Sign in
Sign in
Recover your password.
A password will be e-mailed to you.
Browsing Category
ଝାରସୁଗୁଡ଼ା
ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ଦେବାକୁ କହି ଠକେଇ। ଲକ୍ଷାଧିକ ଟଙ୍କା ଚୂନ ଲଗାଇଥିବା ଅଭିଯୋଗ।
ଝାରସୁଗୁଡ଼ା : ଟଙ୍କା ଦେଲେ ମିଳିଯିବ ଆନ୍ଧ୍ର ପ୍ରଦେଶର ବିଏଡ୍ ସାର୍ଟିଫିକେଟ୍। ଏଥିପାଇଁ ଅଫିସ୍ ଖୋଲି ଲୋଭନୀୟ ବିଜ୍ଞାପନ ଦେଇ ଆଶାୟୀଙ୍କୁ ଫସାଉଛନ୍ତି, ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି। ଏଭଳି କିଛି ଅଭିଯୋଗ କରି ଝାରସୁଗୁଡ଼ା ଥାନାରେ ଦ୍ବାରସ୍ଥ ହୋଇଛନ୍ତି ୩୦୦ରୁ ଅଧିକ ଆଶାୟୀ।…
ଝାରସୁଗୁଡାରେ : ଟ୍ରଲର-ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ
ଝାରସୁଗୁଡ଼ା : ଏକ ବାହାଘର ଭୋଜି ଖାଇ ଭୋରରୁ ଫେରୁଥିବା ବେଳେ ଟ୍ରେଲର ଏବଂ ପୁଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୫ ଜଣ ପୁଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲାରେ। ଆଉ…
ଝାରସୁଗୁଡା ଜିଲାର ଲଖନପୁରରେ ସ୍ଥାପନ ହେବାକୁ ଯାଉଛି ନୂଆ ଷ୍ଟେଟ୍ ଅଫ୍ ଆର୍ଟ କୋଇଲା ବାଷ୍ପୀକରଣ ୟୁନିଟ ।
ଭୁବନେଶ୍ୱର : ଝାରସୁଗୁଡା ଜିଲାର ଲଖନପୁରରେ ସ୍ଥାପନ ହେବାକୁ ଯାଉଛି ନୂଆ ଷ୍ଟେଟ୍ ଅଫ୍ ଆର୍ଟ କୋଇଲା ବାଷ୍ପୀକରଣ ୟୁନିଟ । ଏଥିଲାଗି ଭାରତ ହେଭି ଇଲେକ୍ଟ୍ରିକାଲସ ଲିମିଟେଡ (ବିଏଚ୍ଇଏଲ୍)କୁ ୫୪୦୦ କୋଟିର ଇଞ୍ଜିନିୟରିଂ, ପ୍ରକ୍ୟୋରମେଣ୍ଟ ଏବଂ କନ୍ଷ୍ଟ୍ରକସନ (ଇପିସି) କଣ୍ଟ୍ରାକ୍ଟ ମିଳିଛି ।…
ବେଦାନ୍ତ ଆଲୁମିନିୟମ ଦ୍ୱାରା ଝାରସୁଗୁଡାରେ ମହିଳା, ଶିଶୁଙ୍କ କଲ୍ୟାଣ ପାଇଁ ୧୩୦ଟି ନନ୍ଦଘର ଉଦଘାଟିତ
ଝାରସୁଗୁଡ଼ା,: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏକ ସମାରୋହରେ ୧୩୦ଟି ନନ୍ଦଘରକୁ ଉଦଘାଟନ କରିଛି । ନନ୍ଦଘର ହେଉଛି ଆଧୁନିକ ଅଙ୍ଗନବାଡିର ଏକ ନେଟୱର୍କ ଯାହା ବେଦାନ୍ତ ଦ୍ୱାରା ସମର୍ôଥତ ମହିଳା ଓ ଶିଶୁ କଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟ କରିଥାଏ । ଏହି…
ମିଶନ ଶକ୍ତି ଯୋଜନାର ପ୍ରଶଂସା କରିଥିଲେ ଅଷ୍ଟ୍ରେଲିଆର ବାଣିଜ୍ୟ ରାଷ୍ଟ୍ରଦୂତ
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଲିଥିବା ସିଆଇଆଇ ଶିଳ୍ପ ସମ୍ମିଳନୀର ଦ୍ବିତୀୟ ଦିନରେ ପ୍ରଦର୍ଶନୀ ମେଳା ଜାରି ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଉପାଦେୟ ଆଲୋଚନା ହୋଇଛି। ସିଆଇଆଇ ଗୋଟିଏ ପଟେ ଶକ୍ତି, ଇସ୍ପାତ୍ ଓ ରାସାୟନିକ ଉତ୍ପାଦ ଉତ୍ପାଦନ ଉପରେ ଆଲୋଚନା କରିଥିବା ବେଳେ ଗ୍ରାମୋଦ୍ୟୋଗ ଓ…
ବେଦାନ୍ତ ଆଲୁମିନିୟମ୍ ସରକାରୀ ଟିକସ ଫାଙ୍କିବାକୁ ସାଂଘାତିକ ଷଡ଼୍ଯନ୍ତ୍ରର ଅଭିଯୋଗ ହୋଇଛି।
ଝାରସୁଗୁଡ଼ା: ଝାରସୁଗୁଡ଼ା ଭୁର୍କାମୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମ୍ ୧୩ କୋଟିର ଜଳକର ଠକେଇ ମାମଲାର ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ସରକାରୀ ଟିକସ ଫାଙ୍କିବାକୁ ସାଂଘାତିକ ଷଡ଼୍ଯନ୍ତ୍ରର ଅଭିଯୋଗ ହୋଇଛି। ୨୦୦୬ ମସିହା ତୁଳନାରେ ବର୍ତ୍ତମାନ ବେଦାନ୍ତର ଆୟତନ ପ୍ରାୟ ୧୦ ଗୁଣା ବୃଦ୍ଧି…
ବାଲିଜୋରି ରେଳ ଧାରଣାରେ ଟ୍ରକ ଧକ୍କାରେ ଫାଟକ ଜଗୁଆଳି ମୃତ
ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ଦକ୍ଷିଣପୂର୍ବ ହାୱାଡା ମୁମ୍ବାଇ ରେଳପଥର ଧୁତରା ଓ ଝାରସୁଗୁଡା ଷ୍ଟେସନ ଦ୍ୱୟ ମଝିରେ ଥିବା ୨୫୬ ନଂ.ବାଲିଯୋରୀ ଫାଟକ ଭିତରେ ଟ୍ରକ ଚଢିଯିବାରୁ ଫାଟକ ଜଗୁଆଳିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ହେଉଛନ୍ତି ଧୁତରା ସାରସମାଲ ଗ୍ରାମର ଟେକଚାନ୍ଦ…
ଏସ୍ଏମସିରେ ସୁରକ୍ଷା ବ୍ୟବସ୍ଥା ବିପନ୍ନ: ତରଳ ଲୁହା ପଡ଼ି ପୁଣି ଜଣେ ଶ୍ରମିକ ଅର୍ଦ୍ଧଦଗ୍ଧ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଧୀନ ହିର୍ମା ଗ୍ରାମରେ ଥିବା ଏସ୍ଏମ୍ସି ଷ୍ଟିଲ ଓ ପାୱାର କାରଖାନାରେ ଗତ ବିଳମ୍ବିତ ରାତିରେ ତରଳ ଲୁହା ପଡ଼ି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସାରେ ବିଳମ୍ବ ଯୋଗୁଁ କାରଖାନା ପରିସରରେ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା…
ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ
କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାଞ୍ଚଳର ଜନୈକା ୨୭ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୋଗ ଅନୁସାରେ ମହିଳା ଜଣକ ଗତ ୧୬ ତାରିଖ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଗାଁ ମୁଣ୍ଡ କାଜୁ ବଗିଚାରୁ…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଧାଡ଼ି ବୃକ୍ଷ ରୋପଣ ଅଭିଯାନ ପରିଚାଳିତ
ଝାରସଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ବୃହତ ଆଲୁମିନିୟମ ନିର୍ମାତା ରାଜ୍ୟ ରାଜମାର୍ଗ ପାଶ୍ୱର୍ରେ ୧୦ କିମି ବ୍ୟାପୀ ଧାଡ଼ି ବୃକ୍ଷରୋପଣ କରିଛି । ଜିଲ୍ଲା ପ୍ରଶାସନ ସହିତ ସହଯୋଗରେ କଂପାନି ରାସ୍ତାର ଉଭୟ ପାଶ୍ୱର୍ରେ ୩୨୦୦ ଚାରା ରୋପଣ କରାଯାଇଥିଲା । ଏହି ଅଭିଯାନ…