କ୍ୟାବିନେଟ ରେ ଅନୁମୋଦନ ପାଇଲା ୧୮ ଟି ପ୍ରସ୍ତାବ

0

ଭୁବନେଶ୍ବର:ରାଜ୍ୟ କ୍ୟାବିନେଟ୍‌ରେ ୧୮ ପ୍ରସ୍ତାବକୁ ଅନୁମୋଦନ,୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଓଡ଼ିଶା ଜନ ବିଶ୍ୱାସ ବିଲ୍-୨୦୨୬କୁ ଅନୁମୋଦନ

ଓଡ଼ିଶା ଉଦ୍ୟାନ କୃଷି ସେବା (OHS) କ୍ୟାଡରର ପୁନର୍ଗଠନ ଦ୍ୱାରା ମୋଟ ମଞ୍ଜୁରୀପ୍ରାପ୍ତ ପଦସଂଖ୍ୟା ୪୦୩ରୁ ୪୭୦କୁ ବୃଦ୍ଧି ପାଇବ

‘ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପ୍ରବନ୍ଧନ ନିୟମ, ୨୦୨୬’କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ

ଓଡ଼ିଶା କୃଷି ସେବା କ୍ୟାଡର ପୁନର୍ଗଠନରେ ବିଭିନ୍ନ ପଦୋନ୍ନତିସ୍ତରରେ ପଦବୀ ବୃଦ୍ଧି

୫ ବର୍ଷରେ ୧ ଲକ୍ଷ ୫୦ ହଜାର ଗଭୀର ନଳକୂପ ସ୍ଥାପନ ସହ ୭.୫ ଲକ୍ଷ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି ପାଇଁ ୮,୬୫୩.୦୪ କୋଟି ବ୍ୟୟବରାଦକୁ ଅନୁମୋଦନ

Leave A Reply

Your email address will not be published.