Browsing Category

ଗଞ୍ଜାମ

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା NH-୧୬ ହୁମା ଓଭର ବ୍ରିଜ ଉପରେ ଦୁର୍ଘଟଣା

ଗଞ୍ଜାମ : ଟ୍ରକ୍-ବସ ମୁହାଁମୁହିଁ ଧକ୍କା। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା NH-୧୬ ହୁମା ଓଭର ବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ବସରେ ସକାଳୁ ଅଳ୍ପ ଯାତ୍ରୀ ଥିଲେ । ସୌଭାଗ୍ୟକ୍ରମେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। କିନ୍ତୁ ଟ୍ରକର ସାମନା ପଟ ଭାଙ୍ଗି…

ପ୍ଲଟ ବ୍ୟବସାୟୀ ସୁଧୀର ହତ୍ୟା କେସ୍‌ରେ ପୁତୁରା-ଝିଆରୀ ସହ ୮ ଗିରଫ

ବରହମପୁର: ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୮ ଜଣଙ୍କୁ ଅଟକ ରଖି ପଚରାଉଚୁରା  କରୁଛି। ତେବେ ଏଇ 8 ଜଣଙ୍କ ମଧ୍ୟରେ ଜଣେ ଯୁବତୀ ରହିଥିବାର ସୂଚନା ରହିଛି। ଆହୁରି ମଧ୍ୟ ଏଇ ଅଭିଯୁକ୍ତଙ୍କ ମଧ୍ୟରେ ବ୍ୟବସାୟୀଙ୍କ ସମ୍ପର୍କୀୟ ମଧ୍ୟ ରହିଛନ୍ତି । ତେବେ ବ୍ୟବସାୟୀ ଜଣକ…

ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ

ଗଞ୍ଜାମ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶା ଗସ୍ତରେ ଅଛନ୍ତି। ସେ ସପତ୍ନୀକ ଗଞ୍ଜାମ ଗସ୍ତ କରି ଆଦିଶକ୍ତି ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମା’ ଙ୍କ ଦର୍ଶନଲାଭ କରି ଆଶୀର୍ବାଦ ପ୍ରାପ୍ତ କରିବା ସହ ସେ ଦେଶବାସୀଙ୍କ…

ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

ବ୍ରହ୍ମପୁର : ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରବିବାର ବଢ଼ି ଭୋରରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ସଦଳବଳେ ସହର ଉପକଣ୍ଠ ଅଙ୍କୁଶପୁର ଛକରେ ଛକି ରହିଥିବା ବେଳେ ଗୋଟିଏ ଟାଟା ଇଣ୍ଡିଗୋ କାରକୁ ଅଟକାଇ ଥିଲେ। କିନ୍ତୁ ଗାଡ଼ିକୁ ଅଟକାଇ ଅନ୍ଧାରର ସୁଯୋଗ ନେଇ ଦୁଇ ଜଣ ଅଜଣା ବ୍ୟକ୍ତି…

ଗଞ୍ଜାମ ଓକିଲ ସଂଘ ନିର୍ବାଚନ

ବ୍ରହ୍ମପୁର : ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ ଅଦାଲତ ପରିସରରେ ଗଞ୍ଜାମ ଓକିଲ ସଂଘ ନିର୍ବାଚନ ଶାନ୍ତି ଓ ଶୃଙ୍ଖଳା ସହ ସମାପନ ହୋଇଛି। ଚଳିତ ବର୍ଷ ପାଇଁ ଅନୁଷ୍ଠିତ ଆଜିର ଏହି ନିର୍ବାଚନରେ ସୀତାଂଶୁ ଶେଖର ପଣ୍ଡା ସଭାପତି, ସତ୍ୟ ନାରାୟଣ ବସନ୍ତିଆ ଉପସଭାପତି, ଜଗନ୍ନାଥ ମିଶ୍ର ସମ୍ପାଦକ ଓ ଯୁଗ୍ମ…

