Browsing Category

ନୟାଗଡ଼

କାଳବୈଶାଖୀ ତାଣ୍ଡବ, ଲକ୍ଷାଧିକ ଟଙ୍କାର କଦଳୀ ଚାଷ ନଷ୍ଟ

ନୟାଗଡ : କାଳବୈଶାଖୀ ଉଜାଡ଼ିଦେଲା ଲକ୍ଷାଧିକ ଟଙ୍କାର କଦଳୀ ବାଡ଼ି। ନୟାଗଡ ଜ଼ିଲ୍ଲା ରଣପୁରରେ କାଳବୈଶାଖୀର ତାଣ୍ଡବ। ଉଜୁଡ଼ିଗଲା ଲକ୍ଷାଧିକ ଟଙ୍କାର କଦଳୀ ଚାଷ। ରଣପୁର ବ୍ଲକ ସୁର୍କାବାଡ଼ି ଗାଁର ସୂର୍ଯ୍ୟକାନ୍ତ ମହାପାତ୍ର ପାଞ୍ଚ ଏକର ଜାଗାରେ ଋଣ କରି କଦଳୀ ଚାଷ କରିଥିଲେ। ଠିକ ଅମଳ…

ଧର୍ମ ପରାୟଣା ମହିଳା ଗୁନୁ ଦାସଙ୍କ ପରଲୋକ ଗମନ

ନୟାଗଡ଼ (୨୭/୩) : ଓଡ଼ଗାଁ ଅଞ୍ଚଳରେ ପୁଣିଥରେ ଶୋକର ଛାୟା ଖେଳି ଯାଇଛି। ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପରଲୋକର ମାତ୍ର ଏକ ମାସ ପରେ, ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଗୁନୁ ଦାସ ମଧ୍ୟ ଏହି ନଶ୍ୱର ଜଗତକୁ ଚିରବିଦାୟ ଜଣାଇଛନ୍ତି। ସେ ଗତ ବୁଧବାର, ମାର୍ଚ୍ଚ ୨୫,…

ରଘୁନାଥ ହସକ୍ଳବ୍ ର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼ (୨୬/୩):ରଘୁନାଥ ହସକ୍ଳବ୍ ଓଡ଼ଗାଁରେ ବରିଷ୍ଠ ସଭ୍ୟ ତଥା ପୂର୍ବତନ ସଭାପତି ବସନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ସମସ୍ତ ୫୪ ଜଣ ସଭ୍ୟ ଉପସ୍ଥିତ ଥିଲେ।୨୦୨୫-୨୦୨୬ ମସିହାର ଆୟବ୍ୟୟ ହିସାବ ଦେବାପରେ ଶ୍ରୀଯୁକ୍ତ ମିଶ୍ର ଉକ୍ତ କମିଟି କୁ…

ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ

ନୟାଗଡ଼ (୨୩/୦୩): ରିପୋର୍ଟ-ସନାତନ ମହାକୁଡ଼ । ଓଡ଼ଗାଁ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ପନ୍ଦରଟି କ୍ଲଷ୍ଟରରେ ନବମ ତଥା ଚଳିତ ଶିକ୍ଷାବର୍ଷର ଅନ୍ତିମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।କ୍ଲଷ୍ଟର୍ ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଏଫଏଲଏନ ଶିକ୍ଷକ…

ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ

ରଣପୁର : ୩୪ ତମ ବିଶ୍ୱ ଜଳ ଦିବସ ଅବସରରେ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ତରଫରୁ ନୟାଗଡ଼ ଜିଲ୍ଲା ରଣପୁର କ୍ଷୁଦ୍ର ଜଳସେଚନ ଉପଖଣ୍ଡ ଅଧୀନ ଦର୍ପନାରାୟଣପୁର ଶୁକ୍ର ବେହେରା ପାଣିପଞ୍ଚାୟତ ଅଧୀନରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ତିନି କିଲୋମିଟର ବ୍ୟାପୀ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ…

ଖୁବଶୀଘ୍ର ନୟାଗଡ଼ରେ ସ୍ଥାପନ ହେବ ଚିନି କଳ।

ଭୁବନେଶ୍ଵର : ଖୁବଶୀଘ୍ର ନୟାଗଡ଼ରେ ସ୍ଥାପନ ହେବ ଚିନି କଳ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ କ୍ରମେ ସମବାୟ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ଇଣ୍ଡିଆନ୍ ପଟାସ୍ ଲିମିଟେଡର ଏକ ଟିମ୍ ନୟାଗଡ଼ ପହଞ୍ଚିଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରଶାସନ ସହିତ ଏକ ବୈଠକ କରି ଚିନି କଳ ସ୍ଥାପନା…

ସମାଜସେବୀ ଭିକାରୀ ପାତାଳସିଂହଙ୍କ ସ୍ମୃତିଚାରଣ ସଭା

ନୟାଗଡ଼ (୧୧/୩): ରଣପୁର ବ୍ଲକ କାସନ୍ଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଭିକାରୀ ଚରଣ ପାତାଳସିଂହଙ୍କ ଏକାଦଶାହ ସ୍ମୃତି ଚାରଣ ସଭା ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ବରାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଶିକ୍ଷାବିତ୍ କିଶୋର ଚନ୍ଦ୍ର ପରମଗୁରୁ ଯୋଗଦେଇ କହିଲେ ଯେ,…

ଓଡ଼ଗାଁରେ ଖୋଲିଲା ନର୍ସିଂ କକଲେଜ

ନୟାଗଡ଼ (୮/୩):ଓଡ଼ଗାଁ କଲେଜ ରୋଡ଼୍ ମୁଖ୍ୟ ସଡ଼କ ପାର୍ଶ୍ବରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସରକାରୀ ସ୍ବୀକୃତିପ୍ରାପ୍ତ ପଦାରବିନ୍ଦ ପ୍ରତିଷ୍ଠାନ (ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ଗବେଷଣା କେନ୍ଦ୍ର) ର ଶୁଭ ଉଦ୍ଘାଟନ ହୋଇଯାଇଛି।ଏଥିରେ ପ୍ରତିଷ୍ଠାନର ଅଧ୍ୟକ୍ଷ ସ୍ଥିତପ୍ରଜ୍ଞା ଆଚାର୍ଯ୍ୟ…

ଫଟୋରେ ଖବର

ନୟାଗଡ଼ : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାର ଇନଡୋର ଷ୍ଟାଡିୟମ ଠାରେ ଆୟୋଜିତ ଜୁମ୍ବା ଓ ଯୋଗ ଉତ୍ସବକୁ ଜିଲ୍ଲାପାଳ, ନୟାଗଡ଼ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା, ପୌର ପରିଷଦ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ,…

ଅନୁବାଦ ସାହିତ୍ୟରେ ପ୍ରଥମ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

ନୟାଗଡ଼ : ଭାରତୀୟ ଅନୁବାଦ ସାହିତ୍ୟର ଚତୁର୍ଥ ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହେବା ପରେ ପ୍ରଥମ ଅନ୍ତର୍ଜାତୀୟ ଟ୍ରାନ୍ସଲେଟର୍ସ କଂନଫରେନ୍ସ ଆସାମର ଗୌହlଟି ସହରରେ ଅନୁଷ୍ଠିତ ହେବ । ଦେଶ ବିଦେଶର ବିଭିର୍ଣ୍ଣ ପ୍ରାନ୍ତରରୁ ଭିନ୍ନ ଭିନ୍ନ ଭାଷାର କବି ,ଲେଖକ, ଅନୁବାଦକ,ଗବେଷକ,ପାଠକ ଓ…