Browsing Category

ସଂସ୍କୃତି ଓ ପରମ୍ପରା

ଶ୍ରୀ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ “ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧” ପ୍ରଦାନ କରାଯିବ।

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରୀ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ “ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧” ପ୍ରଦାନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମଗ୍ରିକ ସାହିତ୍ୟ କୃତି,…

ବରଗଡ଼ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ

ବରଗଡ଼ ମଥୁରା ନଗରୀ : ସତ୍ୟର ବିଜୟ ଅସତ୍ୟର ପରାଜୟ ସହିତ ଐଶୀ ଶକ୍ତି ଯେ ସବୁବେଳେ ଆସୁରିକ ଶକ୍ତି ଉପରେ ବିଜୟ ଲାଭ କରେ ଏହା ପୁଣି ଥରେ ପ୍ରମାଣିତ ହୋଇଛି ବରଗଡ଼ ଧନୁଯାତ୍ରାରେ। ଦେବକୀଙ୍କ ଅଷ୍ଟମ ସନ୍ତାନ କୃଷ୍ଣଙ୍କ ହାତରେ ପ୍ରତାପୀ ମହାରାଜ କଂସଙ୍କ ନିଧନ ହୋଇଛି। ଏହା ସହିତ ମଥୁରା ନଗରୀରେ…

ଦୀପାବଳିକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ତାଲିକାରେ ଯୋଡ଼ିଲା ୟୁନେସ୍କୋ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଆଲୋକର ପର୍ବ ଦୀପାବଳିକୁ ଏହାର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ କରିଛି। ଏହି ପର୍ବ ବିଷୟରେ ବର୍ଣ୍ଣନା କରି ୟୁନେସ୍କୋ ଏହାର ଅଫିସିଆଲ୍ ୱେବସାଇଟରେ କହିଛି, ଦୀପାବଳି ହେଉଛି ଏକ…

ଲଜ୍ଜିତ ହେଲେ ଦେବର୍ଷି

ଲଜ୍ଜିତ ହେଲେ ଦେବର୍ଷି ============== ଦିନେ ବୈକୁଣ୍ଠରେ ଭଗବାନ ବିଷ୍ଣୁ, ମାଆ ଲକ୍ଷ୍ମୀଙ୍କ ସହିତ ବସିଥାନ୍ତି l ଏହି ସମୟରେ ହରିଧ୍ୱନୀ କରି ଦେବର୍ଷି ନାରଦ ଆସି ପହଞ୍ଚି ଗଲେ l ଖୁବ୍ ପ୍ରସନ୍ନ ଦେଖା ଯାଉଥିବା ନାରଦଙ୍କୁ ଦେଖି ଭଗବାନ ବିଷ୍ଣୁ ପଚାରିଲେ, ହେ ଦେବର୍ଷି ! ଏ ଅସମୟରେ ତୁମର…

ପଞ୍ଚମ ଦିନରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

ଲାଞ୍ଜିଗଡ: ସିଂହାସନ ଆରୋହଣ ସହିତ ବିଜୁଳି କନ୍ୟାର ଶୂନ୍ୟବାଣୀରେ ଭୀତତ୍ରସ୍ତ ହୋଇ ପଡ଼ିଛନ୍ତି ମହାରାଜ କଂସ। ନବବିବାହିତା ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ତତକ୍ଷଣାତ ବନ୍ଦୀଶାଳାରେ ନିକ୍ଷେପ କରିଛନ୍ତି। ଦେବକୀ-ବସୁଦେବଙ୍କ ଔରସରୁ ଜାତ ଗୋଟିକ ପରେ ଗୋଟିଏ ସନ୍ତାନଙ୍କୁ ହତ୍ୟା…

ଗୋପୀ ଚନ୍ଦନ

ଗୋପୀ ଚନ୍ଦନ =========== ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରୀୟ ଚନ୍ଦନ l ଚନ୍ଦନ ମଧ୍ୟରେ, ପୁଣି ଗୋପୀ ଚନ୍ଦନ l ମନଲୋଭା ଚନ୍ଦନ ବେଶକୁ ଲକ୍ଷ କରି କବି ଭକ୍ତଚରଣ ଦାସ କହିଲେ, 'ଚନ୍ଦନବେଶ ମୁଁ କରନ୍ତି ମୋର ହେଉଛି ମନ, ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ'l ଏହି ଗୋପୀ ଚନ୍ଦନ ଉଦ୍ଭବ…

