Browsing Category

ଯାଜପୁର

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

ଯାଜପୁର: ଜନକୈନ୍ଦ୍ରିକ ପୋଲିସ୍ ସେବାକୁ ଅଧିକ ଶକ୍ତିଶାଳୀ କରିବା ଏବଂ ଡିଜିଟାଲ୍ ନବସୃଜନକୁ ଆପଣେଇବା ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ସ୍ୱରୂପ, ଯାଜପୁର ପୋଲିସ୍ ପକ୍ଷରୁ ଆଜି ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ ହୋଇଛି। ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ସହଜ ଉପଲବ୍ଧତା,…

ବ୍ରହ୍ମବରଦା ତାରିଣୀ ଛକରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁର ଜିଲ୍ଲାର ବ୍ରହ୍ମବରଦା ବଜାର ତାରିଣୀ ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ଟି ଦୋକାନ ଘର ଜଳିଯାଇଛି।  ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।  ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏକ…

ନେଉଳପୁର ପାହାଡରେ ବଣୁଆ ହାତୀ

ଯାଜପୁର :  ଯାଜପୁର ଜିଲା ଧର୍ମଶାଳା  ନେଉଳପୁର ପାହାଡ଼ରେ ଏକ ବଣୁଆ ହାତୀ ଦୌରାତ୍ମ୍ୟ ଦେଖିବାକୁ ମିଳିଛି।  ବୁଧବାର ରାତିରୁ ଗୋଟିଏ ବଣୁଆ ହାତୀ ପଶିଆସି ରହିଛି। ଜଙ୍ଗଲ ବିଭାଗ ପକ୍ଷରୁ ହାତୀକୁ ଠାବ କରାଯାଇ ଘଉଡ଼ାଇବାକୁ ଉଦ୍ୟମ କରାଯାଉଥିବା ବୈରୀ ରେଞ୍ଜର ସଚ୍ଚିଦାନନ୍ଦ ସୁବୁଦ୍ଧି ସୂଚନା…

ଜଣେ କଦଳୀ ବେପାରୀଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଲୁଟ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଚଣ୍ଡିଖୋଲ -ଡ଼ୁବୁରୀ ୫୩ନଂ ଜାତୀୟ ରାଜପଥ ନିକଟ କନ୍ତପଡ଼ା ଛକ ନିକଟରୁ ଜଣେ ବ୍ୟକ୍ତିଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଲୁଟ ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଜଣେ କଦଳୀ ବେପାରୀଙ୍କ ସହଯୋଗୀ ବୋଲି ଜଣା…

ସକାଳେ ବିଜେଡ଼ି ଛାଡି ଥିବା ଛାତ୍ରନେତା ସୌମ୍ୟ ପ୍ରକାଶ ସନ୍ଧ୍ୟାରେ ବିଜେପି ରେ ଯୋଗ ଦେଇଛନ୍ତି ।

ଧର୍ମଶାଳା: ସୋମବାର ସକାଳେ ବିଜେଡ଼ି ଛାଡି ଥିବା ଛାତ୍ରନେତା ସୌମ୍ୟ ପ୍ରକାଶ ସନ୍ଧ୍ୟାରେ ବିଜେପି ରେ ଯୋଗ ଦେଇଛନ୍ତି । ସୌମ୍ୟଙ୍କ ସହ ଏକାଧିକ ନେତା ପଦ୍ମ ଧରିଛନ୍ତି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପୁଣି ବଡ଼ ଝଟକା । ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଜଣକ ପରେ ଜଣେ ବିଜେଡ଼ି…

