Browsing Category

ଖେଳ

ଗୁଜୁରାଟ ଟାଇଟାନ୍ସକୁ ୯୯ ରନରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

 ଅହମଦାବାଦ : ଆଇପିଏଲ୍ ୨୦୨୬ର ୩୦ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟାନ୍ସକୁ ୯୯ ରନରେ ପରାସ୍ତ କରିଛି। ଏହା ଆଇପିଏଲ୍ ୨୦୨୬ରେ ଏପର୍ଯ୍ୟନ୍ତ ରନ ଦୃଷ୍ଟିରୁ ସବୁଠାରୁ ବଡ଼ ବିଜୟ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ, ମୁମ୍ବାଇ ଦଳ ପ୍ରଥମେ…

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର : ବାରବାଟୀରେ ହେବ ଟି-୨୦ ମ୍ୟାଚ୍

କଟକ : ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ୍ ରୋମାଞ୍ଚ। ବିସିସିଆଇ ପକ୍ଷରୁ ଆସନ୍ତା ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ସୂଚୀ ଜାରି କରାଯାଇଛି। ଆସନ୍ତା ୨୪ ଡିସେମ୍ବର ୨୦୨୬ (ଗୁରୁବାର) ବାରବାଟୀରେ…

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ : ୨୦୨୬ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପ୍ରଥମ ୨୦ ମ୍ୟାଚ୍ ପାଇଁ ବିସିସିଆଇ କାର୍ଯ୍ୟସୂଚୀ ପ୍ରକାଶ କରିଛି। ପ୍ରଥମ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ୨୦୨୬ ଆଇପିଏଲ ର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ…

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬ March 10, 2026

ଭୁବନେଶ୍ୱର : ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ଆୟୋଜନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ…

ଗୋପାଳପୁର କ୍ରିକେଟ ଟୁର୍ନାମେଣ୍ଟ : କାନ୍ଦୁଲଝରକୁ ହରାଇ ଦିଗଶିରା ଚାମ୍ପିଅନ୍

ଭବାନୀପାଟଣା(୮|୩ ): ଭବାନୀପାଟଣା ବ୍ଳକ ଅନ୍ତର୍ଗତ ମାଟିଆ ପଞ୍ଚାୟତ ସ୍ଥିତ ଗୋପାଳପୁର ମା ଦ୍ୱାରସେନି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୧ତାରିଖରୁ ଚାଲୁଥିବା କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଛି। ଫାଇନାଲ ଖେଳ କାନ୍ଦୁଲଝର ଏବଂ ଦିଗଶିରା ମଧ୍ୟରେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି…

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

ବି.ବି. ନିୟୁଜ : ଆଇସିସି ବିଶ୍ୱକପ ଟି-୨୦ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଟାଇଟଲ ହାତେଇଲା ଭାରତ। ଭାରତର ଘାତକ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ପରାଜୟ ହେଲା ନ୍ୟୁଜିଲାଣ୍ଡ। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ଟି-୨୦ ବିଶ୍ୱକପ ଫାଇନାଲ…

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର : ଦୃଢ଼ ଇଚ୍ଛାଶକ୍ତି ଆଉ ସଂକଳ୍ପଭରା ଆଭିମୁଖ୍ୟ ଆମକୁ ଆମର ଲକ୍ଷ୍ୟପଥରେ ପହଞ୍ଚାଇପାରେ ବୋଲି ଭାରତୀୟ ଦୃଷ୍ଟିବାଧିତ କ୍ରିକେଟର ମହମ୍ମଦ ଜାଫର୍ ଇକ୍‌ବାଲ ମତବ୍ୟକ୍ତ କରିଛନ୍ତି। ଭାରତକୁ ଚାରିଥର ବିଶ୍ୱଚମ୍ପିୟାନ୍ କରିବା ସହ ଓଡ଼ିଶା କ୍ରିକେଟ୍‌କୁ କ୍ରମାଗତ ଭାବେ ସଫଳତା ଦେଇଥିବା…

ଟିମ ଇଣ୍ଡିଆର ଚମତ୍କାର ବିଜୟ

ମୁମ୍ବାଇ : ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ଏବେ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୫୩ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ମଧ୍ୟ କଡା ଟକ୍କର ଦେଇଥିଲା। ଇଂଲଣ୍ଡ ୨୦ ଓଭରରେ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା

ଅହମ୍ମଦାବାଦ : ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟରେ ଖେଳିଥିବା ୨୦ଟି ଦଳଙ୍କ ମଧ୍ୟରୁ ସବୁଠାରୁ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା। ଉଭୟ ଦଳ ୩ଟି ମ୍ୟାଚ୍‌ ସହଜରେ ଜିତିଥିଲେ। ଦକ୍ଷିଣ ଆଫ୍ରିକା ସୁପର ଓଭରରେ ଆଫ୍‌ଗାନିସ୍ତାନକୁ ହରାଇଥିଲା। ଆମେରିକା…

ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରି…

ବ୍ୟାଙ୍କକ୍ : ୧୫।୨ -  କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ ମାତ୍ ଦେଇଛି। ‘ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ’ର ଏକ ଗୁୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଭାରତୀୟ…