Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଦିନିକିଆରେ ରୋହିତ, ପ୍ରସିଦ୍ଧଙ୍କ ବିରଳ କୀର୍ତ୍ତିମାନ
ଚେନ୍ନଇ: ଆଫଗାନିସ୍ତାନ ବିପକ୍ଷ ଶନିବାର ଶେଷ ଦିନିକିଆରେ ଭାରତୀୟ ଓପନର ରୋହିତ ଶର୍ମା ଓ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣଙ୍କ ଯୋଡ଼ି ବିରଳ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଭାରତର ୧୦୭୮ଟି ଦିନିକିଆ ଇତିହାସରେ ପ୍ରଥମଥର ଜଣେ ବୋଲରଙ୍କ ପ୍ରଥମ ୩ଟି କ୍ୟାଚକୁ ଜଣେ ଫିଲଡର ନିର୍ଦିଷ୍ଟ ସ୍ଥାନରେ…
ଭାରତର ବଡ ବିଜୟ; ଆଫଗାନିସ୍ତାନକୁ ୧୭୦ ରନରେ ପରାସ୍ତ କଲା ଗିଲ୍ ବାହିନୀ
ନୂଆଦିଲ୍ଲୀ : ଦ୍ବିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଆଫଗାନିସ୍ତାନକୁ ୧୭୦ ରନରେ ପରାସ୍ତ କଲା ଭାରତ । ୪୦୩ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୪୪ ଓଭର ୩ ବଲରେ ଅଲଆଉଟ୍ ହୋଇଛି ଆଫଗାନିସ୍ତାନ।ଶୁବମନ ଗିଲ ଓ ଇଶାନ କିଶନଙ୍କ ଶତକ ବଳରେ ଭାରତର ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା।…
ଶାନ୍ତି ଚୁକ୍ତିନାମା ପରେ ଫିଫା ବିଶ୍ୱକପ୍ ପାଇଁ ଆମେରିକାରେ ପହଞ୍ଚିଲା ଇରାନ ଦଳ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଘୋଷଣା କରିଛନ୍ତି ଯେ, ଇରାନ ସହିତ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ଏହି ଘୋଷଣାର କିଛି ଘଣ୍ଟା ପୂର୍ବରୁ, ଇରାନର ଜାତୀୟ ଫୁଟବଲ୍ ଦଳ ୨୦୨୬ ଫିଫା ବିଶ୍ୱକପ୍ ପାଇଁ ଆମେରିକାରେ ପହଞ୍ଚିଛି। ଇରାନ ଜୁନ୍ ୧୫ (ଭାରତୀୟ ସମୟ…
ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା; ଦିନିକିଆ ଦଳରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା!
ନୂଆଦିଲ୍ଲୀ :ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଶିବିରରୁ ଆସିଲା ଦୁଃଖଦ ଖବର। ଫିଟ୍ ଘୋଷଣା ହେବାର ମାତ୍ର ଗୋଟିଏ ଦିନ ପରେ ପୁଣି ଆହତ ହେଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା।ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରୁ ସେ ସମ୍ପୂର୍ଣ୍ଣ ବାଦ୍…
ଆଇସିସି ମହିଳା ଟି୨୦ ବ୍ୟାଟର ମାନ୍ୟତା ; ଶୀର୍ଷ ୧୦ରେ ହରମନପ୍ରୀତ
ନୂଆଦିଲ୍ଲୀ : ଆଇସିସି ମହିଳା ଟି୨୦ ବିଶ୍ବକପ୍ ମେ’ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ। ଏହା ପୂର୍ବରୁ ମଙ୍ଗଳବାର ପ୍ରକାଶିତ ମହିଳା ଟି୨୦ ବ୍ୟାଟର ମାନ୍ୟତାରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଶୀର୍ଷ ୧୦ରେ ରହିଛନ୍ତି। ହରମନପ୍ରୀତ ଗୋଟିଏ ସ୍ଥାନ ଉଠି ୧୧ରୁ ୧୦ମ ସ୍ଥାନରେ…
ସଚିନ ତେନ୍ଦୁଲକରଙ୍କ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟ ହେଲେ ବୈଭବ ସୂର୍ଯ୍ୟବଂଶୀ
ନୂଆଦିଲ୍ଲୀ : ଇଣ୍ଡିଅନ୍ ପ୍ରିମିୟର ଲିଗ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କ କରିସ୍ମା ଜାରି ରହିଛି। ମାତ୍ର ୧୫ ବର୍ଷ ବୟସରେ ସେ ପୂର୍ବରୁ ରେକର୍ଡ ଭାଙ୍ଗିସାରିଛନ୍ତି। ସେ ଏଲିମିନେଟର ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୯ ବଲ୍ରେ ୯୭ ରନ୍ର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ। ଏହି…
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ
ନୂଆଦିଲ୍ଲୀ : ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା (ସିଡବ୍ଲୁ୍ଜି) ୨୦୩୦ ପୂର୍ବରୁ, ଭାରତୀୟ କ୍ରୀଡା ପ୍ରାଧିକରଣ (ଏସଏଆଇ) ମାଇଁ ଭାରତ ସହଯୋଗରେ ତିନୋଟି ଦେଶବ୍ୟାପୀ ସକ୍ରିୟ ସଂପୃକ୍ତି ପଦକ୍ଷେପ ଆରମ୍ଭ କରିଛି।
ଏହି ପଦକ୍ଷେପଗୁଡ଼ିକ ଦ୍ଵାରା ସାରା ଦେଶରେ…
ଇତିହାସ ରଚିଲେ ଆଲେନ୍
ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର ଓପ୍ନର ଫିନ୍ ଆଲେନ୍ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଶୁକ୍ରବାର ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ କଲକାତା ନାଇଟ ରାଇଡର୍ସ ପାଇଁ ଆଲେନ୍ ମାତ୍ର ୪୭ ବଲ୍ରୁ ଶତକ ହାସଲକରି ଅପରାଜିତ ଥିଲେ। ଏହି ଇନିଂସ୍ରେ ଆଲେନ୍ ୧୦ଟି…
ଗୁଜୁରାଟ ଟାଇଟାନ୍ସକୁ ୯୯ ରନରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ
ଅହମଦାବାଦ : ଆଇପିଏଲ୍ ୨୦୨୬ର ୩୦ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟାନ୍ସକୁ ୯୯ ରନରେ ପରାସ୍ତ କରିଛି। ଏହା ଆଇପିଏଲ୍ ୨୦୨୬ରେ ଏପର୍ଯ୍ୟନ୍ତ ରନ ଦୃଷ୍ଟିରୁ ସବୁଠାରୁ ବଡ଼ ବିଜୟ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ, ମୁମ୍ବାଇ ଦଳ ପ୍ରଥମେ…
କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର : ବାରବାଟୀରେ ହେବ ଟି-୨୦ ମ୍ୟାଚ୍
କଟକ : ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ୍ ରୋମାଞ୍ଚ। ବିସିସିଆଇ ପକ୍ଷରୁ ଆସନ୍ତା ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ସୂଚୀ ଜାରି କରାଯାଇଛି। ଆସନ୍ତା ୨୪ ଡିସେମ୍ବର ୨୦୨୬ (ଗୁରୁବାର) ବାରବାଟୀରେ…