ଯାଜପୁର ନିକଟରେ ନିୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ

ଜାଖପୁରା : ଆଜି ସକାଳ ପ୍ରାୟ ୮:୫୧ ମିନିଟରେ ଟ୍ରେନ ନଂ ୨୨୬୧୧ ଚେନ୍ନାଇ-ନୂଆ ଜଳପାଇଗୁଡ଼ି (MAS–NJP) ଏକ୍ସପ୍ରେସ ଜଖପୁରା ୟାର୍ଡ (JKPR) ଦେଇ ଯାଉଥିବା ସମୟରେ ସାମାନ୍ୟ ଲାଇନଚ୍ୟୁତ ହୋଇଛି। ରେଳ ଅଧିକାରୀଙ୍କ ଅନୁଯାୟୀ, ଟ୍ରେନଟି ବହୁତ ଧୀର ଗତିରେ ଯାଉଥିବା ସମୟରେ ୟାର୍ଡ ସୀମା ମଧ୍ୟରେ…

ଖଣ୍ଡଗିରି ଆସିବା ପୂର୍ବରୁ ନାଟ୍ୟ ମଣ୍ଡପ ଗାଡ଼ି ଦୁର୍ଘଟଣାଗସ୍ତ, ୪ ଜଣ ଗୁରୁତର

ଯାଜପୁର : ଯାଜପୁରରେ ଓଲଟିଲା ରାଣୀ ପଣ୍ଡାଙ୍କ ଯାତ୍ରା ପାର୍ଟି ଟ୍ରକ। କୋରେଇରୁ ଯାତ୍ରା ସାରି ଫେରୁଥିବା ଗୋଲେଇପୁର ନିକଟ ନାଟ୍ୟ ମଣ୍ଡପ ଗାଡ଼ି ଦୁର୍ଘଟଣାଗସ୍ତ। ଟ୍ରକ୍ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ରାସ୍ତାକଡ଼କୁ ଓଲଟି ପଡିଲାଥିଲା ଦୁର୍ଘଟଣାରେ ଏକାଧିକ କଳାକର ଓ ଚାଳକ ଗୁରୁତର…

ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ କାରଖାନା ରେ ଷ୍ଟେନ୍ ଲେସ୍ ଶ୍ଟିଲ ମେକିଂଗ, ପ୍ରସେସ୍ ଡିଟେଲ୍ ଏବଂ ଇମୋସନାଲ…

ଯାଜପୁର : କଳିଙ୍ଗ ନଗର ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ କାରଖାନା ରେ ଷ୍ଟେନ୍ ଲେସ୍ ଶ୍ଟିଲ ମେକିଂଗ, ପ୍ରସେସ୍ ଡିଟେଲ୍ ଏବଂ ଇମୋସନାଲ ଇଂନ୍ଟେଲିଜେନ୍ସ ଏବଂ ମେନ୍ଟେନାନ୍ସ ମ୍ୟାନେଜମେନ୍ଟ୍ ସଂବନ୍ଧୀୟ କର୍ମଶାଳା ଆୟୋଜନ କରିଥିଲେ। କର୍ମଶାଳା ର ଆରମ୍ଭ ରେ ଜିନ୍ଦଲ ଷ୍ଟେନ୍ ଲେସ୍…

କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଶିଶୁ ଯତ୍ନ ପ୍ରତିଷ୍ଠାନର ଶିଳାନ୍ୟାସ

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯଖପୁରା ଠାରେ ଅତ୍ୟାଧୁନିକ କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଶିଶୁ ଯତ୍ନ ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ସେ କହିଛନ୍ତି ଏହି…

କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ୧୭ ଜଣଙ୍କୁ ମିଳିଲା ନୂତନ ନିଯୁକ୍ତି

ଯାଜପୁର: ଯାଜପୁର ଜିଲା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ନେଇ ବିଭିନ୍ନ ସମୟରେ ଦାବି ହୋଇଥିଲା।  କଳିଙ୍ଗନଗର ସ୍ଥିତ ଘରୋଇ କମ୍ପାନୀ ଜିନ୍ଦଲରେ ଦାନଗଦୀ-ସୁକିନ୍ଦାର ୧୭ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି। ଏହାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ବିଧାୟକ ତଥା…