Sign in
Sign in
Recover your password.
A password will be e-mailed to you.
Browsing Category
ମୟୁରଭଞ୍ଜ
ମୟୂରଭଞ୍ଜ ଜିଲାର ଜୀବନରେଖା ବୁଢ଼ାବଳଙ୍ଗରେ ପାଣି ନାହିଁ : ଶୁଖିଲା ପଡ଼ିଛି ନଦୀ ଶଯ୍ୟା।
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର ଜୀବନରେଖା ବୁଢ଼ାବଳଙ୍ଗରେ ପାଣି ନାହିଁ। ଶୁଖିଲା ପଡ଼ିଛି ନଦୀ ଶଯ୍ୟା। ଫଳରେ ନଦୀ ସଂଲଗ୍ନ ଅଞ୍ଚଳରେ ଜଳସ୍ତର ଦ୍ରୁତ ହ୍ରାସ ପାଇବା ବର୍ତ୍ତମାନ ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି। ବୁଢ଼ାବଳଙ୍ଗ ନଦୀ ମୟୂରଭଞ୍ଜ ଜିଲାର ବୃହତ୍ତମ ଓ ରାଜ୍ୟର ଏକ ପ୍ରମୁଖ ନଦୀ।…
ଘର ଭିତରେ ପଶିଗଲା କାର। ଉଦଳା ଗୁଡ଼ୁଗୁଡ଼ିଆ ଗାଁର ଘଟଣା।
ଉଦଳା : ଘର ଭିତରେ ପଶିଗଲା କାର। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗ୍ରାମରେ। ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା କାରରେ ଆସୁଥିବା ବେଳେ ଜଣେ ବାଇକ ଆରୋହୀ ସାମ୍ନାକୁ ଆସିଯାଇଥିଲେ। ଫଳରେ ପ୍ରିୟ ରଞ୍ଜନ ଭାରସାମ୍ୟ ହରାଇ…
ଦୀର୍ଘ ୧୫ଶହ କିମି ଚାଲି ଚାଲି ଶିମିଳିପାଳ ପହଞ୍ଚିଛି ମହାବଳ।
ମୟୂରଭଞ୍ଜ : ଶିମିଳିପାଳରେ ନୂଆ ଅତିଥି ମହାବଳ ବାଘ। ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ଶିମିଳିପାଳ ପ୍ରୋଟେକ୍ସନ ଫୋର୍ସ ପାଟ୍ରୋଲିଂ କରୁଥିବା ବେଳେ ଏହି ଅଣ୍ଡିରା ମହାବଳ ବାଘକୁ ଦେଖିବାକୁ ପାଇଥିଲେ। ତେବେ ବାଘଟି ଶିମିଳିପାଳର ନୁହେଁ ବରଂ ଏହା ବାହାର ରାଜ୍ୟରୁ ଆସିଥିବା ଅନୁମାନ…
ପାଟିରେ ପଶିଗଲା ଜୀବନ୍ତ କଉ ମାଛ,ଚାଲିଗଲା ଯୁବକଙ୍କ ଜୀବନ
ବାଙ୍ଗିରିପୋଷି :ମାଛ ଧରିବା ଖୁସି ଶେଷରେ ପାଲଟିଲା ମରଣ ଯନ୍ତା। ପାଟିରେ ଜୀବନ୍ତ କଉ ମାଛ ପଶିଯିବାରୁ ଚାଲିଗଲା ଯୁବକଙ୍କ ଜୀବନ। ଏହି ହୃଦୟବିଦାରକ ଘଟଣାରେ ମୟୂରଭଞ୍ଜ ବାଙ୍ଗିରିପୋଷି ଥାନା ଦିଘି ଗ୍ରାମରେ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଅବିନାଶ ବିଜୁଳି। ଅବିନାଶ ବନ୍ଧରେ ମାଛ ଧରିବା…
ମୟୂରଭଂଜ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଘର ଉପୁଡ଼ିଲା ବଡ଼ ବଡ଼ ଗଛ
ଶ୍ୟାମାଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଶ୍ୟାମାଖୁଣ୍ଟା ବ୍ଲକ୍ ଅଞ୍ଚଳରେ ପ୍ରବଳ ପବନ ଓ ବଜ୍ରପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । କିଛି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି । ଅନେକ ଘରର ଚାଳଛପର ଉଡିଯାଇଛି । କୁଟିଳାଘାଟି ପଞ୍ଚାୟତ କାକରପାଣି…
କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ : ୨ମୃତ, ୬ ଗୁରୁତର ଏବଂ ୨୦ରୁ ଉର୍ଦ୍ଧ୍ବ ଆହତ
କରଞ୍ଜିଆ : କରଞ୍ଜିଆ ବ୍ଲକ ବଳା ଓ ତାଟୋ ପଞ୍ଚାୟତରେ ଆଜି ଅପରାହ୍ନ ୪ଟାରେ ଘୁର୍ଣ୍ଣିଝଡ ପ୍ରବଳ କୁଆପଥର ବର୍ଷାହେବା ଫଳରେ ଆକଳନ ବହିର୍ଭୁତ କ୍ଷତି ହେବା ସହ ୨ମୃତ, ୬ ଗୁରୁତର ଏବଂ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣାଯାଇଛି। ଅପରାହ୍ନ ୪ଟାରେ ବଳା ପଞ୍ଚାୟତର ଡୁମୁରିଆ ଗ୍ରାମରେ ଚକାଭଉଁରୀ ଖେଳି…
ବନ୍ଧୁକ ଦେଖାଇ ଗହଣା ଦୋକାନୀଙ୍କଠୁ ଲୁଟ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାରେ ବନ୍ଧୁକ ଦେଖାଇ ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ । ପ୍ରାୟ ଅଧକେଜି ରୁପା ଅଳଙ୍କାର ଲୁଟ କରିଥିବା ସୂଚନା ।
ଘଟଣା ଅନୁସାରେ ଖୁଣ୍ଟା ଥାନା ଅଧୀନ ଧନାପନା ଗ୍ରାମର ରୂପା ଅଳଙ୍କାର ବ୍ୟବସାୟୀ କମଲ ଲୋଚନ ରଣାଙ୍କ ଠାରୁ ରୁପା ଅଳଙ୍କାର ଲୁଟ ହୋଇଛି ।…
ରାଷ୍ଟ୍ରପତି ଗସ୍ତକୁ ଆଖିଆଗରେ ରଖି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ।
ଭୁବନେଶ୍ୱର : ରାଷ୍ଟ୍ରପତି ଗସ୍ତକୁ ଆଖିଆଗରେ ରଖି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଦୁଇ ଦିନ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା ଫେବୃଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ…
ମୟୂରଭଞ୍ଜରେ ଗୋ-ମାଫିଆ ବିରୋଧରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆର ସୁରଜିତ ମହାନ୍ତିଙ୍କ ଘରେ ଚଢାଉ ହୋଇଛି। ଆଜି ସକାଳୁ ଚଢାଉ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୩୦ ଲକ୍ଷ ନଗଦ ଟଙ୍କା, ୩୭୦ ଗ୍ରାମ ସୁନା ଓ ୨୮୦ ଗ୍ରାମ ରୂପା ଜବତ କରିଛି ଭିଜିଲାନ୍ସ । ଏହାସହିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଚାଲିଛି।…
ମହାମହିମ ରାଷ୍ଟ୍ରପ୍ରତିଙ୍କ ଗସ୍ତ ନେଇ ମୟୂରଭଂଜ ଚଳଚଂଚଳ, ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି
ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ତାରିଖ ଦିନ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ପାଇଁ ସେ ୨୮ ଫେବ୍ରୁଆରିରେ ନୂଆଦିଲ୍ଲୀରୁ ଏକ ସତନ୍ତ୍ର ବିମାନ ଯୋଗେ ଝାଡଖଣ୍ଡର ରାଂଚିସ୍ଥିତ ବିର୍ସା ମୁଣ୍ଡା ବିମାନବନ୍ଦରରେ ପହଂଚିବା ପରେ ସେଠାରେ ବିଶ୍ୱବିଦ୍ୟାଳୟରର…