Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଭୁବନେଶ୍ୱରଠାରେ ESI ଯୋଜନାର ବିଭିନ୍ନ ସୁବିଧା ସମ୍ପର୍କିତ ସଚେତନତା ଶିବିର ଆୟୋଜିତ
ଭୁବନେଶ୍ୱର: କର୍ମଚାରୀ ରାଜ୍ୟ ବୀମା ନିଗମ (ESIC), ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଆଜି ESI ଯୋଜନା ଅଧୀନରେ ଉପଲବ୍ଧ ବିଭିନ୍ନ ସୁବିଧା ସମ୍ପର୍କରେ ହିତାଧିକାରୀ ଏବଂ ବୀମାଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା।…
ବନ୍ୟା ବିପନ୍ନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ନୂଆ ଘର, ୫ ଦିନରେ ସରିବ କ୍ଷୟକ୍ଷତି ଆକଳନ : ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ବର୍ଷାରେ ଭାଙ୍ଗିଥିବା ଘର ବଦଳରେ ସରକାର ତୁରନ୍ତ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ନୂଆ ପକ୍କା ଘର ଯୋଗାଇ ଦେବେ। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ…
ଅବପାତ ବର୍ଷା ଓ ଝଡ଼ରେ ଭୁବନେଶ୍ବର ଉପକଣ୍ଠ ବେହାଲ
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ଅବପାତ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଛି। ବୁଧବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ହେତୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ୍ ସମେତ ଭୁବନେଶ୍ବର ଉପକଣ୍ଠରେ ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଯାଁଳା ପଞ୍ଚାୟତର…
ବାତ୍ୟା ଥମିବା ପରେ ଚନ୍ଦ୍ରଭାଗା ଉପକୂଳରେ ବାଲିଝଡ଼
ଭୁବନେଶ୍ବର: ବାତ୍ୟା ପ୍ରଶମିତ ହେବା ପରେ ଚନ୍ଦ୍ରଭାଗା ଉପକୂଳ ଅଞ୍ଚଳରେ ପ୍ରବଳ ବେଗରେ ପବନ ବୋହିବା ସହ ସମୁଦ୍ର ଅଶାନ୍ତ ହୋଇ ବାଲିଝଡ଼ ସୃଷ୍ଟି ହୋଇଛି। ପବନରେ ତୁହାକୁ ତୁହା ବାଲି ଉଡ଼ିଆସି ଚନ୍ଦ୍ରଭାଗାରୁ ରାମଚଣ୍ଡୀ ମୁହାଣ ଇକୋ-ରିଟ୍ରିଟ୍ ନିକଟସ୍ଥ ପ୍ରାୟ ୧ କିଲୋମିଟର ବ୍ୟାପୀ ଜାତୀୟ…
କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର: କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି କଟକର ପୂର୍ବକଚ୍ଛସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ‘ପୋଷଣ ମାସ ୨୦୨୬’ ଏବଂ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶା ଆଜି ଭାରତର ପ୍ରଥମ ରାଜ୍ୟ ଭାବେ ନିଜର ‘ସମବାୟ ନୀତି ୨୦୨୬’ ପ୍ରଣୟନ କରିଛି। ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ, ଏହା ହେଉଛି ଆମର ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ଜୀବନରେଖା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଓୟୁଏଟି…
ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା
ଭୁବନେଶ୍ୱର: ଦକ୍ଷିଣ, ଉତ୍ତର ଏବଂ ଉପକୂଳ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ଗଭୀର ଅବପାତ ପ୍ରଳୟ ରଚିଛି। ଲଗାଣ ବର୍ଷା ଏବଂ ପବନ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ମାଲକାନଗିରି ଜିଲ୍ଲାରେ ୩ ଦିନର ଲଗାଣ ବର୍ଷା ପରେ ଚିତ୍ରକୋଣ୍ଡା-ଦାରାକୋଣ୍ଡା…
ବନ୍ୟା କ୍ଷୟକ୍ଷତି: ୭ ଜୀବନ ହାନି, ୨ ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ
ଭୁବନେଶ୍ବର: ଓଡ଼ିଶାରେ ଚଳିତ ବର୍ଷ ହୋଇଥିବା ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବନ୍ୟା ପ୍ରକୋପରେ ରାଜ୍ୟର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ବାସଗୃହ, ଚାଷଜମି ଏବଂ ଗୃହପାଳିତ ପଶୁସମ୍ପଦର ପ୍ରଚୁର କ୍ଷତି ସହିବାକୁ ପଡ଼ିଛି। ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ…
ଭୁବନେଶ୍ବରର ରାଜ ରାସ୍ତାରେ ପୁଣି ରଣହୁଙ୍କାର କରିବ ବିଜେଡି, ଯୋଗ ଦେବେ ନବୀନ
ଭୁବନେଶ୍ବର: ବିଜୁ ଯୁବ ଜନତା ଓ ଛାତ୍ର ଜନତା ଦଳର ବିକ୍ଷୋଭ ପରେ ଏବେ ଖୋଦ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ। ଆଜି ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ତରଫରୁ କୁହାଯାଇଛି ଆସନ୍ତା 28 ତାରିଖରେ ଏହି ବିକ୍ଷୋଭ। ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରତାପ…
କାରାଗାର ନିର୍ଦ୍ଦେଶାଳୟ ସହ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର : ଜେଲ୍ ଅନ୍ତେବାସୀଙ୍କୁ ଏଣିକି ମାଗଣା ଉଚ୍ଚଶିକ୍ଷା ଦେବ…
ଭୁବନେଶ୍ୱର, ୨୪ ସେପ୍ଟେମ୍ବର(କୃଷ୍ଣ କୁମାର ମହାନ୍ତି): କାରାଗାରରେ ଥିବା ଅନ୍ତେବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ତଥା ସେମାନଙ୍କ ବୌଦ୍ଧିକ ବିକାଶ ଲକ୍ଷ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ଜେଲ୍ରେ ଥିବା…