Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ବନ୍ୟା ସ୍ଥିତି ସମୀକ୍ଷା ନିମନ୍ତେ ବିଜେଡି ରାଜ୍ୟ ଉପସଭାପତି ସଞ୍ଜୟ ଦାସବର୍ମାଙ୍କ ଦୁଇଦିନିଆ ବାଲେଶ୍ଵର ଗସ୍ତ:…
ବାଲେଶ୍ଵର, ୧୯|୦୮(କୃଷ୍ଣ କୁମାର ମହାନ୍ତି): ବିଜୁ ଜନତା ଦଳ ବାଲେଶ୍ଵର ଜିଲ୍ଲା ପକ୍ଷରୁ ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ଵର ଜିଲ୍ଲା ବନ୍ୟା…
ତରଭାନେ ବର୍ଷା
ତରଭାନେ ବର୍ଷା
ଘୋ ଘୋ ରାନୀ
ଆଁଠେ ଆଁଠେ ପାନି
ତରଭା ସହରେ କିନ୍ଦରି ମର୍ଲି
ବୁଲୁଥିବୁ ତୁଇ ଖୁଲିକେ ଖୁଲି
ନଏଦ ଖଁଡିଥି ସାତ ବହନି
ହେଇଥିତା ଗୁଟେ କଥାନୀ
ମାଲିପଡା ନାଲି ଉଟୁବୁଟୁ
ଘର ଚୁଁଟି ଦେଲା ସୁରକୁଟୁ ।।
ଘୋ ଘୋ ରାନୀ
ଆଁଠେ ଆଁଠେ ପାନି
କୁମ୍ଭାରପଡ଼ାର ମଝା ଖୁଲି…
ସ୍ମରଣ
ସ୍ମରଣ
ଭକ୍ତି ଭିତରେ ଅଛେ ନବଧା ଭକ୍ତି
ସବୁନୁ ବଢିଆଁ ସ୍ମରଣ
ଭାବ ଥିଲେ ସିନା ଭକତି ହେବା
ସେ ଭକ୍ତିନେ ଭକ୍ତ ଲୀନ।।
ତାଙ୍କରଠାନେ ଅଗାଢ ଭକ୍ତି ତ
ମନସ୍କାମନା ଯେ ପୂରଣ
ଭଜନ କୀର୍ତ୍ତନ ଯେତେ ଯାହା
ଗୁଟେ ଅଛେ ମାର୍ଗ ସ୍ମରଣ।।
ଅନ୍ତର୍ଯ୍ୟାମୀ ବୋଲି ସବୁ ଜଣା
ଗୁହାରି…
ଜିଲ୍ଲାସ୍ତରୀୟ ଦିଶା (DISHA) କମିଟି ବୈଠକ ଅନୁଷ୍ଠିତ : ବିକାଶମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା
ନବରଙ୍ଗପୁର, ତା. ୦୯.୦୭.୨୦୨୬:(ଶେଖର ଖୁରା) ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ସହ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ…
ବନୌଷଧି
ବନୌଷଧି
ଅମରନାଥ ବାରିକ୍
ବନୌଷଧି ଦେଶୀ ଉପଚାର ମନ୍ତ୍ର କହିବେ କବି ଅମର
ଆସ ଆମେ କିଛି ଜାଣିନେବା ତାହା କବିତାରେ ଲେଖା ସାର ।
ଶ୍ୱେତ ଚନ୍ଦନକୁ ଅଦା ମହୁ ସାଥେ ମିଶାଇ ସେବନ କଲେ
ବାନ୍ତି ହେଉଥିଲେ ତୁରନ୍ତ ଥମିବ ଜାଣିଥାଅ ଏହା ଭଲେ ।
ବାସଙ୍ଗ ପତ୍ରର ରସ ଛଟାଙ୍କିଏ ଚିନି ସହିତ…
ଉନ୍ନତିକରଣ ନାଁରେ ଅର୍ଥର ଅପଚୟ? କାମ ସରିବା ପୂର୍ବରୁ ଧସିଲା ପୋଖରୀ ବନ୍ଧ, ଉଠିଲା କାର୍ଯ୍ୟର ମାନକୁ ନେଇ ପ୍ରଶ୍ନ ।
