Browsing Category

ଓଡିଶା

ସେବା ସେତୁ ଶିବିର ମାଧ୍ୟମରେ ଟିପିଏନଓଡିଏଲ୍ ଦ୍ଵାରା ପିଏମ୍ ସୂର୍ଯ୍ୟଘର ଯୋଜନାର ବ୍ୟାପକ ସଚେତନତା ଅଭିଯାନ ଜାରି 

 ବାଲେଶ୍ୱର, ୧ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): 'ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା' ସମ୍ପର୍କରେ ଗ୍ରାହକଙ୍କୁ ସଚେତନ କରିବା ଏବଂ ରୁଫ୍‌ଟପ୍ ସୋଲାର ଗ୍ରହଣ ପାଇଁ ଆବଶ୍ୟକ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍…

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଜାତିର ଜନକ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ…

ଭୁବନେଶ୍ବର:ଗାନ୍ଧୀଜୀଙ୍କ ଆଦର୍ଶରେ ଆମେ ସ୍ୱଦେଶୀ, ସ୍ୱଚ୍ଛତା ପଥରେ ଅଗ୍ରସର ହେଉଛୁ,  ଶେଷ ଧାଡ଼ିର ଲୋକଙ୍କୁ ସେବା ଯୋଗାଇ ଦେଉଛୁ - ମୁଖ୍ୟମନ୍ତ୍ରୀ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି…

ଗାନ୍ଧୀ ଜୟନ୍ତୀରେ ଗଜପତି ଜିଲ୍ଲା କଂଗ୍ରେସର ପୁଷ୍ପାର୍ପଣ ।

ଗଜପତି, ୨ ଅକ୍ଟୋବର ୨୦୨୬(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।…

କେନ୍ଦ୍ରାପଡା ବିଜୁଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ

କେନ୍ଦ୍ରାପଡା ୨/୧୦:ଆଜି ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ବିଜୁଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ବିଧାୟକ ଗଣେଶ୍ଵର ବେହେରାଙ୍କ ଆହ୍ଵାନରେ ଓ ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳଙ୍କ ନେତୃତ୍ୱରେ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ଓ ମୂନସିପାଲଟିର ପ୍ରତ୍ୟେକ ଓ୍ଵାର୍ଡ…

// ସମର୍ପଣ//

// ସମର୍ପଣ// ସଂଧ୍ୟାରାଣୀ ରାଉତ ତୁମ ବିନା ସବୁ ଅଧୁରା ହୃଦୟ ର ନିବୃତ୍ତ କୋଣ ରେ ଉଙ୍କି ମାରେ ଖିଆଲି ମନ ରେ, ତୁମ ବିନା ଭାବି ପାରେନି ଜୀବନ ବଞ୍ଚିବା, ତୁମରି ପ୍ରେମ ସ୍ପର୍ଶ ରେ ଖେଳି ଯାଏ ଶିରା ପ୍ରଶିରାରେ, ଏକ ନୂଆ ଉନ୍ମାଦନା । ଦେଖୁଥିବି ତୁମକୁ ଏମିତି ମୃଗତୃଷ୍ଣା…

ଗୁମ୍ମା ବ୍ଲକ ରେ ଫୁଡ୍ ସେଫ୍ଟି ବିଭାଗର ଚଢ଼ାଉ

ଗଜପତି (ମନୋଜ ପାଢ଼ୀ):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଅଞ୍ଚଳରେ ଆଜି ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନରେ ଚଢ଼ାଉ କରାଯାଇଛି। ଖାଦ୍ୟ ପଦାର୍ଥର ଗୁଣବତ୍ତା, ନିରାପତ୍ତା ଓ ମାନ ଯାଞ୍ଚ କରିବା ଉଦ୍ଦେଶ୍ୟରେ ବିଭାଗୀୟ…

ପାର୍ବଣ ପୂର୍ବରୁ ଡାଲି ଦର ଉପରେ ଲାଗିବ ଲଗାମ! ଶୁଳ୍କ ହ୍ରାସ କରିପାରନ୍ତି ସରକାର

ନୂଆଦିଲ୍ଲୀ: ଦେଶରେ ଖାଦ୍ୟ ସାମଗ୍ରୀର ମୂଲ୍ୟକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଡାଲି ଦର ଉପରେ ମଧ୍ୟ ଚାପ ବଢ଼ିଛି। ବିଶେଷକରି ପର୍ବପର୍ବାଣୀ ସମୟରେ ଡାଲିର ଚାହିଦା ବଢ଼ିବା ଏବଂ ଦେଶୀୟ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ମଧ୍ୟରେ ସରକାର କିଛି ଡାଲି ଉପରେ ଆମଦାନୀ ଶୁଳ୍କ କମାଇବା ନେଇ ବିଚାର…

TMCରେ ସଙ୍କଟ ମଧ୍ୟରେ ଅଧୀରଙ୍କ ବଡ଼ ବୟାନ, ମମତାଙ୍କୁ କଂଗ୍ରେସକୁ ଫେରିବାକୁ ଆହ୍ୱାନ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ଆମନ୍ତ୍ରଣ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ମମତା ତାଙ୍କ ଅବଶିଷ୍ଟ ବିଧାୟକ ଓ ସାଂସଦଙ୍କ ସହ କଂଗ୍ରେସରେ ଯୋଗଦେଲେ, ବଙ୍ଗରେ ତାଙ୍କ…

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଜୀବନରେଖା ମହାନଦୀର ଜଳବଣ୍ଟନ ଓ ପରିଚାଳନା ସମ୍ପର୍କିତ ଦୀର୍ଘଦିନର ବହୁଚର୍ଚ୍ଚିତ ସମସ୍ୟାର ସ୍ଥାୟୀ ଓ ଗ୍ରହଣୀୟ ସମାଧାନ ଦିଗରେ ନୂଆଦିଲ୍ଲୀଠାରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

ଭୁବନେଶ୍ବର: ଓଡ଼ିଶାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷରେ ନିୟୋଜିତ ହୋଇଥିବା ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ…