Browsing Category

ରାୟଗଡ଼ା

ରାୟଗଡାରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି

ରାୟଗଡା(ଭି ଗୌରୀଶଙ୍କର ରାଓ): ରାୟଗଡା ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନ ବିଭିନ୍ନ ଆବାସିକ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟ ପାଇଁ ୧୫ ଜଣ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି। ତେବେ…

ହିଣ୍ଡାଲ୍‌କୋ ଖଣିକୁ ମିଳିଲା ପ୍ରଥମ ଏଏସ୍‌ଆଇ ମାନ୍ୟତା

ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଓଡ଼ିଶାର ରାୟଗଡା ଜିଲ୍ଲାରେ ଥିବା ତାହାର ବାଫ୍‌ଲିମାଳି ବକ୍ସାଇଟ ଖଣି ନିମନ୍ତେ ଆଲୁମିନିୟମ ଷ୍ଟିୱାର୍ଡସିପ୍‌ ଇନିସିଏଟିଭ୍‌…

ରାୟଗଡ଼ାରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି: ଶେଷ ହେଲା ପ୍ୟାରେଡ୍‌ ଅଭ୍ୟାସ।

ରାୟଗଡା,୧୩/୪ : ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ ୮୦ତମ ସ୍ୱାଧୀନତା ଦିବସ। ଏହି ଦିବସ କୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ପାଇଁ ରାୟଗଡାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରାୟଗଡା ସଦର ପିଏମଶ୍ରୀ ଶ୍ରୀ…

ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ : ଜିଲ୍ଲାପାଳଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ

ରାୟଗଡା, ୧୨ ଅଗଷ୍ଟ ୨୦୨୬ (ଭି ଗୌରୀଶଙ୍କର) : ସ୍ୱାଧୀନତା ଦିବସ ପାଳନ ଅବସରରେ ସାରା ଦେଶରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ ଚଳିତ ବର୍ଷ ୯ ଅଗଷ୍ଟରୁ ୧୭ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯାଉଛି। ଏହି ଅଭିଯାନକୁ ଜନସାଧାରଣଙ୍କ ମଧ୍ୟରେ ଅଧିକ ବ୍ୟାପକ ଓ ସଫଳ କରିବା…

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆନ୍ତର୍ଜାତୀୟ ଯୁବ ଦିବସ ପାଳନ

ରାୟଗଡା (ଭି ଗୌରୀଶଙ୍କର) : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ଦାମୋଦର ରଥ ଙ୍କ ପୌରହିତ୍ୟରେ ଏବଂ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଅଦ୍ୟ ତା-୧୨.୦୮.୨୦୨୬ ରିଖ ସ୍ଥାନୀୟ ମିଟ୍ସ କଲେଜ,…

ରାୟଗଡ଼ ସହର ବିଦ୍ୟା ନଗର ଚତୁର୍ଥ ଗଳି ଓ ନାଳରୁ ଉଠୁନି ଅଳିଆ

ରାୟଗଡ଼ : ରାୟଗଡ଼ ସହର ବିଦ୍ୟା ନଗର ଚତୁର୍ଥ ଗଳି ରାସ୍ତା ଓ ନାଳଗୁଡିକରୁ ଉଠୁନି ଓଳିଆ ବୋଲି ସ୍ଥାନିୟ ଲୋକ ଅଭିଯୋଗ କରିଛନ୍ତି। "ସୁସ୍ଥ ରାୟଗଡ଼ ସ୍ବଚ୍ଛ ରାୟଗଡ଼" ନାରା ଦେଉଥିବା ପୌର ପରିଷଦର ବ୍ୟାନର ଓ କାଗଜ କଲମରେ ସୀମିତ ଥିଲା ଭଳି ମନେ ହେଉଛି। ରାୟଗଡ଼ ସହରରେ ଦିନକୁ ଦିନ ପରିମଳ…

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

ରାୟଗଡ଼ା: ଇଞ୍ଜେକ୍ସନ୍‌ ନେବାର କିଛି ସମୟ ପରେ ଜଣେ ୫୪ ବର୍ଷୀୟ ମହିଳାଙ୍କ ମୃତ୍ୟୁକୁ ନେଇ ରାୟଗଡ଼ାର ଚାନ୍ଦିଲି ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ମୃତ ମହିଳା ହେଲେ ଗେଟିପଡ଼ା ଅଞ୍ଚଳର ବିଦିଆ କୁମାର। ସୂଚନା ଅନୁଯାୟୀ, ବିଦିଆ କିଛି ଦିନ ଧରି ଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିଲେ। ଔଷଧ ଖାଇବା…

ଉତ୍ସବ ପାଇଁ ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

​ରାୟଗଡ଼ା:( ଭି ଗୌରୀଶଙ୍କର ରାଓ )ରେଲୱେ ଇଞ୍ଜିନିୟରିଂ କଲୋନୀସ୍ଥିତ ଶ୍ରୀ ଶିରିଡ଼ି ସାଇବାବା ଭଜନ ମନ୍ଦିରରେ ଆସନ୍ତା ୧୭.୦୭.୨୦୧୯ (ବୁଧବାର) ଦିନ ଗୁରୁପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ବାବାଙ୍କ ଆଶୀର୍ବାଦ…

ରେଳ ସେବା ଉପରେ ଲଗାଣ ବର୍ଷାର ପ୍ରଭାବ

ରାୟଗଡ଼ାରୁ (ଭି ଗୌରୀଶଙ୍କର ରାଓ): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ପ୍ରଭାବ ରେଳ ସେବା ଉପରେ ମଧ୍ୟ ପଡ଼ିଛି। ରାୟଗଡ଼ା ଜିଲ୍ଲାର ଟିକିରି ଏବଂ ରାଉଳି ଷ୍ଟେସନ ମଝିରେ ରେଳ ଟ୍ରାକ୍‌ ଜଳମଗ୍ନ ହୋଇଯାଇଛି। ଟ୍ରାକ୍‌ ଉପରେ ପ୍ରାୟ ୩ ଫୁଟର ପାଣି ପ୍ରବାହିତ ହେଉଥିବା…

ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ବୈଠକ ଅନୁଷ୍ଠିତ l

ରାୟଗଡ଼ା - ସ୍ବଦେଶୀ ଜାଗରଣ ମଞ୍ଚ -ସ୍ୱାବଲମ୍ବୀ ଭାରତ ଅଭିଯାନର ଜିଲ୍ଲା ବୈଠକ ରାୟଗଡସ୍ଥିତ ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମନୋଜ କୁମାର ନାଏକ ଯୋଗଦେଇ ସ୍ୱଦେଶୀ ଜାଗରଣ ମଞ୍ଚ, ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ମୁଁ ମଧ୍ୟ ସ୍ୱଦେଶୀ…