Browsing Category

ଗଞ୍ଜାମ

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କ ବିଏମଡବ୍ଲୁକୁ ଜବତ କଲା ଇଡି

ଭୁବନେଶ୍ବର: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଓ କଳାଧନର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆକାଶ ପାଠକଙ୍କ ବିଏମଡବ୍ଲୁ ଗାଡ଼ିକୁ ଜବତ କରିଛି। ଏହି ଗାଡ଼ିକୁ ୨୦୨୦ ଅକ୍ଟୋବର ୫ ତାରିଖରେ କିଣା ଯାଇଥିଲା। ଏହି ଗାଡ଼ିର ଗଞ୍ଜାମ ଆରଟିଓ ରେଜିଷ୍ଟ୍ରେସନ ରହିଛି। ଏ ନେଇ ପୂର୍ବରୁ…

ତପ୍ତପାଣି ଘାଟିରେ ବସ୍ ବ୍ରେକଫେଲ୍‌, ୧୦ ଆହତ

ପାଟପୁର: ଗଞ୍ଜ‌ାମ ଜିଲ୍ଲା ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ‘ମହାଲକ୍ଷ୍ମୀ’ ନାମକ ଘରୋଇ ବସ୍‌ଟି ଗଜପତି ଜିଲ୍ଲା ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତପ୍ତପାଣି ଘାଟି ତଳକୁ ଖସୁଥିବା ସମୟରେ…

କୋର୍ଟ ଭିତରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: କାରଣ ଅସ୍ପଷ୍ଟ

ବ୍ରହ୍ମପୁର: ବ୍ରହ୍ମପୁର ଏସଡିଜେଏମ କୋର୍ଟ ଭିତରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଆଜି ଜଣେ ମହିଳା ହଠାତ କୋର୍ଟକୁ ଆସି ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୋର୍ଟରେ ଥିବା ପୁଲିସ କର୍ମଚାରୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର…

ଜଗନ୍ନାଥ ପ୍ରସାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ଜଣଙ୍କ ପ୍ରାଣହାନି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ ମୃତକ ଟ୍ରକର ଡ୍ରାଇଭର୍ ଓ ହେଲପର୍। ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା…

ଦକ୍ଷିଣ, ଉତ୍ତର ଘୁମୁସର ବନଖଣ୍ଡରେ ଗଜରାଜଙ୍କ ଜୀବନ ବିପଦରେ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲାର ବୃହତ୍ ବନଖଣ୍ଡ ଦକ୍ଷିଣ ଓ ଉତ୍ତର ଘୁମୁସର ବନଖଣ୍ଡରେ ଗଜରାଜଙ୍କ ଜୀବନ ବିପଦରେ। ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳର ପାଙ୍ଗିଡ଼ି ପଞ୍ଚାୟତ ବେଲପଡ଼ା ଗ୍ରାମ ନିକଟରେ ଶିକାରୀର ବିଦ୍ୟୁତ୍ ଫାଶରେ ପଡ଼ି ଏକ ଛୁଆ ଅଣ୍ଡିରାହାତୀର ମୃତ୍ୟୁ ହୋଇଛି। ତାର ଶୁଣ୍ଢର…

ଅବାଞ୍ଛିତ ଗର୍ଭଧାରଣ, ଅସୁରକ୍ଷିତ ଶିଶୁ: ସରକାରୀ ଯୋଜନା ଦିଶାହୀନ, ଶିଶୁ ବିକ୍ରି ପାଇଁ ବାଟ ଖୋଲା

ବ୍ରହ୍ମପୁର : ଗତ ବର୍ଷକ ଭିତରେ ଏମିତି ୧୦ଟି ଘଟଣା ଘଟିଲା। କେଉଁଠି ଜନ୍ମକଲା ମା’ ଶିଶୁକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦେଲାଣି, ତ କେଉଁଠି ଶିଶୁ ଚୋରି ବା ନିଖୋଜ ହେବା ପରେ ଅନ୍ୟ ସ୍ଥାନରୁ, ଅଜ୍ଞାତ ବ୍ୟକ୍ତିଙ୍କ ହେପାଜତରୁ ଉଦ୍ଧାର କରାଯାଉଛି। ଅବାଞ୍ଛିତ ଗର୍ଭଧାରଣ ଏହି ସବୁ ସରକାରୀ…

ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର

ଧରାକୋଟ: ଘରୋଇ କଳହକୁ ନେଇ ଗୁଳିମାଡ଼ ହୋଇଛି। ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ଶୈଳନ୍ଦ୍ରୀ ପାତ୍ର। ଅଭିଯୁକ୍ତ…

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଗୋଟିଏ ସିଲିଣ୍ଡରରୁ ତିନି ଶିଶୁଙ୍କୁ ଅକ୍ସିଜେନ୍ ।

ଏମକେସିଜିରୁ ଆସିଲା ସ୍ୱାସ୍ଥ୍ୟସେବାର ବିଚିତ୍ର ଦୃଶ୍ୟ । ହୃଦ୍ରୋଗ ଚିକିତ୍ସା ପାଇଁ ତିନିଟି ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଦିଆଯାଉଛି ଅକ୍ସିଜେନ୍ । ଶିଶୁଙ୍କ ଚିକିତ୍ସା ପାଇଁ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ନେବା ସମୟରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ତେବେ ତିନି ଶିଶୁଙ୍କୁ…

ଗାଡିରେ ପୁଲିସ ବୋର୍ଡ ଲଗାଇ ବୁଲିବା ମହଙ୍ଗା ପଡିଲା, ଆନ୍ଧ୍ରର ଜଣେ ଯୁବକ ଅଟକ

ବ୍ରହ୍ମପୁର: ପାର୍ବଣ ଋତୁରେ ଅଏସ ପାଇଁ କାରରେ ପୁଲିସ ବୋର୍ଡ ଲଗାଇ ବୁଲିବା  ମହଙ୍ଗା ପଡିଲା । ଦାମୀକାରରେ ପୁଲିସ ବୋର୍ଡ ଲଗାଇ ସହରରେ ବୁଲୁଥିବା ଆନ୍ଧ୍ରପ୍ରଦେଶ ଜଣେ ଯୁବକଙ୍କୁ ଠାବ କଲା ପୁଲିସ । ଅଟକ ଯୁବକ ଜଣକ ହେଲେ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା କୋତାବୋମଲି ଅଞ୍ଚଳର କେ. ସୁବ୍ରମଣ୍ୟମ ।…

ମଧୁଛନ୍ଦା ତରଫରୁ ପାର୍ବଣ ଋତୁ ଅନଲାଇନ୍ କବିତା ଆସର,ନାରୀ ତୁହି ନାରାୟଣୀ ମାତୃ ସ୍ବରୂପିଣୀ

ବେଲଗୁଣ୍ଠା, 07/10, ବେଲଗୁଣ୍ଠାର ଉଦୀୟମାନ ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦ୍ୱାରା ଗଠିତ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ଅନୁଷ୍ଠାନର ମଧୁଛନ୍ଦା ସାରସ୍ୱତ ଗ୍ରୁପ୍ ର ଶାରଦୀୟ ପାର୍ବଣ ଉପଲକ୍ଷେ 'ନାରୀ ତୁହି ନାରାୟଣୀ, ଶକ୍ତି ସ୍ୱରୂପିଣୀ' ଶୀର୍ଷକରେ ଏକ ଅନଲାଇନ୍ କବିତା ଆସର ଅନୁଷ୍ଠିତ…