ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ଦେବାକୁ କହି ଠକେଇ। ଲକ୍ଷାଧିକ ଟଙ୍କା ଚୂନ ଲଗାଇଥିବା ଅଭିଯୋଗ।
୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର। ସାଇବର ଥାନାରେ ଆଶାୟୀ ଛାତ୍ରୀଙ୍କ ଅଭିଯୋଗ।
ଝାରସୁଗୁଡ଼ା : ଟଙ୍କା ଦେଲେ ମିଳିଯିବ ଆନ୍ଧ୍ର ପ୍ରଦେଶର ବିଏଡ୍ ସାର୍ଟିଫିକେଟ୍। ଏଥିପାଇଁ ଅଫିସ୍ ଖୋଲି ଲୋଭନୀୟ ବିଜ୍ଞାପନ ଦେଇ ଆଶାୟୀଙ୍କୁ ଫସାଉଛନ୍ତି, ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି। ଏଭଳି କିଛି ଅଭିଯୋଗ କରି ଝାରସୁଗୁଡ଼ା ଥାନାରେ ଦ୍ବାରସ୍ଥ ହୋଇଛନ୍ତି ୩୦୦ରୁ ଅଧିକ ଆଶାୟୀ।
Comments are closed.