Sign in
Sign in
Recover your password.
A password will be e-mailed to you.
Browsing Category
ଜୀବନଶୈଳୀ
ରାତ୍ରୀ ଭୋଜନ ଶୀଘ୍ର କରୁଥିଲେ.. ମିଳେ ଏହି ଲାଭ
କର୍ମବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଖୁବ କମ୍ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ସଠିକ୍ ଧ୍ୟାନ ଦେଇଥାଆନ୍ତି। ଫଳରେ ଅନେକ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଦୈନିକ ଔଷଧ ସେବନ କରିବାକୁ ମଧ୍ୟ ପଡିଥାଏ। ମାତ୍ର ସଠିକ ସମୟରେ ସକାଳେ ଉଠିବା, ରାତିରେ ଶୋଇବା ଓ ଖାଦ୍ୟ ଖାଇବା ଦ୍ୱାରା…
ପ୍ରତିଦିନ ଗୋଟିଏ କମଳା ଖାଇବାର ଫାଇଦା ଜାଣନ୍ତୁ
ନୂଆଦିଲ୍ଲୀ: ଶୀତଦିନେ ପ୍ରଚୁର ମାତ୍ରାରେ କମଳା ମିଳିଥାଏ। କମଳାରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥାଏ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଶୀତ ଦିନେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡ଼ିବାରୁ ଥଣ୍ଡା, କାଶ ଓ ଜ୍ବର ଆଦି…
ଖାଇବା ପରେ ଫିଙ୍ଗି ଦେଉଛନ୍ତି କି ଫଳ ଚୋପା?
ଫଳ ଉଭୟ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ବେଶ ଉପକାରୀ। ଫଳ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହେବା ସହ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ମାତ୍ର ଆପଣ ଜାଣନ୍ତି କି କେବଳ ଫଳ ନୁହେଁ ଏହାର ଚୋପା ମଧ୍ୟ ତ୍ୱଚାର ଚମକ ବୃଦ୍ଧି କରିଥାଏ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ..…
ବର୍ଷାଦିନେ ଖାଦ୍ୟ ପ୍ରସ୍ତୁତିର ୩ ଘଣ୍ଟା ମଧ୍ୟରେ କରନ୍ତୁ ଭୋଜନ
ବର୍ତ୍ତମାନ ବର୍ଷାଦିନ ଚାଲୁ ରହିଛି। ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ଅଧିକ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜୀବନଶୈଳୀ ଠାରୁ ଆରମ୍ଭ କରି ଖାଦ୍ୟ-ପେୟ ପ୍ରତିଟି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ। ଅଧ୍ୟୟନ ଅନୁଯାୟୀ ଯେକୌଣସି ଖାଦ୍ୟକୁ ପ୍ରସ୍ତୁତି ପରେ ଅଧିକ ସମୟ ଯାଏଁ ରଖିବା ଉଚିତ…
ପିଆଜ ଖାଇବା ପରେ ପାଟି ଦୁର୍ଗନ୍ଧ ଦୂର କରେ ଏହି ଘରୋଇ ଉପାୟ
