Browsing Category

ଢେଙ୍କାନାଳ

ମୃତକଙ୍କ ପରିବାରକୁ ୧ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଢେଙ୍କାନାଳ : କାମାକ୍ଷାନଗର ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଚପାରେ ୫ ମୃତ । ମୃତକଙ୍କ ପରିବାରକୁ ୧ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସହାୟତା ନେଇ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସୂଚନା , ମୃତକଙ୍କ ପରିବାରକୁ ଆଉ ୨୦,୦୦୦ ଟଙ୍କା ଜିଲ୍ଲା ରେଡକ୍ରସ ଫଣ୍ଡରୁ ମିଳିବ ।

ଭିମଭୋଇ ଭିନ୍ନକ୍ଷମ କ୍ୟାମ୍ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଢେଙ୍କାନାଳ ମୁଖ୍ୟ ଶାଖା ପକ୍ଷରୁ ସେଭିଙ୍ଗ ଖାତା ଖୋଲିବା ଓ…

ଢେଙ୍କାନାଳ: ସ୍ଥାନୀୟ ଜର୍ଜ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଢେଙ୍କାନାଳ ମୁଖ୍ୟ ଶାଖା ପକ୍ଷରୁ ମୁଖ୍ୟ ପ୍ରବନ୍ଧକ ଶ୍ରୀ ମିନ କେତନ ବାରଲେବଡ଼ିଆ ଏ ଶ୍ରୀ ନବିନନାଥ ଯୋଗ ଦେଇଥିଲେ । ଏଥିରେ ନୂଆ ସଞ୍ଚୟ ଖାତା ଖୋଲିବା ଓ DRI ଲୋନ ସମ୍ବନ୍ଧରେ ଉନ୍ନକ୍ଷମ ମାନଙ୍କୁ…

ଭିଜିଲାନସ୍ ଦ୍ଵାରା ଅଟକ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର କିରାଣୀ

ଢେଙ୍କାନାଳ : ଢେଙ୍କାନାଳ ଆଇନ ମହାବିଦ୍ୟାଳୟର କିରାଣୀ ଉତ୍ତମ କୁମାର ରାଉତ ଭିଜିଲାନସ୍ ଦ୍ଵାରା ଅଟକ, କଲିକତା ମାସୁର୍ଦାବାଦ ଜଣେ ଲ ଛାତ୍ରଙ୍କଠାରୁ ବ୍ୟାକ ପେପର କିୟର କରିଦେବା ଓ ସାଟିଫିକେଟ ଦେବାକୁ ୮ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । କଟକ ଓ ଢେଙ୍କାନାଳ…