Browsing Category

ନୟାଗଡ଼

ନିପୁଣ ଓଡିଶା ସେଲ ରାଜ୍ୟ ଉପଦେଷ୍ଟାଙ୍କ ଓଡଗାଁ ଗସ୍ତ

ନୟାଗଡ଼ (୧୫/୦୫): ନିପୁଣ ଓଡ଼ିଶା ସେଲ୍ ର ରାଜ୍ୟ ଉପଦେଷ୍ଟା ରୀଟାମନି ବୋରହା ଓଡ଼ଗାଁ ଗସ୍ତରେ ଆସି ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚିଥିଲେ।ଏ ଅବସରରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବ୍ଲକ ଶିକ୍ଷାଧିକାରୀ ପିଣ୍ଟୁ ପ୍ରଧାନ, ଅତିରିକ୍ତ ଶିକ୍ଷାଧିକାରୀ ରାଜକିଶୋର ସାହୁ,ରଘୁନାଥ…

୮ ଘଣ୍ଟାର ସଂଘର୍ଷ ପରେ ଜିତିଲା ଜୀବନ, ମହୁ ଲୋଭରେ ପଥର ସନ୍ଧିରେ ଫସିଥିଲା ନାବାଳକ

ପଥର ଖୋଲ ଭିତରେ ଛଟପଟ ହେଉଥିଲା ନିଷ୍ପାପ ଜୀବନ। ତାକୁ ଉଦ୍ଧାର କରିବାକୁ ଚାଲିଥିଲା ମାରାଥନ୍ ଅପରେସନ୍। ୮ ଘଣ୍ଟା ପରେ ମୃତ୍ୟୁ ଗର୍ତ୍ତରୁ ମୁକ୍ତିର ଆନନ୍ଦ। ୮ ଘଣ୍ଟାର ସେହି ଦୀର୍ଘ ପ୍ରତୀକ୍ଷା କେବଳ ପରିବାର ପାଇଁ ନୁହେଁ, ବରଂ ସାରା ଅଞ୍ଚଳ ପାଇଁ ଏକ ଅଗ୍ନିପରୀକ୍ଷା ଥିଲା। ନୟାଗଡ଼ ଜିଲ୍ଲା…

ମଞ୍ଚାୟନ ନାଟକ ଉତ୍ସବ ଆୟୋଜିତ

ନୟାଗଡ଼ : ପଠାଣି ସାମନ୍ତ ସଂସ୍କୃତି ଭବନରେ ମଇ ୯ ସନ୍ଧ୍ୟା ୭ ଟା ସମୟରେ ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ 'ଓଡଶ' ଏବଂ ମଇ ୧୦ ସନ୍ଧ୍ଯା ୭ଟା ସମୟରେ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ନାଟକ 'ଜଉଘର' ଅନୁଷ୍ଠିତ ହେବ। ଏଥିରେ ବହୁ ସଂଖ୍ଯକ ଦର୍ଶକ ଯୋଗ ଦେବାପାଇଁ ଆୟୋଜକଙ୍କ ତରଫରୁ…

ଶ୍ରୀରାମକୃଷ୍ଣ ସେବାଶ୍ରମର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ

ନୟାଗଡ଼ : ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତସ୍ଥ ଟିକାତାଳ ଶ୍ରୀରାମକୃଷ୍ଣ ସେବାଶ୍ରମର ବାର୍ଷିକ ସାଧାରଣ ଅଧିବେଶନ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମଚାରୀ ରାମରତନ ଦାସ ପ୍ରଥମେ ବେଦମନ୍ତ୍ର ଉଚ୍ଚାରଣ କରିଥିଲେ। ଅନୁଷ୍ଠାନର ସକ୍ରିୟ ସଦସ୍ୟା ଶ୍ରୀମତୀ…

ଓଲଟିଲା ଯାତ୍ରୀବାହୀ ବସ, ୨୦ ଗୁରୁତର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବାଲୁଗାଁ ଛେଡ଼ପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ପ୍ରାୟ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସଟି ରାକାମାରୁ ନୟାଗଡ଼ ଅଭିମୁଖେ ଯାଉଥିବା…

ଫଟୋରେ ଖବର

ନୟାଗଡ଼ : ଅପ୍ରେଲ ୧୯ ତାରିଖ ଦିନ ନୟାଗଡ଼ ଜିଲ୍ଲା ସୁନାମୁହିଁ ସରକାରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ୧୯୮୬-୧୯୮୭ ମସିହା ବ୍ୟାଚ୍ ର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବନ୍ଧୁ ମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରିପୋର୍ଟ-ସନାତନ ମହାକୁଡ଼ ।

ଓଡ଼ଗାଁ ବିଡିଓଙ୍କ ବୁଥ ପରିଦର୍ଶନ

ନୟାଗଡ଼ :(୨୧/୪) ଭୋଟର ତାଲିକାରେ ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ଭୋଟରତାଲିକାରୁ ବହୁତ ଭୋଟର ବାଦ ପଡିଯାଉଥିବାରୁ ନିର୍ବାଚନ କମିଶନର ଓଡ଼ିଶା ଙ୍କ ନିର୍ଦ୍ଦେଶ ଅନୁସାରେ ପୁଣି ଥରେ ବାଦ ପଡ଼ି ଥିବା ଭୋଟର ମାନଙ୍କ ବିଷୟରେ ବୁଝିବାପାଇଁ ଆଜି ଓଡ଼ଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ବ୍ଳକ…

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ନୟାଗଡ଼ (୧୮/୪) : ଓଡ଼ଗାଁ ବ୍ଳକର ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧରେ ଆଜି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ…

୩୩ତମ ଜାତୀୟ ବହୁଭାଷୀ ୱେବିନାର ଆୟୋଜିତ।

ନୟାଗଡ଼ (୯/୪): ରିପୋର୍ଟ-ସନାତନ ମହାକୁଡ଼।ଭାରତୀୟ ଅନୁବାଦ ସାହିତ୍ୟ ପକ୍ଷରୁ ଭାରତୀୟ ସାହିତ୍ୟର ଯୁବ ପ୍ରତିଭାମାନଙ୍କୁ ସମ୍ମିଳିତ କରି ସେମାନଙ୍କୁ ଉତ୍ସାହିତ କରିବା ଦିଗରେ ଏହା ହେଉଛି ଷଷ୍ଠ ପ୍ରୟାସ। ଅପ୍ରେଲ ୧୦ ତାରିଖ ସନ୍ଧ୍ଯା ୭ଟା ସମୟରେ ଗୁଗୁଲ୍ ମିଟ୍ ମାଧ୍ୟମରେ ହେବାକୁଥିବା ଏହି…

ବସନ୍ତ କବିତା ଆସର ଅନୁଷ୍ଠିତ

ନୟାଗଡ଼ (୩/୪) : " ଓଡ଼ଗାଁ ନିକଟସ୍ଥ ଶ୍ରୀ ପଲିଟେକନିକ,କୋମଣ୍ଡରେ ଆଜି ବସନ୍ତ କବିତା ଆସର ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ତଥା ଖେଳମଣିଷ ଦିବାକର ନାୟକଙ୍କ ସଭାପତିତ୍ୱରେ ଉକ୍ତ ଆସରରେ ଓଡ଼ଗାଁ ତହସିଲଦାର୍ ତଥା ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି, ଶ୍ରୀ ପଲିଟେକନିକ୍ କୋମଣ୍ଡର…