Browsing Category

କେନ୍ଦ୍ରାପଡା

ଲଗାଣବର୍ଷା ପବନରେ ପଟ୍ଟାମୁଣ୍ଡାଇ ଷ୍ଟେଟ ବ୍ୟାଙ୍କରେ ଗଛ ଉପୁଡି, ୨ଟି ବାଇକ ଭାଂଗିଲା,ସେବା ପ୍ରଭାବିତ

ପଟ୍ଟାମୁଣ୍ଡାଇ ତା ୨୩/୯-ଗତ କିଛି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ପବନ ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି I ସର୍ବତ୍ର ରାସ୍ତାଘାଟରେ ପାଣି ସୁଅ ଛୁଟୁଛି I ଲଗାଣବର୍ଷା ପବନ ଯୋଗୁଁ ପଟ୍ଟାମୁଣ୍ଡାଇ ଷ୍ଟେଟ ବ୍ୟାଙ୍କ ପରିସରରେ ଥିବା ଏକ କଦମ୍ଭ ଗଛ ହଠାତ ଉପୁଡି…

ସାଂସଦ ବୈଜୟନ୍ତ ପଣ୍ଡା ମହାରାଷ୍ଟ୍ର ପ୍ରଭାରୀ ନିଯୁକ୍ତ, ବିଭିନ୍ନ ମହଲରରୁ ଶୁଭେଚ୍ଛା

ପଟ୍ଟାମୁଣ୍ଡାଇ୨୩/୯-ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଉପରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ନିତିନ ନବୀନ ପୁନଃ ଆସ୍ଥା ପ୍ରକଟ କରିଛନ୍ତି I ସାଂସଦ ଶ୍ରୀପଣ୍ଡାଙ୍କ ଦୀର୍ଘ ଅନୁଭୂତି ଓ ଅଭିଜ୍ଞତାକୁ ବିଚାରକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ମହାରାଷ୍ଟ୍ର ଭଳି…

ପୋଖରୀରେ ବୁଡି କୁନି ଛାତ୍ରଙ୍କ ମୃତ : ସମଗ୍ର ଧୋୟାଞ୍ଚଳ ରେ ଶୋକର ଛାୟା

ପଟ୍ଟାମୁଣ୍ଡାଇ୨୩/୯- ପଟ୍ଟାମୁଣ୍ଡାଇ ବ୍ଲକ ତଥା ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି I ପେଣ୍ଠପାଳ ପଂଚାୟତ ପେଣ୍ଠପାଳ ଗ୍ରାମର ତାପସ ବିଶ୍ୱାଳଙ୍କ ପୁଅ ପ୍ରକାଶ ବିଶ୍ୱାଳ (ବବଲୁ ) ୧୧ବର୍ଷ ନିକଟସ୍ଥ ସିରା ପଡିଆ ପୋଖରୀକୁ ଦିବା ୧ଘଟିକା ସମୟରେ ଶୌଚ…

ପଟ୍ଟାମୁଣ୍ଡାଇ ବ୍ଲକରେ ବେଟି ବଚାଓ, ବେଟି ପଢ଼ାଓ ଅଭିଯାନ

ପଟ୍ଟାମୁଣ୍ଡାଇ ତା ୨୨/୯- ପଟ୍ଟାମୁଣ୍ଡାଇ ବ୍ଲକରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି I ପଟ୍ଟାମୁଣ୍ଡାଇ ବ୍ଲକ ସି ଡି ପି ଓ ଲଷ୍ମୀମଣି ସିଂଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ବି ଡି ଓ ନନ୍ଦିନୀ ଶତପଥୀ, ପଟ୍ଟାମୁଣ୍ଡାଇ…

ନଳକୂପ ଚର୍ତୃପାର୍ଶ୍ଵ ସରକାରୀ ଜମି ଅବରୋଧ ଜଳ ନିଷ୍କାସନ ପଥ ବନ୍ଦ: ତହସିଲଦାରଙ୍କୁ ଦାବୀପତ୍ର !