ଦ୍ଵିବିଦ ବାନର କଥା

ଦ୍ଵିବିଦ ବାନର କଥା ============ ଶ୍ରୀମଦ ଭାଗବତ ମହାପୁରାଣର କଥା l ବ୍ରହ୍ମଜ୍ଞାନୀ ଶୁକଦେବ, ବ୍ରହ୍ମଶାପ ଗ୍ରସ୍ତ ମହାରାଜା ପରୀକ୍ଷିତଙ୍କୁ ବଳରାମଙ୍କ ଯମୁନାକର୍ଷଣ ଚରିତ ଶୁଣାଇ ସାରିଲା ପରେ ପରୀକ୍ଷିତ ଅତି ଉତ୍ସୁକତାର ସହ ପଚାରିଲେ, ହେ ମହାତ୍ମନ୍ ! ଅମିତତେଜ ପ୍ରଭୁ ବଳଦେବ ଆଉ ସବୁ…

ମହନୀୟା ମନ୍ଥରା

ରାମାୟଣ ଯୁଗରେ ଆମ ଆର୍ଯ୍ୟଭୂମି ଭାରତବର୍ଷର ଉତ୍ତର ପଶ୍ଚିମ ଦିଗରେ କେକେୟ ବୋଲି ଗୋଟିଏ ଅତ୍ୟନ୍ତ ସମୃଦ୍ଧିଶାଳୀ ରାଜ୍ୟ ଥିଲା l ରାଜ୍ୟର ରାଜା ଥିଲେ ଅଶ୍ଵପତି l ସୂର୍ଯ୍ୟ ବଂଶୀ ମାନେ ରାଜତ୍ଵ କରୁ ଥିବା କୋଶଳ ସହିତ କେକେୟ ବହୁକାଳ ପର୍ଯ୍ୟନ୍ତ ମିତ୍ରତା ସୂତ୍ରରେ ଆବଦ୍ଧଥିଲା l ରାଜା…

କାର୍ତ୍ତିକ ସରିଲା: ମହାପ୍ରସାଦ ଶୋଷଣ କମିଲାନି

ପୁରୀ : ପବିତ୍ର କାର୍ତ୍ତିକ ମାସ ସରିବାକୁ ବସିଲା, କିନ୍ତୁ ମହାପ୍ରସାଦ ଦର ନିୟନ୍ତ୍ରଣ ହୋଇପାରିଲା ନାହିଁ। ଯେଉଁଥିପାଇଁ ପ୍ରତିଦିନ ଭକ୍ତମାନେ ମହାପ୍ରସାଦ କିଣି ଶୋଷଣ ଶିକାର ହେଉଛନ୍ତି। କିଛି ଦଲାଲ ଏଭଳି ଶୋଷଣର ମାର୍ଗ ପ୍ରଶସ୍ତ କରି ଚାଲିଛନ୍ତି। ଆନନ୍ଦବଜାରରୁ ମହାପ୍ରସାଦ କିଣିଆଣି…

ମନ୍ଦିରକୁ ଆସୁଥିବା ସାପକୁ ‘ଅଜଗର ବାବା’ କହି ଲୋକେ ପୂଜାର୍ଚ୍ଚନ କରୁଛନ୍ତି

 ଭୋପାଳ: ଦୁଇ ତିନି ବର୍ଷରେ ଥରେ ମଧ୍ୟପ୍ରଦେଶର ସାଗର ନଗରୀସ୍ଥିତ ଗୋଟାଏ ମନ୍ଦିରକୁ ଆସୁଥିବା ଏକ ଅଜଗର ସାପକୁ ଲୋକେ ‘ଅଜଗର ବାବା’ କହି ଦର୍ଶନ କରିବାକୁ ଆସୁଛନ୍ତି।ସଂଗୃହୀତ ସୂଚନା ଅନୁସାରେ, ‘ବାଘରାଜ ହରସିଦ୍ଧି ମଠ ମନ୍ଦିର’କୁ ଆସୁଥିବା ସେ ସାପକୁ ପୂଜା କରିବା ଲାଗି ଲୋକେ ଧାଡ଼ି…