Browsing Category

କେନ୍ଦୁଝର

ଲଗାଣ ବର୍ଷାରେ ଜୁଡିଆ ଘାଟିରେ ଭୂସ୍ଖଳନ ଆଶଙ୍କା; ପାହାଡ଼ରୁ ପଥର ଖସି ୪୯ ନଂ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ଅବରୋଧ

କେନ୍ଦୁଝର: କେନ୍ଦୁଝର ସହର ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜୁଡିଆ ଘାଟିରେ ଭୂସ୍ଖଳନ ଆଶଙ୍କା ବଢ଼ିଛି। ଘାଟିର ବିଭିନ୍ନ ସ୍ଥାନରେ ପାହାଡ଼ରୁ ମାଟି ଓ ପଥର ଧସି ରାସ୍ତା ଉପରେ ପଡ଼ୁଛି। ଫଳରେ ୪୯ ନଂ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅବରୋଧ ହୋଇଥିବା…

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

କେନ୍ଦୁଝର: ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି କେନ୍ଦୁଝର ସର୍କିଟ ହାଉସଠାରେ ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସାମ୍ପ୍ରତିକ ବନ୍ୟା…

ପାହାଡ଼ରୁ ଉଲଗ୍ନ ଓ କ୍ଷତବିକ୍ଷତ ଅବସ୍ଥାରେ ଯୁବତୀ ଉଦ୍ଧାର ।

ଆର, ଉଦୟଗିରି ୧୪.୭(ମନୋଜ ପାଢ଼ୀ):ଗଜପତି ଜିଲ୍ଲାରେ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରା. ଉଦୟଗିରି ଥାନା ଅନ୍ତର୍ଗତ ଅନ୍ତରଡା ନିକଟସ୍ଥ ପାହାଡ଼ିଆ ଜଙ୍ଗଲରୁ ଜଣେ ମହିଳାଙ୍କୁ ଉଲଗ୍ନ ଓ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆହତ ମହିଳା ଜଣକ ଅଡବା ଥାନା ଅଞ୍ଚଳର…

ଭୋଜି କରିବାକୁ ଯାଇ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ିଗଲେ ଯୁବକ

କେନ୍ଦୁଝର: ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ । କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ଅଞ୍ଚଳର ଚଣ୍ଡିଆ ସାମଲ ବୋଲି ସୂଚନା ମିଳିଛି। ଚଣ୍ଡିଆଙ୍କ ସହ ୭ ଜଣ ଯୁବକ…

କେନ୍ଦୁଝରରେ ଖରିଫ ପ୍ରସ୍ତୁତି ଓ କୃଷି କାର୍ଯ୍ୟର ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଏବଂ ଆଗାମୀ ଖରିଫ-୨୦୨୬ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ…

ରଜରେ କେନ୍ଦୁଝରରେ ଏନକାଉଣ୍ଟର ; କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର

କେନ୍ଦୁଝର : ରଜରେ କେନ୍ଦୁଝର ପୋଲିସର ଅପରାଧୀ ନିୟନ୍ତ୍ରଣ ଅଭିଯାନ। କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ଏନକାଉଣ୍ଟର। ଗୁରୁତର ଅବସ୍ଥାରେ ପ୍ରଭାତ ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି। ପ୍ରଭାତ ନା ରେ ବିଭିନ୍ନ ଥାନାରେ ୪୦ରୁ ଉର୍ଦ୍ଧ୍ୱ ମାମଲା ରହିଛି। କିଛି ଦିନ ପୁର୍ବରୁ ବନ୍ଧୁକ ମୁନରେ…

କେନ୍ଦୁଝରରେ ତିନି ବର୍ଷ ପୂରଣ କଲା ଓଡ଼ିଶା ସରକାରଙ୍କ ‘ଆମ କଳିକା’ କାର୍ଯ୍ୟକ୍ରମ

କେନ୍ଦୁଝର : ଓଡ଼ିଶା ସରକାରଙ୍କ ‘ଆମ କଳିକା’ କାର୍ଯ୍ୟକ୍ରମ, ଯାହାକି ମୋବାଇଲ କ୍ରେଚେସ୍‌ର ବୈଷୟିକ ସହଯୋଗ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ର ଆର୍ଥିକ ସହାୟତାରେ କାର୍ଯ୍ୟାନ୍ୱିତ ହେଉଛି, ବଂଶପାଳ ବ୍ଲକ, କେନ୍ଦୁଝରରେ ତିନି ବର୍ଷର ସଫଳ କାର୍ଯ୍ୟାନ୍ୱୟନ ପୂରଣ ଅବସରରେ ୨୯ ମଇ ୨୦୨୬ ରେ…

କେନ୍ଦୁଝରର ଚଷା ପରିବାରର ପୁଅ OAS ଟପ୍ପର

କେନ୍ଦୁଝର : ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ-2024 ରେଜଲ୍ଟ। ଟପ୍ପର୍ ହୋଇଛନ୍ତି ବୁବୁନ ସାହୁ। ବୁବୁନ ପୋଲିସ ଚାକିରି କରି ଡିଏସପି ହେବା ପରେ ଟ୍ରେନିଂ ନେଉଥିଲେ। କଠିନ ପରିଶ୍ରମ ବଳରେ ଆଜି OAS ଟପ୍ପର ହୋଇଛନ୍ତି ବୁବୁନ୍। ସେ କେନ୍ଦୁଝରର ଜଣେ ଚାଷୀ ପରିବାର ଆସିଛନ୍ତି। ରେଭେନ୍ସାରେ…

ରାସ୍ତା କଡରୁ ନିଶା ପାନୀୟ ବନ୍ଦ କଲା ପୁଲିସ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ୨୨୦ ନଂ ଜାତୀୟ ରାଜପଥର ଧାନବେଣୀ ନିକଟରେ ରାସ୍ତା କଡରେ ଅବାଧରେ ନିଶା ପାନୀୟ ହାଣ୍ଡିଆ ଓ ରସି ବିକ୍ରୟ କରାଯାଉଥିବା ବେଳେ ଆଜି ପାଟଣା ପୁଲିସ ଏହାକୁ ବନ୍ଦ କରାଇଛି। ପାଟଣା ଥାନା ଅଞ୍ଚଳରେ କାଶିଆ, ମଙ୍ଗଳପୁର,ଧାନବେଣୀ ଓ ଅନ୍ୟାନ୍ୟ…

ଗତ କାଲି ଅପରାହ୍ଣ ସମୟରେ କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ,୩ ମୃତ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ନରଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ। ପ୍ରବଳ ଝଡ଼ପବନରେ ଭାଙ୍ଗିଲା ଟେଣ୍ଟ, ଚାପି ହୋଇ ୩ ମୃତ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା। ଗତ କାଲି ଅପରାହ୍ଣ ସମୟରେ ହଠାତ୍‌ ପ୍ରବଳ ଘୁର୍ଣ୍ଣିଝଡ଼,ପବନ ଏବଂ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା…