Browsing Category

ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲାକୁ ମୁଖ୍ୟମନ୍ତ୍ରୀଙ୍କ ୨୭୬ କୋଟି ଟଙ୍କାର ପ୍ରକଳ୍ପ ଭେଟି

ସୋନପୁର : ସୁବର୍ଣ୍ଣପୁର ଜିଲା ସଂସ୍କୃତି ସମ୍ପନ୍ନ। ଏହି ମାଟିରେ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ରହିଛି। ଯେଉଁ ସନ୍ଥଙ୍କ କାଳଜୟୀ ବାଣୀ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ…’ କେବଳ ରାଜ୍ୟ ଓ ଭାରତ କାହିଁକି; ଜାତିସଂଘର କେନ୍ଦ୍ରୀୟ ଗୃହରେ ଲିପିବଦ୍ଧ ହୋଇ ରହିଛି।…

ସୁପାରି ଦେଇ ପୂର୍ବ ପ୍ରେମିକ କୁ ହତ୍ୟା ଅଭିଯୋଗ ା

 ସୁବର୍ଣ୍ଣପୁର- ପାପ ହେଲା ପ୍ରେମ, ସୂପାରି ଦେଇ ପ୍ରେମିକ କୁ ମାରିଦେଲା ପ୍ରେମିକା । ଗତ ଜାନୁଆରୀ ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସାଲେଇପଦର ଗାଁରେ ହୋଇଥିବା ଡମ୍ବରୁ ଅଧିକାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ହତ୍ୟା ଘଟଣାରେ ମୁଖ୍ୟ…

ସାଧୁ ମେହେର ଚିରକାଳ ଅମର ରହିବେ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ନାଟକ, ସାହିତ୍ୟ ଓ ସମାଜସେବା ପ୍ରତି ସମର୍ପିତ ଅନୁଷ୍ଠାନ ନାଟ୍ ଦ୍ଵାରା ସ୍ଥାନୀୟ ରାମଜୀ ନଗର ସ୍ଥିତ ମାରୁତି ଉଦ୍ୟାନ ଠାରେ ପଦ୍ମଶ୍ରୀ ଡ଼ଃ. ସାଧୁ ମେହେରଙ୍କ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ଇଚ୍ଛାଶକ୍ତି…

ଶ୍ରୀକ୍ଷେତ୍ର ସହ ସୋନପୁରକୁ ଯୋଡ଼ିଲା ରେଳ

ଭୁ‌ବନେଶ୍ବର: ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୬ ବର୍ଷ ଅତିକ୍ରମ କରିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଅଗ୍ରଣୀ ଲାଭ କରିଛି। କିନ୍ତୁ କ୍ଷୋଭର ବିଷୟ ଯେ,‌ ଭାରତ ସରକାର ‘ଆମ ସଂକଳ୍ପ ବିକଶିତ ଭାରତ’ ଲକ୍ଷ୍ୟ ନେଇ କାମ କରୁଥିବା ବେଳେ ଦେଶରେ…

ସୁବର୍ଣ୍ଣପୁର ରେ ସାଧାରଣ ନିର୍ବାଚନକୁ ବ୍ୟବସ୍ଥିତ ତଥା ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ର ସୁପରିଚାଳନା ପାଇଁ…

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ଙ୍କ ଅଧ୍ୟକ୍ଷତାରେ ଆଜି ଆସନ୍ତା ସାଧାରଣ ନିର୍ବାଚନର ବ୍ୟବସ୍ଥିତ ତଥା ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ର ସୁପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ…

ଡୁଙ୍ଗୁରିପାଲି ରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଡାୟାଲିସିସ୍ କେନ୍ଦ୍ର ଉଦଘାଟିତ: ଜିଲ୍ଲାର ଗରିବ କିଡ଼ନୀ ରୋଗୀ ଉପକୃତ…

ସୁବର୍ଣ୍ଣପୁର- ସମଗ୍ର ରାଜ୍ୟରେ ବିଭିନ୍ନ ବର୍ଗର କିଡ଼ନୀ ରୋଗୀ ମାନଙ୍କୁ ମାଗଣାରେ ଡାୟାଲିସିସ୍ ସୁବିଧା ଯୋଗାଇ ଦେବାପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ 16 ଟି ବିଭିନ୍ନ ଉପ ଜିଲ୍ଲା ଚିକିତ୍ସାଳୟ ମାନଙ୍କରେ ନୂତନ ଡାୟାଲିସିସ୍ ସେଣ୍ଟର…

ସୁବର୍ଣ୍ଣପୁର ରେ ସାଧାରଣ ନିର୍ବାଚନକୁ ବ୍ୟବସ୍ଥିତ ତଥା ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ର ସୁପରିଚାଳନା ପାଇଁ…

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ଙ୍କ ଅଧ୍ୟକ୍ଷତାରେ ଆଜି ଆସନ୍ତା ସାଧାରଣ ନିର୍ବାଚନର ବ୍ୟବସ୍ଥିତ ତଥା ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ର ସୁପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ…

ସୁବର୍ଣ୍ଣପୁର ଜିଲ୍ଲାରୁ ଜଗନ୍ନାଥ ଙ୍କ ସେବା ଉଦ୍ଦେଶ୍ୟ ରେ ପଠାଗଲା ଭକ୍ତଙ୍କ ଠାରୁ ସଂଗୃହିତ ଅର୍ପଣୀ ା

ସୁବର୍ଣ୍ଣପୁର-ପୁରୀ ଶ୍ରୀମନ୍ଦିରର ପବିତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଜିଲ୍ଲାର ପ୍ରତି ଗ୍ରାମ ରେ ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ନିମନ୍ତେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଭକ୍ତି ଭାବ କୁନେଇ ଅର୍ପଣ ରଥ ପହଞ୍ଚିଥିଲା l ଜିଲ୍ଲାର ସମସ୍ତ ଗ୍ରାମରେ ଜନସାଧାରଣ ଭାବ ଭକ୍ତି ର ସହ ରଥ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ଯାତ୍ରା :

ସୁବର୍ଣ୍ଣପୁର- ବହୁ ପ୍ରତିକ୍ଷୀତ ପବିତ୍ର ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ଯାତ୍ରା ନିମନ୍ତେ ତା ୩୦/୦୧/୨୪ ରାତ୍ରୀରେ ଜିଲ୍ଲାରୁ ୭୪ ଟି ବସ ଯୋଗେ ସମୁଦାୟ ୩୦୬୭ ଜଣ ଉଭୟ ମହିଳା ଓ ପୁରୁଷ ତୀର୍ଥ ଯାତ୍ରୀ ଙ୍କୁ ନେଇ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଶ୍ରୀମନ୍ଦିର…

ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘ ଙ୍କୁ ଲାବ ଟପ ପ୍ରଦାନ କଲେ ଜିଲ୍ଲାପାଳ :

ସୁବର୍ଣ୍ଣପୁର-ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ର ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘ ଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ କାର୍ଯ୍ୟାଳୟ କକ୍ଷ ରେ ଶିକ୍ଷା ସହାୟକ ଉପକରଣ ଲାପଟପ ପ୍ରଦାନ କରିଛନ୍ତି l ଛାତ୍ରୀ…