ପିକଅପ, ଟ୍ରକ ମୁହାଁମୁହିଁ ଧକ୍କା : ୧ ମୃତ

ଭବାନୀପାଟଣା:କଳାହାଣ୍ଡି କୋକସରା ସହର ମଧ୍ୟରେ ଆଜି ଅପରାହ୍ନରେ ଏକ ମାଲ ବୋଝେଇ ଟ୍ରକ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପିକଅପ ଚାଳକ ଙ୍କ ମୃତ୍ୟୁ ଘଟିଛି। ମୃତକ ପାପଡାହାଣ୍ଡି ଗ୍ରାମର ନନ୍ଦ ଭତରା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ବୋରିଗୁମା ରୁ ଭବାନୀପାଟଣା ଆସୁଥିବା ଓଡ଼ି ୧୦…

MMDR ଆଇନକୁ ନେଇ ବିଜେଡିର ଆନ୍ଦୋଳନ ତୀବ୍ର, ବିଧାନସଭା ଘେରାଉ

ଭୁବନେଶ୍ୱର :MMDR ଆଇନକୁ ନେଇ ବିଜେଡି ଆନ୍ଦୋଳନକୁ ଆହୁରି ତୀବ୍ର କରିଛି। ଆଜି ଏହି ପ୍ରସଙ୍ଗରେ ବିଜେଡି ବିଧାନସଭା ଘେରାଉ କରୁଛି। ଏଥିସହ ବଡ଼ ଧରଣର ପ୍ରତିବାଦ ସଭା ମଧ୍ୟ କରିବାକୁ ଦଳ ପକ୍ଷରୁ କୁହାଯାଇଛି। ବିଜେଡିର ଅଭିଯୋଗ ହେଉଛି, ନୂଆ MMDR ଆଇନ ଦ୍ୱାରା ରାଜ୍ୟର ଖଣି ଓ ଖଣିଜ ସମ୍ପଦ…

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜାତିସଂଘ ସାଧାରଣ ସଭା (UNGA) ରେ ସୀମାପାର ଆତଙ୍କବାଦ ଉପରେ ପାକିସ୍ତାନ ଏବଂ ପାକିସ୍ତାନ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସୀମାପାର ଆତଙ୍କବାଦରେ ଜଡିତ ସରକାରମାନଙ୍କୁ ପର୍ଦ୍ଦାଫାଶ କରାଯିବା ଉଚିତ ଏବଂ ଯେଉଁମାନେ…

ଦେଶର ପ୍ରଥମ ଏଲ୍‌ଏନ୍‌ଜି ଚାଳିତ ଟ୍ରେନର ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଅହମ୍ମଦାବାଦର ସାବରମତୀ ରେଳ ଷ୍ଟେସନରୁ ୧୪୭୨ କୋଟି ଟଙ୍କାର ବିକାଶ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ଏବଂ ଦେଶର ପ୍ରଥମ ଏଲଏନଜି ଚାଳିତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ରେଳ ଇଞ୍ଜିନର ରକ୍ଷଣାବେକ୍ଷଣ ପାଇଁ…

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨,୦୦୦ ରୁ ଅଧିକ UPI ଦେୟ ଉପରେ ୦.୪ ପ୍ରତିଶତ MDR ଲାଗୁ କରିବାକୁ ଚ୍ୟାଲେଞ୍ଜ କରିଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, RBI ଏବଂ NPCIକୁ ନୋଟିସ୍ ଜାରି କରିଛନ୍ତି। ତଥାପି, କୋର୍ଟ ଏହି ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ଉପରେ ସ୍ଥଗିତାଦେଶ ଦେବାକୁ ମନା…

ଗେଷ୍ଟହାଉସରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୪ ଅଭିଯୁକ୍ତ ଗିରଫ

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା କେନାଲ ରୋଡ୍‌ରେ ଥିବା ‘ନନ୍ଦିନୀ ଗେଷ୍ଟ ହାଉସ୍‌’ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୁଳ ଅଞ୍ଚଳର ଏହି ମହିଳା ଜଣକ…

ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ : ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ତିନି ଦିନିଆ ଧର୍ମଘଟ ଡାକରାକୁ ସ୍ଥଗିତ ରଖାଯାଇଛି। ସୋମବାର ଠାରୁ ହେବାକୁ ଥିବା ଏହି ଧର୍ମଘଟ ଡାକରା ପାଇଁ ଚିନ୍ତାରେ ଥିବା ଗ୍ରାହକଙ୍କୁ ବଡ ଆଶ୍ବସ୍ତି ମିଳିଛି। ରବିବାର ରାତିରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ…

ମୋଦୀଙ୍କ ମନ୍‌ କୀ ବାତ୍‌ ; ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳ ନୀତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ୧୩୮ ତମ ମନ୍‌ କୀ ବାତ୍‌ରେ ମୋଦୀ କହିଛନ୍ତି ଆତଙ୍କବାଦ ବିରୋଧରେ ଭାରତ ଶୂନ୍ୟ ସହନଶୀଳତା ନୀତି ଆପଣାଇ ଆସୁଛି। ଆତଙ୍କବାଦୀ ଆକ୍ରମଣ ଭାରତକୁ ଦୀର୍ଘ ସମୟ…

୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର : ଆଜି ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଅନ୍ୟ ୪ ଦିନ ଭଳି ସୋମବାର ମଧ୍ୟ ଗୃହ ବେଶ ସରଗରମ ରହିଛି। ଗୃହରେ ପ୍ରଶ୍ନକାଳ ସମୟରେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ପ୍ରଥମେ ୧୧ଟା ୩୦ ଯାଏଁ ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବି କରିଥିଲେ, ଏହାପରେ…

ନଦୀର ପ୍ରଖର ଶ୍ରୋତରେ ଭାସି ଆସୁଥିଵା ବୃଦ୍ଧା : ଉଦୀୟମାନ ଯୁଵକ ମାନଙ୍କ ଦ୍ଵରା ଉଦ୍ଧାର !

ପଟ୍ଟାମୁଣ୍ଡାଇ ୨୭/୯- କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେକରି ପାରେ ବଳବନ୍ତ ଏହି ଉକ୍ତିଟି ପ୍ରମାଣିତ ହୋଇଛି ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଗ୍ରାମରେ I ଆଜି ବାଲିପାଟଣା ଗ୍ରାମରେ ସମସ୍ତଙ୍କୁ ଚକିତ କଲା ଭଳି ଘଟଣା ଘଟିଛି ଏହାକୁ ନେଇ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚା ଲାଗି…