Browsing Category

ରାୟଗଡ଼ା

ରେଳ ସେବା ଉପରେ ଲଗାଣ ବର୍ଷାର ପ୍ରଭାବ

ରାୟଗଡ଼ାରୁ (ଭି ଗୌରୀଶଙ୍କର ରାଓ): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ପ୍ରଭାବ ରେଳ ସେବା ଉପରେ ମଧ୍ୟ ପଡ଼ିଛି। ରାୟଗଡ଼ା ଜିଲ୍ଲାର ଟିକିରି ଏବଂ ରାଉଳି ଷ୍ଟେସନ ମଝିରେ ରେଳ ଟ୍ରାକ୍‌ ଜଳମଗ୍ନ ହୋଇଯାଇଛି। ଟ୍ରାକ୍‌ ଉପରେ ପ୍ରାୟ ୩ ଫୁଟର ପାଣି ପ୍ରବାହିତ ହେଉଥିବା…

ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ବୈଠକ ଅନୁଷ୍ଠିତ l

ରାୟଗଡ଼ା - ସ୍ବଦେଶୀ ଜାଗରଣ ମଞ୍ଚ -ସ୍ୱାବଲମ୍ବୀ ଭାରତ ଅଭିଯାନର ଜିଲ୍ଲା ବୈଠକ ରାୟଗଡସ୍ଥିତ ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମନୋଜ କୁମାର ନାଏକ ଯୋଗଦେଇ ସ୍ୱଦେଶୀ ଜାଗରଣ ମଞ୍ଚ, ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ମୁଁ ମଧ୍ୟ ସ୍ୱଦେଶୀ…

ମହାଆଡ଼ମ୍ବରରେ ପିତାମାତା ଦିବସ ପାଳିତ:

ରାୟଗଡ଼ା ( ଭି ଗୌରୀଶଙ୍କର ରାଓ) : ସାଇ ପ୍ରିୟା ଲେଡିଜ୍ ୱାକର୍ସ କ୍ଲବ୍ ଆନୁକୂଲ୍ୟରେ ରବିବାର ଦିନ ଟି.ଓ.ଏସ୍. ଆନି ବେସାନ୍ତ ମଡେଲ୍ ସ୍କୁଲରେ ଜାତୀୟ ପିତାମାତା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରତିଷ୍ଠାତା, ପ୍ରିନ୍ସିପାଲ୍ ସତ୍ୟବତୀ ଏବଂ ତାଙ୍କ…

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା କେନ୍ଦ୍ର କରି ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପ୍ରତି…

ରାୟଗଡ଼ା ( ଭି ଗୌରୀଶଙ୍କର ରାଓ ) : ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ନିଟ୍ (NEET) ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ଏହି ଘଟଣା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ…

ରାୟଗଡ଼ା ଜିଲ୍ଲାର ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ଖନନକୁ ନେଇ ବିବାଦ ଆହୁରି ତୀବ୍ର

ରାୟଗଡ଼ା( ଭି ଗୌରୀଶଙ୍କର ରାଓ ):ରାୟଗଡ଼ା ଜିଲ୍ଲାର ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ଖନନକୁ ନେଇ ବିବାଦ ଆହୁରି ତୀବ୍ର ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ସହ ପରିବେଶ କର୍ମୀମାନେ ମଧ୍ୟ ସ୍ୱର ଉଠାଇଛନ୍ତି। କମ୍ପାନୀ ସ୍ୱାର୍ଥ ପାଇଁ ପ୍ରଶାସନ…

ପ୍ରୋଗ୍ରେସ ସଂସ୍ଥା ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାୟଗଡ଼ା : (ଭି ଗୌରୀଶଙ୍କର ରାଓ)ରାୟଗଡ଼ା ର ବ୍ରାହ୍ମଣ ସାହି ସ୍କୁଲ ପରିସର ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ Progres ସଂସ୍ଥା ର ମୁଖ୍ୟ ସମ୍ପାଦିକା ଶ୍ରୀମତୀ ପୂଜିତା ଗରଡ଼ିଆ, ସଭା ନେତ୍ରୀ ଶ୍ରୀମତୀ ଜୟନ୍ତୀ ମହାନନ୍ଦିଆ, ପ୍ରଫୁଲ୍ଲ ମାଣ୍ଡାଙ୍ଗି, ଜିତୁ…

ରାୟଗଡାର ବରିଷ୍ଠ ଜନନେତା ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ବାର୍ତ୍ତା ।

ରାୟଗଡା, ୨୩.୦୭.୨୦୨୬: ତାରିଖରେ ରାୟଗଡାର ବରିଷ୍ଠ ଜନନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ରାୟଗଡ ସ୍ଥିତ ତେଜସ୍ଵୀନି ଗ୍ରାଉଣ୍ଡ ରେ ଅତି ଉତ୍ସାହର ସହିତ ପାଳନ ହୋଇଯାଇଛି। ରାୟଗଡା ବାସୀ ଓ ଆଖପାଖ ସହର ଓ ଗ୍ରାମରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି…

ରାୟଗଡାର ବରିଷ୍ଠ ଜନନେତା ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ବାର୍ତ୍ତା ।

ରାୟଗଡା,୨୩.୦୭.୨୦୨୬ : ତାରିଖରେ ରାୟଗଡାର ବରିଷ୍ଠ ଜନନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ରାୟଗଡ ସ୍ଥିତ ତେଜସ୍ଵୀନି ଗ୍ରାଉଣ୍ଡ ରେ ଅତି ଉତ୍ସାହର ସହିତ ପାଳନ ହୋଇଯାଇଛି। ରାୟଗଡା ବାସୀ ଓ ଆଖପାଖ ସହର ଓ ଗ୍ରାମରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି…

ଜଣେ ଯୁବ ଆଇନଜୀବୀ ଙ୍କୁ ରାୟଗଡା ତହସିଲଦାର ଦୁର୍ବ୍ଯବହାର କରିଥିବା ଅଭିଯୋଗ

ରାୟଗଡା : ଆଙ୍କର-ଜଣେ ଯୁବ ଆଇନଜୀବୀ ଙ୍କୁ ରାୟଗଡା ତହସିଲଦାର ଦୁର୍ବ୍ଯବହାର କରିଥିବା ଅଭିଯୋଗ ହୋଇଛି। ରାୟଗଡା ବାର ଆସୋସିଏସନ ର ସଭ୍ଯ ତଥା ଆଇନଜୀବୀ ଟି.ନାଗରାଜୁ ଗତ ୮ ତାରିଖ ଦିନ ନିଜ ମହକିଲଙ୍କ ସହ ଆରଓଆର୍ ସଂଶୋଧନ ପାଇଁ ସଦର ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁଙ୍କୁ ଦେଖା କରିବାକୁ…

ରାୟଗଡ଼ା ବନ ବିଭାଗ କୁ ଏକ ବଡ଼ ସଫଳତା

ରାୟଗଡ଼ା:(ଭି ଗୌରୀ ଶଙ୍କର) ରାୟଗଡ଼ା ଜିଲ୍ଲାରେ ବନ ବିଭାଗର ବଡ଼ ଧରପଗଡ଼। ଲେଲିଗୁମା ନିକଟସ୍ଥ ସାଙ୍ଗର ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବେ ମାଙ୍ଗାନିଜ୍ ଚୋରା ଚାଲାଣ ବେଳେ ଏକ ହାଇୱା, ଏକ JCB ଓ ଏକ ମୋଟରସାଇକେଲ୍ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଦେଖନ୍ତୁ ଏହି ରିପୋର୍ଟ।…