଗ ହୋଇ କାମ କରୁଥିବା ବେଳେ ଏବେ ପରସ୍ପରକୁ ଦୁହେଁ ଡେଟ୍ କରୁଥିବା ଚର୍ଚ୍ଚା…

ଅଭିନେତାରୁ ପ୍ରଯୋଜକ ସାଜିଲେ ମନୁ ଦ୍ବିବେଦୀ

ଅଭିନେତାରୁ ପରୋକ୍ଷ ଭାବେ ପ୍ରଯୋଜକ ସାଜିଛନ୍ତି ମନୁ ଦ୍ବିବେଦୀ। ଅତୀତରେ ‘ଦାଦା‌ଗିରି’ ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତି ଓ ମିହିର ଦାସଙ୍କ ସହ ଚକୋଲେଟ୍ ହିରୋ ସାଜିଥିବା ମନୁ ବହୁଦିନର ବ୍ୟବଧାନ ପରେ ‘ଡନ୍’ ଓ ‘ଏ ମନ ମାନେନା’ରେ ମଧ୍ୟ ଅଭିନୟ କରିଛନ୍ତି। ଏବେ କିନ୍ତୁ ସେ ପ୍ରଯୋଜନା…

କେବିସିରେ ବିଗ-ବି ପଚାରିଲେ ଏମିତି ଏକ ପ୍ରଶ୍ନ ଭାବୁକ ହୋଇଗଲେ ରାଜୁଙ୍କ ପରିବାର

ମୁମ୍ବାଇ: ଟିଭି ରିଅଲିଟି ସୋ ’କୌନ ବନେଗା କରୋଡ଼ପତି ସିଜନ ୧୪ ର ଏକ ଏପିସୋଡକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ଏହି ଶୋ’ରେ ଅମିତାଭ ବଚ୍ଚନ ଦିବଂଗତ ରାଜୁ ଶ୍ରୀବାସ୍ତବଙ୍କ ସହ ଜଡିତ ଏକ ମଜାଦାର ପ୍ରଶ୍ନ ପଚାରିଥିଲେ। ଏହା ପରେ ପରିବାର ସୋସିଆଲ ମିଡିଆରେ ବିଗ୍ ବିଙ୍କୁ କୃତଜ୍ଞତା ଜଣାଇଛନ୍ତି।…

ଜୀବନ ଯୁଦ୍ଧରେ ହାରିଗଲେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ

ପୁଣେ: ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ। ଗତ କିଛି ଦିନ ହେବ ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ପରେ ଏହାକୁ ଖଣ୍ଡନ କରିଥିଲେ ପରିବାର ଲୋକେ। ହେଲେ ଗୋଟିଏ ଦିନ…

୬୨ ବର୍ଷ ବୟସରେ ବି ଯୁବକ ପରି ଦିଶନ୍ତି ସୁନୀଲ; ୮ ବର୍ଷ ହେବ ଏହି ରଂଗର ସମସ୍ତ ଖାଦ୍ୟକୁ କରିଛନ୍ତି ‘ଅଲ୍‌ବିଦା’

ମୁମ୍ବାଇ: ଧୀରେ ଧୀରେ ସବୁ କଳାକାର ପ୍ରାୟ ଡିଜିଟାଲ୍‌ ଆଡ଼େ ମୁହାଁଇଥିବା ବେଳେ ନିକଟରେ ସୁନୀଲ ସେଟ୍ଟୀ ମଧ୍ୟ ତାଙ୍କର ଡିଜିଟାଲ୍‌ ଡେବ୍ୟୁ କରି ସାରିଛନ୍ତି। ସୁନୀଲଙ୍କୁ ୬୨ ବର୍ଷ ହୋଇଥିବା ବେଳେ ସେ ତାଙ୍କ ୱେବ୍‌ ସରିଜ୍‌ରେ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଭୂମିକା ନିଭାଇଛନ୍ତି। ମାତ୍ର ଆପଣ…

ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, କଣ୍ଠସ୍ବର ଓ ନାଁ ବ୍ୟବହାର କରାଯାଇ ପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି। ଜାରି କରିଥିବା ଆଦେଶରେ ଅଦାଲତ ଅଭିନେତା ବଚ୍ଚନଙ୍କ ବ୍ୟକ୍ତିତ୍ବ ଅଧିକାର ଦଖଲ କରିବାରୁ ନିବୃତ…

୧୩ତମ ବିବାହ ବାର୍ଷିକୀ ଅବସରରେ ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ଭିଡିଓ ପୋଷ୍ଟ୍‌ କଲେ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିବାହକୁ ୧୩ ବର୍ଷ ପୂରିଯାଇଛି। ୨୦୦୯ ମସିହା ନଭେମ୍ବର ୨୨ ‌ତାରିଖରେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ସ୍ବତନ୍ତ୍ର ଦିନରେ ନିଜ ସ୍ବାମୀଙ୍କୁ ବିବାହ ବାର୍ଷିକୀ ଉତ୍ସବର ଶୁଭକାମନା‌…

ପୁରସ୍କାର ଗ୍ରହଣ ବେଳେ କାନ୍ଦି ପକାଇଲେ ରଣବୀର

ମୁମ୍ବାଇ : ମଞ୍ଚ ଉପରେ ପୁରସ୍କାର ଗ୍ରହଣ କରୁଥିବାବେଳେ ଅତ୍ୟନ୍ତ ଖୁସି ହେଉଥିବାବେଳେ ଜୀବନର ସଂଘର୍ଷମୟ ସମୟର କଥା ମନେ ପକାଇ କାନ୍ଦି ପକାଇଥିଲେ ବଲିଉଡ ଅଭିନେତା ରଣବୀର ସିଂ। ପୁରସ୍କାର ଗ୍ରହଣ କରିବା ଏକ ଚମତ୍କାର ଘଟଣା ବୋଲି କହିଥିଲେ। ଶନିବାର ଦୁବାଇରେ ଆୟୋଜିତ ଫିଲ୍ମଫେୟାର ମିଡିଲ୍…

ବଲିଉଡ୍‌ର ଭରସା ତବୁ

ସୁପରଷ୍ଟାର୍ ତବୁ ଏକାକୀ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ରକ୍ଷା କରିଛନ୍ତି। ଏ ବର୍ଷ ଯେଉଁ ମାତ୍ର ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ସଫଳତା ହାସଲ କରିପାରିଛନ୍ତି (ଭୁଲ ଭୁଲୈୟା-୨ ଓ ଦୃଶ୍ୟମ୍‌-୨) ସେଥିରେ ତବୁ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଉତ୍ତର-ପଚାଶ ବୟସରେ ତବୁ ପ୍ରସିଦ୍ଧିର ଶୀର୍ଷ…