ପଟ୍ଟାମୁଣ୍ଡାଇ ୨୨/୯:ସାରା ଓଡ଼ିଶାରେ ପାନୀୟଜଳ ସଙ୍କଟ ଦେଖାଦେଇଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ପଂଚାୟତ ବଢ଼େଇପଡା ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସେହି ଗ୍ରାମରେ ଥିବା ଏକ ନଳକୂପ ଉପରେ ଗ୍ରାମବାସୀ ମାନେ ପିଇବା ପାଣି ଉପରେ ନିର୍ଭରଶୀଳ ।ମାତ୍ର…

କେନ୍ଦ୍ରାପଡା ବ୍ଲକ ଓ ନଗର ବିଜେଡି ପୁନଃଗଠିତ

ପଟ୍ଟାମୁଣ୍ଡାଇ୨୦/୯- ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡା ବ୍ଲକ ଓ ନଗର ବିଜେଡିର ପୁନଃଗଠନ କରିଛନ୍ତି I ନବୀନଙ୍କ ଅନୁମୋଦନକ୍ରମେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ପଟ୍ଟାମୁଣ୍ଡାଇ…

ପଟ୍ଟାମୁଣ୍ଡାଇ ବ୍ଲକ ନଗର ବିଜେଡି ପୁନଃଗଠିତ

ପଟ୍ଟାମୁଣ୍ଡାଇ ୨୦/୯:  ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ବିଜେଡି ସୁପ୍ରିମୋ ବିରୋଧୀ ଦଳ ନେତା ନବୀନ ପଟନାୟକ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡିର ପୁନଃଗଠନ କରିଛନ୍ତି I ନବୀନଙ୍କ ଅନୁମୋଦନକ୍ରମେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ପଟ୍ଟାମୁଣ୍ଡାଇ…

ଜ୍ୟୋତିରଞ୍ଜନ ପ୍ରଧାନ (ବଣ୍ଟି) ବିଜୁଜନତାଦଳ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ

ପଟ୍ଟାମୁଣ୍ଡାଇ ୨୦/୯ :କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ ଜ୍ୟୋତିରଞ୍ଜନ ପ୍ରଧାନ ମନୋନୀତ ହୋଇଛନ୍ତି।ଶ୍ରୀ ପ୍ରଧାନ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଞ୍ଚଳର ୭ ପଞ୍ଚାୟତର ଜଣେ ମୂଖ୍ୟ ସଙ୍ଗଠକ ଭାବେ…

ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରଵ, ବ୍ୟାପକ ଫସଲହାନି, ଲୋକେ ଆହତ

ପଟ୍ଟାମୁଣ୍ଡାଇ ତା ୧୯/୯- ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରଵ ଦିନକୁ ଦିନ ବଢ଼ିବାରେ ଲାଗିଛି I ସହର ଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡରେ ମାଙ୍କଡ଼ ଉପଦ୍ରବ ଦେଖିବାକୁ ମିଳୁଛି I ବିଶେଷ କରି ୨୦ନଂ ୱାର୍ଡରେ ସ୍ଥିତି ଅଧିକ ସଂଗୀନ ହୋଇଛି I ପ୍ରାୟତଃ ସକାଳ ଖରାବେଳେ ଦଳ ଦଳ ହୋଇ…

ରିଲିଫ ବଣ୍ଟନକରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ପୌର ପରିଷଦ ଡି ଏଲ ଆର୍ କର୍ମଚାରୀଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ୧୪/୯: ଗତକାଲି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ଜନୈକ ଡି ଏଲ ଆର୍ କର୍ମଚାରୀ ଅକ୍ଷୟ ମଲ୍ଲିକ (ଅମିନ) ୧୦ ନଂ ଓ୍ଵାର୍ଡରେ ରିଲିଫ ବଣ୍ଟନ କରି ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି I ପ୍ରକାଶ…