ଦୁର୍ଗାପୂଜା ପୂର୍ବରୁ ଶିଶୁମାନଙ୍କ ମଧ୍ୟରେ ନୂତନ ପୋଷାକ ବଣ୍ଟନ

କୋଲକାତା(୨୮/୯): ଆସନ୍ତା ଦୁର୍ଗାପୂଜା ଅବସରରେ ଶିଶୁମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ମାନବିକ ପଦକ୍ଷେପ ଗ୍ରହଣ କରାଯାଇଛି। କୋଲକାତାର ପ୍ରିନ୍ସ ଅନୱାର ଶାହ ରୋଡ୍‌ଠାରେ ହରିଦେବପୁରର ବିବେକାନନ୍ଦ ଆଦର୍ଶ ମିଳନ ମନ୍ଦିର ଏବଂ ଇନ୍ଦ୍ରାଣୀ ପାର୍କ ଶ୍ରୀରାମକୃଷ୍ଣ…

ଭାଲିଆଡାଙ୍ଗ ଅଙ୍ଗନବାଡ଼ିରେ ଅନୁଷ୍ଠିତ ହେଲା ‘ଆଙ୍ଗନ କା ଉତ୍ସବ’ : ପିଠା ପ୍ରତିଯୋଗିତାରେ ଝଲସିଲା ପାରମ୍ପରିକ ପାକକଳା

ବାଲେଶ୍ୱର, ୨୮/୦୯ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ଭାଲିଆଡାଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରରେ ଆନନ୍ଦ ଓ ଉତ୍ସାହର ପରିବେଶ ମଧ୍ୟରେ ‘ଆଙ୍ଗନ କା ଉତ୍ସବ’ ପାଳିତ ହୋଇଯାଇଛି। ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ, ପ୍ରାକ୍‌ଶିକ୍ଷା ଓ ଅଭିଭାବକଙ୍କ ସକ୍ରିୟ ସହଭାଗିତାକୁ ନେଇ…

କଥାଶିଳ୍ପୀର ଅନୁଭବ ଅଭିଜ୍ଞତା ଓ ବିଚାର ହିଁ କଥାସାହିତ୍ୟକୁ ଗତିଶୀଳ କରାଏ, କହିଲେ ଅତିଥି 

ବାଲେଶ୍ୱର, ୨୮/୦୯(କୃଷ୍ଣ କୁମାର ମହାନ୍ତି) : ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ‘ ପ୍ରଜାପତି’ ସାହିତ୍ୟ ଶାଖା ‘ଅକ୍ଷର’ ତରଫରୁ ଚଳିତବର୍ଷ କଥାସାହିତ୍ୟ ରଚନା ପାଇଁ ମର୍ଯ୍ୟାଦାଜନକ ‘ ଅକ୍ଷର କଥାକାର ସମ୍ମାନ-୨୦୨୬’ କଥାକାର କଇଳାଶ ପଟ୍ଟନାୟକଙ୍କୁ ଏକ ଭବ୍ୟ ଆଡ଼ମ୍ବରପୂର୍ଣ ଉତ୍ସବରେ ପ୍ରଦାନ…

‘୪ ମାସ ମଧ୍ୟରେ ନିଷ୍ପତ୍ତି ନିଅନ୍ତୁ’: ଟିଏମସିର ନିର୍ବାଚନ ଚିହ୍ନ ଉପରେ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ନାମ ଏବଂ ନିର୍ବାଚନ ଚିହ୍ନ ଉପରେ ଚାଲିଥିବା ବିବାଦ ଉପରେ ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଚାରି ମାସ ସମୟ ଦେଇଛନ୍ତି। ଦଳର ନିୟନ୍ତ୍ରଣକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ନିର୍ବାଚନ କମିଶନ ଉଭୟ ଦଳକୁ…

ବିଜେଡିର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ପ୍ରସ୍ତାବ ନଦେଇ ବିରୋଧ କରିବା ଦାୟିତ୍ୱହୀନତା ବୋଲି ମନମୋହନ ସାମଲଙ୍କ କଟାକ୍ଷ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଏମଏମଡିଆର୍‌ (ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନକୁ ନେଇ ବିଜେଡିର ବିରୋଧ ଓ ଆନ୍ଦୋଳନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ। ଏକ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ…

ବିଜୟଙ୍କ ବିଜୟର କାରଣ ସିଆଇଆର୍?: ଦାବି ଉପରେ ଚିଦାମ୍ବରମ୍‌ଙ୍କ ବଡ଼ ବୟାନ

ନୁଆଦିଲ୍ଲି: କଂଗ୍ରେସ ଦଳ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ କରୁଛି। କଂଗ୍ରେସ ନେତା ପି. ଚିଦାମ୍ବରମ୍ ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ସିଆଇଆର୍‌ର ପ୍ରଭାବକୁ ଅସ୍ୱୀକାର…

ଶେଷ ନିଶ୍ୱାସ ଯାଏ ଲଢିବି-ନବୀନ

ଭୁବନେଶ୍ୱର : ଆଜି ବିଜେଡି ପକ୍ଷରୁ ଗାନ୍ଧୀ ମାର୍ଗରେ ବିଶାଳ ଗଣ ବିକ୍ଷୋଭ ହେଉଛି। ଏଥିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି। ଗାନ୍ଧୀ ମାର୍ଗରେ ଦେଖାଯାଇଛି ବିରୋଧୀଙ୍କ ଗର୍ଜନ। ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ନବୀନ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି।…

ଜଙ୍ଗଲରେ କଙ୍କଡ଼ା ଧରୁଥିଲେ; ମାଡ଼ି ବସିଲା କୁମ୍ଭୀର

ରାଜନଗର:ଜଙ୍ଗଲ ଭିତରେ କଙ୍କଡ଼ା ଧରୁଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି,କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଭିତରକନିକା ଜଙ୍ଗଲରେ। ଆହତ ବ୍ୟକ୍ତି ହେଉଛନ୍ତି ବାଙ୍କୁଆଳ ଗାଁର ମଦନ ବେହେରା। ସୂଚନା ଅନୁସାରେ,ମଦନ ଜଙ୍ଗଲ ଭିତରେ…

ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି; ୩ ଅଭିଯୁକ୍ତ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର:କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଘଟଣାରେ ତିନିଜଣ ଅଭିଯୁକ୍ତ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ କଲେ ଆତ୍ମସମର୍ପଣ। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରେ ଆତ୍ମସମର୍ପଣ କଲେ ଏହି ୩ ଯନ୍ତ୍ରୀ। ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇବା ପରେ କେନ୍ଦୁଝର କୋର୍ଟରେ…