ଫିଲିପାଇନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ପାରମ୍ପରିକ ପୋଷାକ ପିନ୍ଧିଲେ, ରାମାୟଣ ଦେଖିଲେ
ଫିଲିପାଇନ୍ସ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନାର୍ଥେ ସୋମବାର ସେଠାକାର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର ମାରକୋସ ଏକ ଭବ୍ୟ ରାତ୍ରଭୋଜନର ଆୟୋଜନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଫିଲିପାଇନ୍ସର ରାଷ୍ଟ୍ରୀୟ ପୋଷାକ ପିନ୍ଧୀ ସେଠାକାର ରାଷ୍ଟ୍ରପତି…