ଶୁଭେଚ୍ଛୁ ଓ ସମର୍ଥକଙ୍କ ପକ୍ଷରୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଜନ୍ମଜୟନ୍ତୀ ପାଳିତ

0

ପଟ୍ଟାମୁଣ୍ଡାଇ ୭/୧୧:ଜନମାନସର‌ ନେତା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଜନ୍ମଜୟନ୍ତୀ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକଙ୍କ ପକ୍ଷରୁ ପାଳିତ ହୋଇଯାଇଛି।ଆଜି ଏହି ଅବସରରେ ଶୁଭେଚ୍ଛୁ ମାନେ
ଏକତ୍ରିତ ହୋଇ ନିକଟସ୍ଥ ଶ୍ରୀରାମ ମନ୍ଦିରରେ ଦ୍ଵୀପଦାନ କରିବା ପରେ‌ ପଟ୍ଟାମୁଣ୍ଡାଇ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗିମାନଙ୍କୁ ଫଳ ବଣ୍ଟନ ଓ ଅସହାୟ ଲୋକଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ
ଅମୂଲ୍ୟ ପ୍ରଧାନ, ଅବିନାଶ ଲେଙ୍କା,ମଳୟ ଓଝା, ମନୋରଂଜନ କର,ଆଲୋକ ଧଳ,ସନାତନ ବିଶ୍ଵାଳ,ମିଲନ ଦାସ,ପ୍ରଭାତ ପ୍ରଧାନ,ବୁଲୁ ନାୟକ, ପ୍ରଦୀପ୍ତ ବେହେରା, ଦିଲ୍ଲୀପ ମହାନ୍ତି,ମନୋଜ ନାୟକ,ସମୀର ଜେନା, ଦେବାଶିଷ ମହାନ୍ତି, ରଞ୍ଜିତ ଜେନା, ନିରଞ୍ଜନ ସେଠୀ,ସେକ୍ ଅମରୁଲ, ସୁବ୍ରତ ଦାସ, ବ୍ରଜକିଶୋର ନାୟକ, ଚୌଧୁରୀ ବିରଞ୍ଚି ରାୟ, ରାଜେନ୍ଦ୍ର ଜେନା, ରିଙ୍କୁ ମଲ୍ଲିକ, ଲକ୍ଷ୍ମୀଧର ବାରିକ,ଆର୍ଶୀବାଦ ସାମଲ, ସତ୍ୟବ୍ରତ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.