ସାଲାଡରେ କଞ୍ଚା ପିଆଜ ଖାଇବାକୁ ଅନେକ ପସନ୍ଦ କରନ୍ତି। ମାତ୍ର ଉତ୍ସବ କିମ୍ବା ଅନେକ ସମୟରେ ପାଟି ଦୁର୍ଗନ୍ଧ କାରଣରୁ ଲୋକେ ଏହାକୁ ଖାଇବାକୁ ଇଚ୍ଛା କରନ୍ତି ନାହିଁ। କଞ୍ଚା ପିଆଜ ଖାଇବାର କିଛି ଘଣ୍ଟା ଯାଏଁ ପାଟି ଦୁର୍ଗନ୍ଧ ରହିଥାଏ। ପିଆଜରେ ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ…
ଉତ୍ତମ ନିଦ ପାଇଁ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ
ଦିନଯାକ ପରିଶ୍ରମ ପରେ ରାତିରେ ସଠିକ ପରିମାଣରେ ନିଦ ହେବା ନିତାନ୍ତ ଆବଶ୍ୟକ। ତେବେ ଶୋଇବା ପୂର୍ବରୁ ଏପରି କିଛି ସ୍ୱତନ୍ତ୍ର ଖାଦ୍ୟପେୟ ରହିଛି,ଯାହାର ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହେବା ସହ ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ।
ପୋଟାସିୟମ ଓ ମେଗ୍ନିସିୟମରେ ଭରପୁର ଥିବା…
ପ୍ରସ୍ତୁତ କରନ୍ତୁ ପଞ୍ଜାବୀ ମାଛ
ଆବଶ୍ୟକ ସାମଗ୍ରୀ
ଛୋଟ ଖଣ୍ଡ କଟା ଯାଇଥିବା ମାଛ – ୫୦୦ ଗ୍ରାମ୍
ଅଦା ରସୁଣ ବଟା – ୫୦ ଗ୍ରାମ୍
ଲଙ୍କା ଗୁଣ୍ଡ – ୧୦ ଗ୍ରାମ୍
ଲେମ୍ବୁ ରସ – ୧ ଚାମଚ
ଜୁଆଁଣୀ – ଅଳ୍ପ
ବେସନ – ୨୦୦ ଗ୍ରାମ୍
ଅଣ୍ଡା – ୨ଟି
ଲୁଣ ସ୍ୱାଦ ଅନୁଯାୟୀ
ଦହି – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ…
ଏହି ସରଳ ଉପାୟରେ କେଶ ହେବ ରେଶମୀ
ପ୍ରଥମେ ଗୋଟିଏ ପାଚିଲା କଦଳୀକୁ ପେଷି ଦିଅନ୍ତୁ। ତାପରେ ଏକ ପାତ୍ରରେ କ୍ଷୀର ନେଇ ସେଥିରେ ପେଷିଥିବା କଦଳୀକୁ ମିଶାଇ ଦିଅନ୍ତୁ।
ଏବେ ପୁଣି ଏହାକୁ ଭଲ ଭାବେ ପେଷି ଏକ ପାତ୍ରକୁ କାଢନ୍ତୁ। ତାହାକୁ କେଶର ଶେଷ ଭାଗ ଓ ମୂଳରେ ଭଲ ଭାବେ ଲଗାଇ ୩୦ ମିନିଟ ରଖନ୍ତୁ।
୩୦ ମିନିଟ ପରେ ସାମାନ୍ୟ ଉଷୁମ…
ସ୍ୱଭାବରେ ଭୋଜନର ପ୍ରଭାବ
କିଛି ଲୋକଙ୍କୁ ନିରାମିଷ ଖାଦ୍ୟ ପସନ୍ଦ ଥିଲେ କିଛି ଲୋକଙ୍କୁ ଆମିଷ ଖାଦ୍ୟ ଖୁବ୍ ପସନ୍ଦ। ତେବେ ଖାଦ୍ୟ ରୁଚି ସହ ସ୍ୱଭାବ ଜଡିତ ରହିଛି ବୋଲି କୁହାଯାଏ। ଭୋଜନକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ଆମିଷ ଓ ଅନ୍ୟଟି ନିରାମିଷ। ଭୋଜନ ଆମ ସ୍ୱଭାବରେ ମଧ୍ୟ ପ୍ରଭାବ…
କସ୍ମେଟିକ୍ ନୁହେଁ, ବାସ୍ତବ ସୌନ୍ଦର୍ଯ୍ୟ ମିଳେ ଘରୋଇ ଉପାୟରେ; ଏମିତି କରନ୍ତୁ ଲୁଣରେ ର୍ସ୍କବ୍
ଆମେ ନିଜ ମୁହଁକୁ ସୁନ୍ଦର କରିବାକୁ ବିଭିନ୍ନ ପ୍ରକାରର କସ୍ମେଟିକ୍ ବ୍ୟବହାର କରିଥାନ୍ତି। ମାତ୍ର ବାସ୍ତବରେ କ’ଣ ମୁହଁ ସୁନ୍ଦର ଦିଶିଥାଏ? କସ୍ମଟେିକ୍ ପ୍ରଭାବରେ କେବେ ମୁହଁର ଔଜଲ୍ୟତା ବୃଦ୍ଧି ପାଇବାର ଦେଖିଛନ୍ତି? ସେଥିପାଇଁ ତ ବୁଦ୍ଧିମାନ ଲୋକ ନିଜ ଶରୀର ଓ ତ୍ବଚାର ଯତ୍ନ ଘରୋଇ…