Browsing Category

ନୟାଗଡ଼

ମ୍ୟାଲେରିଆରେ ୪ର୍ଥ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡ ଗଡିଲା

ରାୟଗଡା, ୭/୭: ପୁଣି ଶିକ୍ଷା ବିଭାଗର ଅଧିନରେ ରହିଥିବା ମଙ୍ଗଳ ବିଭାଗର ‌ହଷ୍ଟେଲ ଛାତ୍ର ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି । ମୃତକ ଜଣଙ୍କ ହେଲେ କ‌ୋଲନରା ବ୍ଲକ ସୂରୀ ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ୪ର୍ଥ ଶ୍ରେଣୀ ଛାତ୍ର ଚନ୍ଦୁ…

କଦଳୀବନ୍ଧ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ଅନୁଷ୍ଠିତ

ନୟାଗଡ଼ (୩/୭): ୭୭ ତମ ବନମହୋତ୍ସବ ଉପଲକ୍ଷେ ଓଡ଼ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧ ଠାରେ ଆଜି ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ତହସିଲଦାର ଡ.ମାନସରଞ୍ଜନ ଭୋଇ,ମଣ୍ଡଳ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରିତୀବାଳା ରଣା,ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ,ଓଡ଼ଗାଁ…

ବିଡିଓଙ୍କ ବିଏଲ୍ ଓ ବି ଏଲ୍ ଏ ବୈଠକ ପରିଦର୍ଶନ

ନୟାଗଡ଼ (୨୫/୬) : ସାରା ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟ ଚାଲିଥିବା ବେଳେ ଓଡ଼ଗାଁ ବ୍ଳକର ଏହି କାର୍ଯ୍ୟକୁ ବିଡିଓ ପ୍ରିତୀବାଳା ରଣା ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ଓ ତହସିଲଦାର ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ଡ.ମାନସରଞ୍ଜନ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…

୧୨ତମ ଆନ୍ତର୍ଜାତୀୟ ଯୋଗଦିବସ ପାଳନ

ନୟାଗଡ଼ (୨୧/୬):ଓଡ଼ଗାଁ ବ୍ଳକ୍ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଆନୁକୂଲ୍ୟରେ ଓଡଗାଁ ଇନଡୋର ଷ୍ଟାଡିୟମରେ ଆଜି ୧୨ ତମ ଆନ୍ତର୍ଜାତୀୟ ଯୋଗଦିବସ ପାଳନ କରାଯାଇଛି। ତହସିଲଦାର ତଥା ଦଣ୍ଡାଧିକାରୀ ଡ.ମାନସରଞ୍ଜନ ଭୋଇ, ମଣ୍ଡଳ ଉନ୍ନୟନ ଅଧିକାରୀ ପିତିବାଳା ରଣା,ବିଜ୍ଞାପିତ ଅଞ୍ଚଳ ପରିଷଦ…

ଅଶୋକ ନାୟକଙ୍କ ପି.ଏଚ.ଡି ଉପାଧି ଲାଭ

ନୟାଗଡ଼ (୯/୬): ଅଶୋକ ନାୟକ (୩୩ବର୍ଷ) କେନ୍ଦ୍ରୀୟ ଗୁଜରାଟ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ସୋସିଆଲ ସାଇନ୍ସେସ୍ ଅନ୍ତର୍ଗତ ଡିପାର୍ଟମେଣ୍ଟ ଅଫ୍ ଷ୍ଟଡିଜ୍ ଇନ୍ ଇକୋନୋମିକ୍ସ ଆଣ୍ଡ ପ୍ଲାନିଂରୁ ଅର୍ଥନୀତି ବିଷୟରେ ପିଏଚ୍‌.ଡି. ଉପାଧି ହାସଲ କରି ଗୌରବ ଲାଭ କରିଛନ୍ତି। ସେ ପ୍ରଫେସର କ୍ଷମାନିଧି…

ଗୁଣପୁର ଠାରେ ଅଭିଯୋଗ ଶୁଣାଣି ଶିବିର।

ଗୁଣପୁର ୮/୬ : ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଟିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଟିତ ଶିବିରରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରାସାଦ,ଡି.ଏଫ. ଓ ଶ୍ରୀ ସଚିନ୍ ଆନ୍ନା…

କଦଳୀବନ୍ଧ ବିଦ୍ୟାଳୟକୁ ପ୍ରକୃତିମିତ୍ର ସମ୍ମାନ

ନୟାଗଡ଼ (୫ /୬): ପ୍ରତିବର୍ଷ ଭଳି ଚଳିତ ବର୍ଷ ବନ ବିଶ୍ରାମାଗାର ସଭାଗୃହ ନୟାଗଡ଼ ଠାରେ ବନଖଣ୍ଡ ଅଧିକାରୀ ନୟାଗଡ଼ ଦେବାର୍ଚ୍ଚନ ବେହେରାଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ…

କଦଳୀବନ୍ଧ ବିଦ୍ୟାଳୟକୁ ପ୍ରକୃତିମିତ୍ର ସମ୍ମାନ

ନୟାଗଡ଼ (୫ /୬): ପ୍ରତିବର୍ଷ ଭଳି ଚଳିତ ବର୍ଷ ବନ ବିଶ୍ରାମାଗାର ସଭାଗୃହ ନୟାଗଡ଼ ଠାରେ ବନଖଣ୍ଡ ଅଧିକାରୀ ନୟାଗଡ଼ ଦେବାର୍ଚ୍ଚନ ବେହେରାଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ…

ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ କାର୍ଯ୍ୟକ୍ରମ

ନୟାଗଡ଼ (୨୬/୫):ଓଡ଼ଗାଁ ବ୍ଳକ ସମ୍ମିଳନୀ କକ୍ଷରେ ବିଡିଓ ଓ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬…