Browsing Category

ରାୟଗଡ଼ା

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଶ୍ଵକର୍ମା ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

ରାୟଗଡ଼ା : ତା: ୧୭/୦୯/୨୬ ,ରାୟଗଡ଼ାରୁ ଭି ଗୌରୀଶଙ୍କର ରାଓ ଙ୍କ ରିପୋର୍ଟ , ଭାରତୀୟ ମଜଦୁର ସଂଘ ୧୭ ସେପ୍ଟେମ୍ବର ଭଗବାନ ବିଶ୍ଵକର୍ମା ଜୟନ୍ତୀ କୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ସାରା ଦେଶରେ ପାଳନ କରି ଆସୁଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମହାଆଡମ୍ବରରେ…

ରାୟଗଡ଼ାରେ ‘ବୈଷ୍ଣବ ଇଭି ଭେଇକଲ୍ସ’ର ଗ୍ରାଣ୍ଡ ଓପନିଂ ପ୍ରଥମ ଦିନରେ ବିକ୍ରି ହେଲା ପ୍ରାୟ ୧୦ଟି ଇଲେକ୍ଟ୍ରିକ୍ ଗାଡ଼ି

ରାୟଗଡ଼ା: ଭି ଗୌରୀଶଙ୍କର ରାଓ : ୧୭/୯:- ରାୟଗଡ଼ା ସହରରେ ‘ବୈଷ୍ଣବ ଇଭି ଭେଇକଲ୍ସ’ର ବ୍ରାଣ୍ଡ ଓପନିଂ ତଥା ଶୁଭାରମ୍ଭ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ପ୍ରତିଷ୍ଠାନର ଶୁଭ ଉଦ୍‌ଘାଟନ କରିଥିଲେ। ନୂତନ…

ରାୟଗଡା ଜିଲ୍ଲାର ବାଳିକା ସେବାଶ୍ରମରେ ଜଣ୍ଡିସ୍ ଆତଙ୍କ

ରାୟଗଡା : ରାୟଗଡା ଜିଲ୍ଲାର ବାଳିକା ସେବାଶ୍ରମରେ ଜଣ୍ଡିସ୍ ଆତଙ୍କ ଦେଖାଦେଇଛି।ପ୍ରାୟ ୨୦ରୁ ଉର୍ଧ ଛାତ୍ରୀ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା କୋଲନରା ବ୍ଲକ ରୋବାଡି ବାଳିକା ଉଚ୍ଚ ବିଦ୍ଯାଳୟରେ ଦେଖିବାକୁ ମିଳିଛି। ଏବେ ବି ଛାତ୍ରୀ ନିବାସରେ ରହି ଆକ୍ରାନ୍ତ ମାନେ ଚିକିତ୍ସିତ…

ପୂଜା ମଣ୍ଡପରେ ବିଦ୍ୟୁତ ୱାୟରିଂ କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଜଣେ ଯୁବକଙ୍କର ମୃତ୍ୟୁ

ରାୟଗଡ଼ା: ଭି ଗୌରୀଶଙ୍କର ରାଓ ;- ଚାନ୍ଦିଲି ଥାନା ଅନ୍ତର୍ଗତ ମନରଞ୍ଜନ କେନ୍ଦ୍ର ପୂଜା ମଣ୍ଡପରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂଜା ମଣ୍ଡପରେ ବିଦ୍ୟୁତ ୱାୟରିଂ କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଆଲୁ ସୀତାରାମ ରାଜୁ (୨୮)। ସେ…

