Browsing Category

ମୟୁରଭଞ୍ଜ

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରା

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରା =============== ବାରିପଦା, ଭଞ୍ଜଭୂମି ମୟୁରଭଞ୍ଜର ରାଜଧାନୀ l ଏହା ଏବେକା ମୟୁରଭଞ୍ଜ ଜିଲ୍ଲାର ମୁଖ୍ୟାଳୟ l ମୟୁରଭଞ୍ଜ ଅତୀତରେ ଦେଶୀୟ ରାଜ୍ୟମାନଙ୍କ ମଧ୍ୟରେ ଥିଲା ଏକ ଅଗ୍ରଣୀ ରାଜ୍ୟ l ସର୍ବଦା ଏହା ପ୍ରଜାନୁରଞ୍ଜକ ରାଜାମାନଙ୍କ ଦ୍ୱାରା…

ରାଷ୍ଟ୍ରପତିଙ୍କୁ ରମେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଜନ୍ମଦିନର ଉପହାର

ରାଇରଙ୍ଗପୁର (୨୦/୬): ମହାମହିମ ରାଷ୍ଟ୍ରପତି ଶ୍ରୀ ମତୀ ଦ୍ରୌପଦୀ ମୁର୍ମୁଂଙ୍କ ଜନ୍ମ ଦିବସରେ ଅଲ ଇଣ୍ଡିଆ ସାନ୍ତାଳ ରାଇଟର ଏସୋସିଏସନ ରରଫରୁ ଅଗ୍ରିମ ଶୁଭେଚ୍ଛା ପ୍ରଦାନ ଅବସରରେ ଚିତ୍ରାଶିଳ୍ପୀ ରମେଶ ଚନ୍ଦ୍ର ପାତ୍ରଙ୍କ ଅଙ୍କିତ ଚିତ୍ରକଳା ଉପହାର ପ୍ରଦାନ କରିଛନ୍ତି l ଏହି ଚିତ୍ରକଳାରେ ଶ୍ରୀ…

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଡବଲ ଇଞ୍ଜିନ ଶାସନର ବିକାଶ…

ମୟୂରଭଞ୍ଜ :ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସ୍ବାଗତ ଅଭିଭାଷଣ ରଖିଛନ୍ତି । ଗୋଟିଏ ମଞ୍ଚରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଉପସ୍ଥିତ ଅଛନ୍ତି । ଜନ୍ମଦିନ ଅବସରରେ ରାଷ୍ଟ୍ରପତିଙ୍କୁ…

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ

ମୟୂରଭଞ୍ଜ :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡପୁର ହେବ ସୂର୍ଯ୍ୟ ଗ୍ରାମ। ଏହି ଗ୍ରାମର ପ୍ରତ୍ୟେକ ଘର ସୂର୍ଯ୍ୟ ଘର ହେବ। ସୌର ଶକ୍ତି ଦ୍ବାରା ଏହି ଗାଁରେ ମାଗଣା ବିଜୁଳି ମିଳିବ। ଏହିପରି ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ମୋଦି…

ଆଦିବାସୀ ଧର୍ମପୀଠରେ ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ମୟୂରଭଞ୍ଜ : ପାହାଡପୁରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଗାଁରେ ଅଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀଙ୍କୁ ଗାଁ ବୁଲାଉଛନ୍ତି ରାଷ୍ଟ୍ରପତି। ଆଦିବାସୀ ଧର୍ମପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ। ପାହାଡପୁର ଗୋଷାଣୀ ପୀଠରେ ରାଷ୍ଟ୍ରପତିଙ୍କ ସହ ମିଶି ଏକାଠି ପୂଜାର୍ଚ୍ଚନା…

୨୦ରେ ରାଇରଙ୍ଗପୁର ଆସୁଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ରାଇରଙ୍ଗପୁର : ଓଡ଼ିଶାରେ ବିଜେପି ନେତୃତ୍ବାଧୀନ ଡବଲ ଇଞ୍ଜିନ ସରକାରର ଦୁଇବର୍ଷ ପୂର୍ତ୍ତ ଉତ୍ସବ ଆଗାମୀ ଜୁନ ୨୦ ତାରିଖ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ପାଳିତ ହେବ। ଏହି ଅବସରରେ ରାଇରଙ୍ଗପୁର ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ରାଇରଙ୍ଗପୁରରେ ହେବ ଉତ୍ସବ, ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବା ପାଇଁ ସ୍ୱୀକୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ…

ଅନ୍ଧାର ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ : ଭାଙ୍ଗିଲା ଗଛ ଓ ଘର

ଉଦଳା : ଅନ୍ଧାର ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ। ହଠାତ ମାଡି ଆସିଲା ପବନ, ଭାଙ୍ଗିଲା ଆଉ ଉଡାଇଲା। ଗତକାଲି ବିଳମ୍ବିତ ରାତିରେ ଅଚାନକ ପ୍ରବଳ ବର୍ଷା ପବନ ହୋଇଥିବା ବେଳେ ଉଦଳା ଥାନା କୋଚିଳାଡିହା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଶତାଧିକ ସଂଖ୍ୟାରେ ଗଛ ଉପୁଡି ପଡ଼ିଥିବା ବେଳେ…

ମୟୂରଭଞ୍ଜ ଜିଲାର ଜୀବନରେଖା ବୁଢ଼ାବଳଙ୍ଗରେ ପାଣି ନାହିଁ : ଶୁଖିଲା ପଡ଼ିଛି ନଦୀ ଶଯ୍ୟା।

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର ଜୀବନରେଖା ବୁଢ଼ାବଳଙ୍ଗରେ ପାଣି ନାହିଁ। ଶୁଖିଲା ପଡ଼ିଛି ନଦୀ ଶଯ୍ୟା। ଫଳରେ ନଦୀ ସଂଲଗ୍ନ ଅଞ୍ଚଳରେ ଜଳସ୍ତର ଦ୍ରୁତ ହ୍ରାସ ପାଇବା ବର୍ତ୍ତମାନ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ବୁଢ଼ାବଳଙ୍ଗ ନଦୀ ମୟୂରଭଞ୍ଜ ଜିଲାର ବୃହତ୍ତମ ଓ ରାଜ୍ୟର ଏକ ପ୍ରମୁଖ ନଦୀ।…

ଘର ଭିତରେ ପଶିଗଲା କାର। ଉଦଳା ଗୁଡ଼ୁଗୁଡ଼ିଆ ଗାଁର ଘଟଣା।

ଉଦଳା : ଘର ଭିତରେ ପଶିଗଲା କାର। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗ୍ରାମରେ। ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା କାରରେ ଆସୁଥିବା ବେଳେ ଜଣେ ବାଇକ ଆରୋହୀ ସାମ୍ନାକୁ ଆସିଯାଇଥିଲେ। ଫଳରେ ପ୍ରିୟ ରଞ୍ଜନ ଭାରସାମ୍ୟ ହରାଇ…