ଗଜପତି,୮.୭ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଅନ୍ତର୍ଗତ ହାଟପଦା ପୋଖରୀ ଉନ୍ନତିକରଣ ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଇଛି। କାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ହିଁ ପୋଖରୀ ବନ୍ଧର ଏକ ଅଂଶ ଧସିଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଳ୍ପ କିଛି ବର୍ଷାରେ ଯଦି…
ବିରହ ବେଦନା
ବିରହ ବେଦନା
ଅମରନାଥ ବାରିକ୍
କରିଥିଲ ମୋର ଜୀବନ ସାର୍ଥକ
ଜୀବନ ସାଥୀଟେ ହୋଇ
ଆଜି କାହିଁ ଗଲ ଦୂର ରାଇଜ କୁ
ଶଙ୍ଖା ସିନ୍ଦୂର ଲିଭେଇ ।
କାହିଁ ଗଲ ତୁମେ ଅଧା ବାଟେ ଛାଡ଼ି
ପାରୁନି ଏକା ମୁଁ ବଞ୍ଚି
ଦୁନିଆ ଦାଣ୍ଡରେ ସଭିଏଁ କୁହନ୍ତି
ବିଧବା ଠୁଁ ରୁହ ଘୁଞ୍ଚି ।
କେମିତି କହିବି…
ରଥ ଯାତରା
ରଥ ଯାତରା
ଅମରନାଥ ବାରିକ୍
କାଳିଆ ତୋ ନନ୍ଦିଘୋଷ ରଥ
ଦିଶୁଥାଏ ଆହା କି ସୁନ୍ଦର
ଝୁଲିଝୁଲି ଆସୁ ବଡ଼ ଦାଣ୍ଡେ
ରହି କେତେ ଭକ୍ତଙ୍କ ମେଳର ।
ଭାଗ୍ୟରେ ମୋ ଟିକେ ହୁଅନ୍ତାନି
ନନ୍ଦିଘୋଷ ରଥ ଛୁଅଁନ୍ତିନି
ମନ ମୋ କହୁଛି ଏହି କଥା
କାହିଁକି ତୁ ଆଜି ନିରବତା ।
ନିରବେ ରୁହନି…
ସ୍ନାନଯାତ୍ରା
ସ୍ନାନଯାତ୍ରା
ଅମରନାଥ ବାରିକ୍
ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂରତି
ଦିଶୁଛନ୍ତି କେଡ଼େ ମନଲୋଭା ବେଶ
ଯା' ପାଦ ସେବନ୍ତି ପଣ୍ଡା ପରିହାରି
ସେହି ବ୍ରହ୍ମଦାରୁ ଉତ୍କଳ ନରେଶ ।
ଫୁଲଚୂଳ ଛତା ମୟୂର ଚନ୍ଦ୍ରିକା
ଘଣ୍ଟଘଣ୍ଟା ଶଙ୍ଖ କାହାଳୀ ବାଜାରେ
ରତନ ବେଦୀରୁ ସ୍ନାନ ମଣ୍ଡପକୁ…
ବଡ଼ ଠାକୁର
ବଡ଼ ଠାକୁର
ହାତରେ ଦଉଡ଼ି ଥିବ ଓଠରେ ମୋ ହସ
ଟାଣୁଥିବି ଯେତେବେଳେ ତୋର ନନ୍ଦିଘୋଷ ।
ଆଗରେ ବଳିଆ ଭାଇ ପଛରେ କାଳିଆ
ମଝିରେ ସୁନାମୁଖି ହସ ଖିଲି ଖିଲିଆ ।
ନନ୍ଦିଘୋଷ ତାଳଧ୍ୱଜ ସେ ଦେବଦଳନ
ଦେଖିବା ପାଇଁ ହୁଏ ମୋର ମନ ଉଛନ ।
ତିନି ଠାକୁରଙ୍କ ରଥ ଯିବ ଗଡ଼ିଗଡ଼ି
ବଡ଼ ଦାଣ୍ଡେ…