ବ୍ରହ୍ମପୁରରେ ପୁଣି ଆତଙ୍କରାଜ। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ।

ବ୍ରହ୍ମପୁର : ବ୍ରହ୍ମପୁର ରେ ପୁଣି ଆତଙ୍କରାଜ। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ। ବଡ଼ ବଜାର ଥାନା ଅନ୍ତର୍ଗତ ଆନନ୍ଦ ନଗର ଛକରେ ଘଟିଛି ଘଟଣା। ଦୁଇ ଦିନ ତଳେ ରାତିରେ ସେହି ଅଞ୍ଚଳର ପିଣ୍ଟୁ ରାଉଳ କାମ ସାରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ହଠାତ୍ ଖଣ୍ଡା ଓ ମାରଣାସ୍ତ୍ର ଧରି…

ପଦ୍ମଶ୍ରୀ ସାବରମତୀ ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଶଂଶା

ବୁଗୁଡ଼ା : (ଡ. କୁମୁଦ ଚନ୍ଦ୍ର ବେହେରା) ଜୈବିକ କୃଷିର ପ୍ରଚାର ପ୍ରସାର ସହିତ କୃଷକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏବଂ ପରିବେଶ ଉପଯୋଗୀ କୃଷି ପ୍ରଣାଳୀକୁ ଆଗକୁ ନେବାରେ ସାବରମତୀଙ୍କ ଅନେକ ଅବଦାନ ରହିଥିବା ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି । ସାବରମତୀଙ୍କୁ ପ୍ରଶଂସା କଲେ…

ରତନପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣେ ଗୁରୁତର

ବ୍ରହ୍ମପୁର : ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ରତନପୁର ନିକଟରେ ଲୋହରାଖଣ୍ଡି ନଦୀ ହିଡ଼ରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ସୋମନାଥପଲ୍ଲୀର ପ୍ରତାପ ଦାସ ଜଣେ ଟ୍ରାକ୍ଟର୍ ଚାଳକ ଅଟନ୍ତି। ଆଜି ସଂକ୍ରାନ୍ତି ଛୁଟି ଥିବାରୁ…

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା’ ତାରାତାରିଣୀ

ଗଞ୍ଜାମ :   ଆଜି ହେଉଛି ଚୈତ୍ର ମାସର ପ୍ରଥମ ମଙ୍ଗଳବାର l ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ପୀଠରେ ପ୍ରବଳ ଜନ ସମାଗମ l ଆଜି ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ  ଦେଉଛନ୍ତି ମାଆ ତାରାତାରିଣୀ l  ବିଶ୍ୱାସ ରହିଛି ଚୈତ୍ର ମଙ୍ଗଳବାରରେ ଶିଶୁଙ୍କ ପ୍ରଥମ ମୁଣ୍ଡନ ମା…

ଡକ୍ଟର ସ୍ଥିତଧୀ ରଥଙ୍କ କ୍ୟାନଭାସରେ ଗଞ୍ଜାମ କଳା ସଂସ୍କୃତିର ପ୍ରତିଫଳନ ।

ଗଞ୍ଜାମ/ବୁଗୁଡ଼ା : ୧୦/୩ : (ଡ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଭଞ୍ଜ ବଂଶୀୟ ଶେଷଦୁର୍ଗ, ସୌରଗଡ଼ "ବୁଗୁଡ଼ା" ଠାରେ ଜନ୍ମ ଗ୍ରହଣ କରିଥିବା ଡ଼କ୍ଟର ସ୍ଥିତଧୀ ରଥ ଶ୍ରୀ ବିରଞ୍ଚି ନାରାୟଣଙ୍କ ଆଶୀର୍ବାଦ କିରଣରେ ଦିପ୍ତିମୟ ହୋଇ ନିଜର ପ୍ରଚଣ୍ଡ ପ୍ରତିଭା ବଳରେ ସାରା…