ଅଣ୍ଟାରିଗୁଡ଼ାଠାରେ ଫୁଡ୍ କୋର୍ଟ ଉଦ୍‌ଘାଟିତ  ରାୟଗଡ଼ ସହରର ନାଗରିକ ସୁବିଧାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ରାୟଗଡ଼, ୧୦ ସେପ୍ଟେମ୍ବର ୨୦୨୬(ଭି ଗୌରୀଶଙ୍କର ରାଓ): ରାୟଗଡ଼ ସହରର ନାଗରିକ ସୁବିଧା ଓ ସହରୀୟ ଭିତ୍ତିଭୂମି ବିକାଶ ଦିଗରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ରାୟଗଡ଼ ପୌରପରିଷଦ ପକ୍ଷରୁ ଅଣ୍ଟାରିଗୁଡ଼ାଠାରେ ନିର୍ମିତ ଫୁଡ୍ କୋର୍ଟ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି। ଓଡିଶା ସରକାରଙ୍କ…

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଯାଇଛି। ନୂତନ ଭାବେ ନିର୍ମିତ ଘରର ପାଇଖାନା ଟାଙ୍କି ଭିତର ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ତିନି ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି।…

ପୁଣି ଖଟିଆରେ ବୁହା ହେଲେ ରୋଗୀ; ରାସ୍ତା ନଥିବାରୁ ନଦୀ ପାର କରି ୨ କିମି ବୋହିଲେ ଗ୍ରାମବାସୀ

କାଶୀପୁର:ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ଗ୍ରାମାଞ୍ଚଳ ବିକାଶର ବାସ୍ତବ ଚିତ୍ର ପୁଣି ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ଅସୁସ୍ଥ ରୋଗୀଙ୍କୁ ଆମ୍ବୁଲାନ୍ସ ବଦଳରେ ଖଟିଆରେ ବୋହି ନଦୀ ପାର କରି ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ଖୋଲିଲା ମା ମଝିଘରିଆଣୀଙ୍କ ହୁଣ୍ଡି 

ରାୟଗଡ଼ା (ଭି ଗୌରୀ ଶଙ୍କର ରାଓ):  ଖୋଲିଲା ମା ମଝିଘରିଆଣୀଙ୍କ ହୁଣ୍ଡି  ମିଳିଲା ୫୪ ଲକ୍ଷରୁ ଅଧିକ ଟଙ୍କା ସହ ସୁନା-ରୂପା  ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡି ସୋମବାର ଖୋଲାଯାଇଛି ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୋଲିସର କଡା ସୁରକ୍ଷାରେ ଗଣତି ସକାଳ…

କ୍ରୀଡ଼ା ସ୍ୱାସ୍ଥ୍ୟ ପ୍ରଶିକ୍ଷଣରେ ନର୍ସିଂ ଛାତ୍ରଛାତ୍ରୀଙ୍କୁ ସଶକ୍ତ କଲା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ

ରାୟଗଡା : ସମନିତ ଓ ଦକ୍ଷତାଭିତ୍ତିକ ସ୍ୱାସ୍ଥ୍ୟ ଶିକ୍ଷାକୁ ଗୁରୁତ୍ୱ ଦେଇ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ. ରାୟଗଡା ସ୍ଥିତ ସ୍କୁଲ ଅଫ ନର୍ସିଙ୍ଗ ପକ୍ଷରୁ ବି. ଏସସି ନର୍ସିଙ୍ଗ 5ମ ଓ 6 ଷ୍ଠ ସେମିଷ୍ଟର ଛାତ୍ର ଛାତ୍ରୀତ୍ରିଙ୍କ ପାଇଁ ଦୁଇଦିନିଆ କ୍ରୀଡା ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

କୋଣ୍ଡାବାବୁଙ୍କ ବିୟୋଗରେ ଭାବବିହ୍ୱଳ ଏନ୍. ଭାସ୍କର ରାଓ

ରାୟଗଡ଼ା(ଭି ଗୌରୀ ଶଙ୍କର ): ରାୟଗଡ଼ା ରାଜନୀତିରେ ବରିଷ୍ଠ ବିଜେପି ନେତା ତଥା ଟ୍ରକ ମାଲିକ ସଂଘର ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ, ଯିଏ କୋଣ୍ଡାବାବୁ ନାମରେ ପରିଚିତ ଥିଲେ, ତାଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। କୋଣ୍ଡାବାବୁଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି…