Browsing Category

ଗଞ୍ଜାମ

ଜେଲରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର:ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା । ମଙ୍ଗଳବାର ସନ୍ଧ୍ୟାରେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ସେ ଆଜକୁ ୧୦ ମାସ ହେବ ଜେଲରେ ଥିଲେ ।…

ବ୍ରହ୍ମପୁରରେ କାର୍‌ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ହଳଦିଆପଦର ବସ୍‌ ଟର୍ମିନାଲ ନିକଟରେ ଥିବା ଏକ କାର୍‌ ସୋରୁମ୍‌ରେ ଶନିବାର ହଠାତ୍‌ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ନିଆଁର ପ୍ରକୋପ ବଢ଼ିଯିବା ସହ ସୋରୁମ୍‌ରୁ ପ୍ରବଳ କଳା ଧୂଆଁ ବାହାରିଥିଲା। ଫଳରେ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ ଘୋଷଣା

ଗଞ୍ଜାମ: ଦୀର୍ଘ ୪୦ ବର୍ଷ ଧରି ବିସ୍ଥାପିତ ସମସ୍ୟାରେ ଥିବା ଗଞ୍ଜାମର ପରିବାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ଗୋଳାବନ୍ଧଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେଇ ବିସ୍ଥାପିତଙ୍କ ପାଇଁ ଆର୍ଥିକ ସହାୟତା, ପକ୍କା ଘର ଓ ଜମି ପଟ୍ଟା ବଣ୍ଟନ…

ରାକ୍ଷୀ ପୂର୍ବରୁ ଭାଙ୍ଗିଗଲା ଭଉଣୀର ସ୍ୱପ୍ନ : ଦୁବାଇରେ ଚାଲିଗଲା ଭାଇର ଜୀବନ

ଗଞ୍ଜାମ : କାନ୍ଦି କାନ୍ଦି ମାଟିରେ ଲୋଟି ପଡୁଛି ଭଉଣୀ। କଥା ଦେଇଥିଲା ଭାଇ। ଏଇ ରାକ୍ଷୀରେ ଘରକୁ ଆସିବ। ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବଡ଼ ସରାଗରେ ଚାହିଁ ବସିଥିଲା ହତଭାଗିନୀ ଭଉଣୀ। ଆଜି କାଲି ନୁହେଁ, ଦୀର୍ଘ ୨ ବର୍ଷ ହେଲା ଅପେକ୍ଷା କରିଥିଲା। ହେଲେ କିଏ ଜାଣିଥିଲା ହାତରେ ସେଇ…

ମହାକାଶ ମିଶନରେ ଓଡ଼ିଆ ଯୁବକଙ୍କ କମାଲ, ପୋଲାଣ୍ଡରୁ ଟ୍ରେନିଂ ନେଇ ଫେରିଲେ ବିଶ୍ୱଜିତ

ବ୍ରହ୍ମପୁର: ପୋଲାଣ୍ଡରେ ଟ୍ରେନିଂ ନେଇ ଫେରିଛନ୍ତି ବ୍ରହ୍ମପୁରର ବିଶ୍ବଜିତ। ବ୍ୟୋମ ସେତୁ ଆନାଲଗ ସ୍ପେସ ମିଶନରୁ ୧ ମାସ ଟ୍ରେନିଂ ନେଇଥିବା ସେ ହେଉଛନ୍ତି ପ୍ରଥମ ଓଡ଼ିଆ ସ୍ପେସ ଆର୍କିଟେକ୍ଟ। ବିଶ୍ୱଜିତଙ୍କ ତତ୍ତ୍ବାବଧାନରେ  ପୋଲାଣ୍ଡରେ ପ୍ରଶିକ୍ଷଣରେ ଭାରତରୁ ମାତ୍ର ୭ ଜଣ ଭାଗ ନେଇଥିଲେ।…

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଛତ୍ରପୁର: ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଯୋଗ ଦେଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଛତ୍ରପୁର ପୋଲିସ ପଡିଆରେ ଆୟୋଜିତ ଏହି ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆଜି ସକାଳେ ମନ୍ତ୍ରୀ ପୋଲିସ ପଡିଆରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ତରଫରୁ ସ୍ବାଗତ କରାଯାଇଥିଲା।…

ସ୍ୱାଧୀନତା ଦିବସ ଅବସରରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ

ବ୍ରହ୍ମପୁର: ତା ୧୫. ୦୮.୨୦୨୬: ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦ୍ୱାରା ପରିଚାଳିତ ଗଂଜାମ ଜିଲ୍ଲାର ରଙ୍ଗେଈଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ର ଡିନ ପ୍ରଫେସର…

ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ।

ଗଜପତି : ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଆଜି ବ୍ରହ୍ମପୁରସ୍ଥିତ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସୁରକ୍ଷା ବ୍ୟବସ୍ଥାର ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ…

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

ବ୍ରହ୍ମପୁର: ISRD ଓ ସଖୀ ୱାନ ଷ୍ଟପ ସେଣ୍ଟର, ଗଞ୍ଜାମ ତରଫରୁ ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନରେ କାର୍ଯ୍ୟରତ ଶତାଧିକ କର୍ମଚାରୀ, ଭେଣ୍ଡର, କୁଲି, ସଫେଇ କର୍ମଚାରୀ, ହକେର ସ୍ଟାଫ, ଅଟୋ ଚାଳକଙ୍କ ସହ ରେଳ ସୁରକ୍ଷା ବଳ ଓ ସରକାରୀ ରେଳ ପୁଲିସଙ୍କ ସହଯୋଗରେ…

ପ୍ରଫେସର ରବିନାରାୟଣ ମିଶ୍ର ସ୍ମୃତି ବ୍ୟାଖ୍ୟାନ

ବ୍ରହ୍ମପୁର : ଗତ ୧୮.୦୭.୨୦୨୬ ଶନିବାର ଦିନ ରଙ୍ଗେଈଲୁଣ୍ଡା ସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଠାରେ ପ୍ରଫେସର ରବିନାରାୟଣ ମିଶ୍ର ଙ୍କର ସ୍ମୃତି ବ୍ୟାଖ୍ୟାନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ମାନ୍ୟବର କୁଳପତି ପ୍ରଫେସର ପ୍ରଭାତ କୁମାର…